Browsing Category

ନ୍ୟୁଜ୍

ଲୁଲୁ ମହାପାତ୍ରଙ୍କ ବିୟୋଗରେ ସାଂସଦ ଭର୍ତୃହରି ମହତାବଙ୍କ ଶୋକ ପ୍ରତିକ୍ରିୟା

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଲୁଲୁ ମହାପାତ୍ରଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ବିଗତ ଦୁଇ ଦଶନ୍ଧି ଧରି ଯୁବପୀଢିଙ୍କ ପାଇଁ ଜଣେ ଆଦର୍ଶ ନେତା ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି,ସାଂସଦ ଭର୍ତୃହରି ମହତାବ । ସାଂସଦ ଭର୍ତୃହରି ମହତାବ କଣ କହିଛନ୍ତି ତାଙ୍କ…
Read More...

ପ୍ରଦୂଷଣର ମୁକାବିଲା ପାଇଁ ଆଜି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଜରୁରୀ ବୈଠକ

କନକ ବ୍ୟୁରୋ : ପ୍ରଦୂଷଣର ମୁକାବିଲା ପାଇଁ ଆଜି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଜରୁରୀ ବୈଠକ । କୃତ୍ରିମ ବର୍ଷା କରାଇବାକୁ କେଜ୍ରିୱାଲ ସରକାରଙ୍କ ଯୋଜନା । ଆଜିଠାରୁ ୩ଦିନ ସ୍କୁଲ ଓ ୫ଦିନ ନିର୍ମାଣ କାମ ବନ୍ଦ ।
Read More...

ଦିଲ୍ଲୀ ଏମ୍ସ ହସ୍ପିଟାଲରେ ପହଁଚିଲା ଲୁଲୁଙ୍କ ମରଶରୀର

କନକ ବ୍ୟୁରୋ : ମେଦାନ୍ତ ହସ୍ପିଟାଲରୁ ଏମ୍ସ ଅଣାଗଲା ଲୁଲୁଙ୍କ ମରଶରୀର । ଆନାଟୋମି ବିଭାଗରେ ଲୁଲୁଙ୍କ ମରଶରୀରରେ ଦିଆଯିବ ରାସାୟନିକ ପ୍ରଲେପ । ମରଶରୀରକୁ ଦିଲ୍ଲୀ ବିମାନ ବନ୍ଦର ଅଣାଯିବ ।
Read More...

ଆଜି ଦିଲ୍ଲୀରୁ ଫେରିବ ଲୁଲୁ ମହାପାତ୍ରଙ୍କ ମରଶରୀର : ପିସିସି କାର୍ଯ୍ୟାଳୟରେ ଶେଷ ଦର୍ଶନ

କନକ ବ୍ୟୁରୋ : ଓଡିଶା ରାଜନୈତିକ ଆକାଶରୁ ଅପସରି ଯାଇଛି ଏକ ଉଜ୍ୱଳ ନକ୍ଷତ୍ର । ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ପରି ବ୍ରହ୍ମଗିରିର ବାଦଶାହା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମାତ୍ର ୫୨ ବର୍ଷ ବୟସରେ ପରଲୋକ ହୋଇଛି । ଏହି ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମର ଶରୀର…
Read More...

ଲୁଲୁଙ୍କ ବିୟୋଗରେ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୋକ ପ୍ରତିକ୍ରିୟା

କନକ ବ୍ୟୁରୋ : ଲୁଲୁ ମହାପାତ୍ରଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ବିଗତ ଦୁଇ ଦଶନ୍ଧି ଧରି ଯୁବପୀଢିଙ୍କ ପାଇଁ ଜଣେ ଆଦର୍ଶ ନେତା ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ଦେଖନ୍ତୁ ଏହି ଭିଡିଓ –
Read More...

ଲୁଲୁଙ୍କ ବିୟୋଗରେ ଦେବାଶିଷ ପଟ୍ଟନାୟକଙ୍କ ଶୋକ ପ୍ରତିକ୍ରିୟା

କନକ ବ୍ୟୁରୋ : ଲୁଲୁ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଦେବାଶିଷ ପଟ୍ଟନାୟକ । ଲୁଲୁଙ୍କ ସହ ଅତୀତର ସ୍ମୃତିକୁ ମନେପକାଇଛନ୍ତି ଦେବାଶିଷ । ସେ ଯେତେବେଳେ ଛାତ୍ର କଂଗ୍ରେସର ସଭାପତି ଥିଲେ ଲୁଲୁ ଥିଲେ ଯୁବ କଂଗ୍ରେସର ସଭାପତି । ଦୁହେଁ ଏକାଠି ଓଡିଶାର ଅନେକ ଜିଲ୍ଲା ଗସ୍ତ…
Read More...

କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି : ପୂର୍ବତନ ପିସିସି ସଭାପତି ଜୟଦେବ ଜେନା

କନକ ବ୍ୟୁରୋ : ଲୁଲୁଙ୍କ ଦେହାନ୍ତରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଶୋକ ପ୍ରତିକ୍ରିୟା । ଓଡିଶା ପାଇଁ ଏହା ଏକ ଅପୂରଣୀୟ କ୍ଷତି ଏବଂ ବିଶେଷ ଭାବେ କଂଗ୍ରେସ ଦଳ ପାଇଁ ବୋଲି କହିଛନ୍ତି ଜୟଦେବ ଜେନା । ସ୍ୱର୍ଗତ ମହାପାତ୍ରଙ୍କ ସହ ମିଶି ବିଧାୟକ ଭାବେ ୧୦ ବର୍ଷ କାମ ଜରିଛନ୍ତି…
Read More...

ରାଜ୍ୟ ଜଣେ ଦକ୍ଷ ସଂଗଠକଙ୍କୁ ହରାଇଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଶୋକ ବାର୍ତାରେ କହିଛନ୍ତି ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ସଂଗଠକଙ୍କୁ ହରାଇଲା । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା …
Read More...

ଜଣେ ଦକ୍ଷ ନେତାଙ୍କୁ ହରାଇଲା ରାଜ୍ୟ : ବିରୋଧି ଦଳ ନେତା ନରସିଂହ ମିଶ୍ର

କନକ ବ୍ୟୁରୋ : ଲୁଲୁଙ୍କ ବିୟୋଗ ଓଡିଶା ପାଇଁ ଅପୂରଣୀୟ କ୍ଷତି । ରାଜ୍ୟ ଜଣେ ଯୁବ ଓ ଛାତ୍ର ସଂଗଠନର ଦକ୍ଷ ନେତୃତ୍ୱଙ୍କୁ ହରାଇଲା ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ବିରୋଧି ଦଳ ନେତା ନରସିଂହ ମିଶ୍ର । ଶୁଣନ୍ତୁ ଏହି ଶୋକ ପ୍ରତିକ୍ରିୟା-
Read More...

ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ହୋଇଗଲା : ଗଣେଶ୍ୱର ବେହେରା

କନକ ବ୍ୟୁରୋ : ଲୁଲୁ ମହାପାତ୍ରଙ୍କ ବିୟୋଗରେ ଓଡିଶା କଂଗ୍ରେସରେ ଗଭୀର ଶୋକର ଛାୟା ଖେଳିଯାଇଛି । କଂଗ୍ରେସ ମୁଖ୍ୟପାତ୍ର ଗଣେଶ୍ୱର ବେହେରା ଶୋକ ପ୍ରକାଶ କରି କହିଲେ ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ହୋଇଗଲା ।
Read More...