ଲୁଲୁଙ୍କ ବିୟୋଗରେ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୋକ ପ୍ରତିକ୍ରିୟା

29

କନକ ବ୍ୟୁରୋ : ଲୁଲୁ ମହାପାତ୍ରଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ବିଗତ ଦୁଇ ଦଶନ୍ଧି ଧରି ଯୁବପୀଢିଙ୍କ ପାଇଁ ଜଣେ ଆଦର୍ଶ ନେତା ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଦାମୋଦର ରାଉତ ।

ଦେଖନ୍ତୁ ଏହି ଭିଡିଓ –