Browsing Category

ନ୍ୟୁଜ୍

ବୌଦ୍ଧକୁ ନେଇ ବିବାଦ : ଜନତା ପ୍ରଶାସନ ମୁହାଁମୁହିଁ

ବୌଦ୍ଧ : ବୌଦ୍ଧ ଏକ ନିକୃଷ୍ଟ ଜିଲ୍ଲା । ଏକ ଦଣ୍ଡବିଧାନ ଅଂଚଳ । ଛୁଟି ଦିନ ଓ ସନ୍ଧ୍ୟାରେ ଏଠାରେ ଖାଦ୍ୟ ମିଳେନାହିଁ । ଏପରିକି ଭଦ୍ର ବ୍ୟକ୍ତିଟିଏ ମିଳନ୍ତି ନାହିିଁ । ବୌଦ୍ଧ ବାର୍ତାବହ-୨୦୧୬ରେ ପ୍ରକାଶ ପାଇଛି ଏଭଳି ଲେଖା । ଆଉ ଜିଲ୍ଲାକୁ ଆକ୍ଷେପ କରି ଏହି ଲେଖା ଲେଖିଛନ୍ତି ଜିଲ୍ଲା ସୂଚନା…
Read More...

ସମାଜବାଦୀ ପାର୍ଟିରେ ଆଜି ଆସିପାରେ ନୂଆମୋଡ : ଦଳୀୟ ଚିହ୍ନ ସାଇକେଲକୁ ନେଇ ଜାରି ରହିଛି ସସପେନ୍ସ

କନକ ବ୍ୟୁରୋ : ସମାଜବାଦୀ ପାର୍ଟିରେ ଚାଲିଥିବା କ୍ଷମତା ଯୁଦ୍ଧରେ ଆଜି କିଛି ନୂଆ ମୋଡ ଆସିପାରେ ବୋଲି ଆଶା କରାଯାଉଛି । ଗୋଟିଏ ପଟେ ଦଳ ସୁପ୍ରିମୋ ମୁଲାୟମ ଓ ପୁଅ ଅଖିଲେଶଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ଅନ୍ୟପଟେ ଉଭୟ ଗୋଷ୍ଠୀର ବର୍ତମାନ ଦଳୀୟ ସଙ୍କେତ ଉପରେ ନଜର ରହିଛି । ତେବେ ଦଳୀୟ…
Read More...

କାନ୍ଧରେ ଶବ ବୁହା ହେବା ପରେ ସରକାରୀ ତତ୍ପରତା : ସବୁ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶ

କନକ ବ୍ୟୁରୋ : ଏଣିକି ମୃତ୍ୟୁ ପ୍ରମାଣପତ୍ର ବିନା ଶବକୁ ଡାକ୍ତରଖାନାରୁ ନିଆଯାଇପାରିବନାହିଁ । ରୋଗୀ ମୃତ୍ୟୁ ସମ୍ପର୍କିତ ସୂଚନା ବିଡିଓଙ୍କଠାରୁ ଆରମ୍ଭ କରି ସମସ୍ତ ଡାକ୍ତର, ସିଡିଏମଓ ଓ ଏସବିଏମଓଙ୍କୁ ନେଇ ଗଠିତ ହ୍ୱାଟସ୍ ଆପ୍ ଗ୍ରୁପରେ ଆଦାନ ପ୍ରଦାନ ହେବ । ଜିଲ୍ଲାସ୍ତରୀୟ ହ୍ୱାଟସ୍…
Read More...

ଗଂଜାମ ଜିଲ୍ଲା ଜାଡଧାର ଗାଁରେ ଭୟାବହ ଅଗ୍ନିକାଣ୍ଡ : ୩୦ଟି ଧାନ ଗଦା ଖଳାରେ ପୋଡି ପାଉଁଶ

ଗଂଜାମ : ହୁଦହୁଦ ହୋଇ ଜଳୁଛି ଧାନ ଗଦା । ବର୍ଷକ ପରିଶ୍ରମ ଖଳାରେ ପୋଡି ପାଉଁଶ ହୋଇଯାଇଛି । ଏ ଘଟଣା ହେଉଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକର ଜାଡଧାର ଗାଁର । ଅନ୍ଧାର ରାତିରେ ଧାନ ଗଦାରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ୩୦ଟି ଧାନ ଗଦା ପୋଡି ଯାଇଛି । ନିଆଁର ଭୟାବହତା ଏତେ…
Read More...

ଆଜି ୧୨ ଘଂଟିଆ ସୁନ୍ଦରଗଡ ବନ୍ଦ : ଏମସିଏଲ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ

ସୁନ୍ଦରଗଡ : ଏମସିଏଲର ବୈମାତୃକ ମନଭାବ ଯୋଗୁଁ ସୁନ୍ଦରଗଡ ବନ୍ଦ । ଜିଲ୍ଲା ପ୍ରତି ଏମସିଏଲ କର୍ତୁପକ୍ଷଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ । କମ୍ପାନୀ, କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର କୋଲ କରିଡର, ଗୋପାଳପୁର ଟପରିଆ ରାସ୍ତା ଉନ୍ନତି…
Read More...

ଟାଟା ସନ୍ସର ନୂଆ ଚେୟାରମ୍ୟାନ୍ ହେବେ ନଟରାଜନ ଚନ୍ଦ୍ରଶେଖରନ୍ : ଫେବ୍ରୁଆରୀ ୨୦ରୁ ନେବେ ଦାୟିତ୍ୱ

କନକ ବ୍ୟୁରୋ : ସାଇରସ ମିସ୍ତ୍ରୀଙ୍କୁ ଟାଟା ଗ୍ରୁପ ଅଫ କଂପାନୀର ଅଧ୍ୟକ୍ଷ ପଦରୁ ଯିବା ପରେ ଟାଟା କନସଲଟେନ୍ସିର ସିଇଓ ନଟରାଜନ ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସର ନୂଆ ଅଧ୍ୟକ୍ଷ କରାଯାଇଛି । ଗତ ଅକ୍ଟୋବରରେ ସାଇରସ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପରେ ତୁରନ୍ତ ରତନ ଟାଟାଙ୍କୁ କାମଚଳା…
Read More...

ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ପଡିବାରୁ ନୀତି ବିଭ୍ରାଟ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀମନ୍ଦିରରେ ଗତକାଲି ବିଭ୍ରାଟ ଘଟିଛି । ଜଣେ ସେବାୟତଙ୍କ ଗୋଡରୁ ରକ୍ତର ଛିଟା ଗର୍ଭଗୃହରେ ପଡିଥିଲା । ଫଳରେ ମଧ୍ୟାହ୍ନ ଧୂପର ଅମୁଣିଆ କୋଠଭୋଗ ମାରା ହୋଇଥିଲା । ଏହା ପରେ ହାଣ୍ଡି ହାଣ୍ଡି କୋଠ ଭୋଗ ନିର୍ମାଲ୍ୟ ଖଳାରେ ପୋତା ଯାଇଥିଲା । ଏହାଫଳରେ ଶ୍ରୀ…
Read More...

ନେତାଙ୍କ ଘରେ ସିବିଆଇ ରେଡ୍ ନେଇ ବିଦ୍ରୋହ କଲା ବିଜେଡି : ସିିବିଆଇ ଅଫିସ ଆଗରେ ଦଳର ଯୁବ ଓ ଛାତ୍ର ସଂଗଠନର ବିକ୍ଷୋଭ

କନକ ବ୍ୟୁରୋ : ବିଜେଡି ସାଂସଦ, ବିଜେଡି ବିଧାୟକ ଓ ନବୀନ ନିବାସ କର୍ମଚାରୀ ସରୋଜ ସାହୁଙ୍କ ଘରେ ସିବିଆଇ ରେଡ୍ ପରେ ଚିହିଁକି ଉଠିଛି ବିଜେଡି । ଦଳ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ପଂଚାୟତ ନିର୍ବାଚନ ପୂର୍ବରୁ ସିବିଆଇକୁ ଏକ ପଲିଟିକାଲ୍ ଟୁଲ୍ ଭାବେ ବ୍ୟବହାର କରିଛି ବିଜେପି । ପଂଚାୟତ…
Read More...

ସରିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା : ମୁକ୍ତାକାଶ ରଙ୍ଗମଂଚରେ ମଂଚସ୍ଥ ହେଲା ନାଟକ କଂସବଧ

ବରଗଡ : କଂସବଧ ସହ ଶେଷ ହୋଇଛି ବରଗଡରେ ଐତିହାସିକ ଧନୁଯାତ୍ରା । ଏଥିସହିତ ଦ୍ୱାପର ଯୁଗର ପରିକଳ୍ପିତ ମଥୁରାନଗରୀ ପୁଣି ଥରେ ଆଧୁନିକ ବରଗଡ ସହରରେ ରୁପାନ୍ତରିତ ହୋଇଛି । ମାମୁଁ କଂସଙ୍କ ଠାରୁ ନିମନ୍ତ୍ରଣ ପାଇ କୃଷ୍ଣ ବଳରାମ ମଥୁରାନଗରୀ ଭ୍ରମଣ କରିଥିଲେ । ଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ…
Read More...

ପାକିସ୍ତାନକୁ ଘାଇଲା କରିଛି ଭାରତୀୟ ମିଜାଇଲ୍

କନକ ବ୍ୟୁରୋ : ପାକିସ୍ତାନକୁ ଘାଇଲା କରିଛି ଭାରତୀୟ ମିଜାଇଲ୍ । ଅଗ୍ନିର ଚାପରେ ଯେମିତି ଅସହ୍ୟ ହୋଇପଡ଼ିଛି ପାକିସ୍ତାନ । ଅଗ୍ନି-୪ର ସଫଳ ଅନ୍ତିମ ପରୀକ୍ଷଣ ଏବଂ ଅଗ୍ନି-୫ର ପରୀକ୍ଷଣ ଦେଖି, ଶାନ୍ତିର ଭଜନ ଗାଇବା ଆରମ୍ଭ କରିଦେଇଛି । ଭାରତ କରୁଥିବା ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଆଂଳଚିକ…
Read More...