Browsing Category

ନ୍ୟୁଜ୍

କଳାହାଣ୍ଡିର ନୃଶଂସ ମାନସିକତା ! ଗଣ ଦୁଷ୍କର୍ମରେ ବିଫଳ ହେବାରୁ ଭାଣିଜିକୁ ଜିଅନ୍ତା ଜାଳିଦେଲେ ସଂପର୍କୀୟ

କନକ ବ୍ୟୁରୋ : କଳାହାଣ୍ଡିର କଳା କାହାଣୀ । ନାବାଳିକାକୁ ଜୀଅନ୍ତା ପୋଡି ହତ୍ୟା ଉଦ୍ୟମ । ଗଣଦୁଷ୍କର୍ମ ଉଦ୍ୟମ ବିଫଳ ହେବା ପରେ ନାବାଳିକାଙ୍କୁ ଜୀବନ୍ତା ପୋଡି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ । ଘଟଣା ଘଟିଛି କଳାହାଣ୍ଡିର ରାମଚନ୍ଦ୍ରପୁର ପଂଚାୟତର ମଧୁପୁର ଗାଁରେ । ପୀଡିତା…
Read More...

ବିଜେଡିର ବିଦ୍ରୋହ ! ସିିବିଆଇ ଅଫିସ ଆଗରେ ଦଳର ଯୁବ ଓ ଛାତ୍ର ସଂଗଠନର ବିକ୍ଷୋଭ

କନକ ବ୍ୟୁରୋ : ମମତାଙ୍କ ବାଟରେ ନବୀନ । ତୃଣମୂଳ କଂଗ୍ରେସ ଭଳି ସିବିଆଇ ରେଡକୁ ବିରୋଧ କରି ବିକ୍ଷୋଭ କରିଛି ବିଜେଡିର ଯୁବ ଓ ଛାତ୍ର ସଂଗଠନ । ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା, କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଓ ନବୀନ ନିବାସ କର୍ମଚାରୀ ସରୋଜ୍ ସାହୁଙ୍କ ଘରେ ସିବିଆଇ ରେଡ୍ ପରେ…
Read More...

ସିବିଆଇର ସର୍ଜିକାଲ୍ ଷ୍ଟ୍ରାଇକ୍ ! ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କ ଘରେ ରେଡ୍

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଉପରେ ସିବିଆଇର ସର୍ଜିକାଲ୍ ଷ୍ଟ୍ରାଇକ୍ । ଗୋଟିଏ ଦିନରେ ଦଳର ଦୁଇ ବଡ ନେତା ଓ ନବୀନ ନିବାସ କର୍ମଚାରୀଙ୍କ ଘରେ ଅତର୍କିତ ଚଢାଉ ରାଜ୍ୟ ରାଜନୀତିକୁ ସରଗରମ କରିଛି । ବିଧାୟକ ପ୍ରଭାତ ବିଶ୍ୱାଳ, ସାଂସଦ ରବୀନ୍ଦ୍ର ଜେନା ଓ ନବୀନ ନିବାସ…
Read More...

ସିସୋର ଠକେଇ ମାମଲାରେ ସକ୍ରିୟ ହେଲା ସିବିଆଇ : ନବୀନ ନିବାସର ପୂର୍ବତନ କର୍ମଚାରୀ ସରୋଜ ସାହୁଙ୍କ ଘରେ ଚଢାଉ

କନକ ବ୍ୟୁରୋ : ପଂଚାୟତ ପୂର୍ବରୁ ଫେରିଲା ସିବିଆଇ । ଚିଟଫଣ୍ଡ ଠକେଇ ମାମଲାରେ ତଦନ୍ତକାରୀ ସଂସ୍ଥା ଘେରିଛି ବିଜେଡି ନେତାଙ୍କୁ । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଜି ରାଜ୍ୟରେ ଏକ ବଡଧରଣର ଚଢାଉ କରିଛି ସିବିଆଇ । ରାଜ୍ୟ ଓ ରାଜ୍ୟ ବାହାରେ ଏକକାଳୀନ ୨୫ଟି ସ୍ଥାନରେ ଛାପା ମାରିଛନ୍ତି ସିବିଆଇର…
Read More...

ଲାଲୁଙ୍କୁ ମିଳିବ ମାସକୁ ୧୦ ହଜାର ଟଙ୍କାର ପେନସନ୍ : ବିହାର ସରକାର ଦେଲେ ଅନୁମୋଦନ

କନକ ବ୍ୟୁରୋ : ଲାଲୁ ପ୍ରସାଦ ଯାଦବ ପାଇବେ ପେନସନ୍ । ଦଶ ହଜାର ଟଙ୍କା ପେନସନ ପାଇବା ପାଇଁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବ ବିହାର ସରକାରଙ୍କୁ ଆବେଦନ କରିଛନ୍ତି । ଗୁରୁତ୍ୱପୂର୍ଣ କଥା ହେଉଛି ବିହାରରେ ଜେଡିୟୁ ଓ ଲାଲୁଙ୍କ ଆରଜେଡି ମେଂଟ ସରକାର ବି…
Read More...

ବିଜେଡିରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା

କନକ ବ୍ୟୁରୋ : ବିଜେଡିରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା । ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ ବିଧିବଦ୍ଧ ଭାବେ ଦଳର ସଦ୍ୟସତା ଗ୍ରହଣ କରିଛନ୍ତି । ରାମଚନ୍ଦ୍ର ପଣ୍ଡା ବିଜେଡିରେ ମିଶିବା ପରେ ଦଳ ଶକ୍ତିଶାଳୀ ହେବ ବୋଲି ନବୀନ କହିଛନ୍ତି । ବିଜେପିରେ…
Read More...

ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇର ଛାନଭିନ୍ : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଘରେ ସିବିଆଇ ରେଡ୍

କନକ ବ୍ୟୁରୋ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇର ଛାନଭିନ୍ । ଆଜି ଏକ ବଡଧରଣ ଚଢାଉ କରିଛି ସିବିଆଇ । ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଛାପା ମାରିଛି ସିବିଆଇ । କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଘରେ ସିବିଆଇ ଛାପା ମାରିଛି । ପ୍ରଭାତଙ୍କ କଟକ ସ୍ଥିତ ବାସଭବନରେ…
Read More...

ତେଜ ବାହାଦୁରଙ୍କ ପରେ ସୋସିଆଲ ମିଡିଆରେ ନିଜ ଯନ୍ତ୍ରଣା ବଖାଣିଲେ ସିଆରପିଏଫ ଯବାନ ଜିତ ସିଂ

କନକ ବ୍ୟୁରୋ : ବିଏସଏଫର ଯବାନ ତେଜ୍ ବାହାଦୁର ଯାଦବ, ନିମ୍ନମାନ ଖାଦ୍ୟକୁ ନେଇ ଭିଡିଓ ଜାରି କରିବା ପରେ ଦୁଃଖ ବଖାଣିଛନ୍ତି ଆଉ ଜଣେ ସିଆରପିଏଫ ଯବାନ । ସିଆରପିଏଫ ଯବାନ ଜିତ୍ ସିଂ ଏକ ଭିଡିଓ ମାଧ୍ୟମରେ ତାଙ୍କ ଦୁଃଖକୁ ପ୍ରକାଶ କରିଛନ୍ତି । ସେ ଏହି ଭିଡିଓ ଜରିଆରେ ସିଆରପିଏଫ ଯବାନଙ୍କ…
Read More...

ହିମାଚଳ ପ୍ରଦେଶରେ ଜାରି ରହିଛି ବରଫ ପାତ : ୭ରେ ପହଁଚିଲା ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ହିମାଚଳ ପ୍ରଦେଶର ସିମଲାରେ ଶ୍ୱାସରୁଦ୍ଧ ହୋଇ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅତ୍ୟଧିକ ଶୀତ ଯୋଗୁଁ ଅନ୍ୟ ୨ଜଣଙ୍କ ମୃତ୍ୟୁ ହୋଇଛି । ବିହାର ଓ ପଶ୍ଚିମବଙ୍ଗର ୫ଜଣ ଶ୍ରମିକଙ୍କ ସିମଲାରେ ମୃତ୍ୟୁ ହୋଇଛି । ସିମଲାର ଚୈଲି ଅଂଚଳରେ ଏହି ୫ଜଣ ଶ୍ରମିକ ଏକ କୋଠରିରେ ଶୋଇଥିବାବେଳେ…
Read More...

ଦାନମାଝୀ ଘଟଣାର ପୁନରାବୃତି : ଆମ୍ବଲାନ୍ସ ନ’ମିଳିବାରୁ ମା ଶବକୁ କାନ୍ଧରେ ବୋହିଲା ପୁଅ

କନକ ବ୍ୟୁରୋ : ଦାନମାଝୀ ଘଟଣାର ପୁନରାବୃତି ଘଟିଛି । ଯାଜପୁର ଜିଲ୍ଳା ରସୁଲପୁର ବ୍ଳକ ବଂଟରା ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମୃତ ମା'ର ଶବକୁ ନେବାକୁ ଆମ୍ବୁଲାନ୍ସ ନ'ମିଳିବାରୁ କାନ୍ଧରେ ଶବକୁ ବୋହି ବୋହି ନେଲା ପୁଅ । ଏହି ଦୃଶ୍ୟ ବୟାନ କରୁଛି, କିଭଳି ଫେଲ ମାରିଛି…
Read More...