ପରଲୋକରେ ପଦ୍ମଶ୍ରୀ ତାରକ୍ ମେହତା ! ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
ପରଲୋକରେ ପଦ୍ମଶ୍ରୀ ତାରକ୍ ମେହତା । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ତାରକ୍ ମେହତା ୮୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ତେବେ ଲୋକପ୍ରିୟ ସିରିୟଲ୍ ‘ତାରକ୍ ମେହତା କା ଉଲଟା ଚଷମା’ର ଲେଖକ ତାରକ୍ ମେହତା ଦେଶର ଜଣେ ପ୍ରସିଦ୍ଧ ନାଟ୍ୟକାର ମଧ୍ୟ ।
Kanak News is now on WhatsApp
Join and get latest news updates delivered to you via WhatsApp
ତାରକ ମେହତାଙ୍କ ଦ୍ୱାରା ଲିଖିତ ଏହି କମେଡି ସିରିୟଲ ୨ହଜାରରୁ ଅଧିକ ଏପିସୋଡ୍ ପୁରା କରିସାରିଛି । ଏହା ସହ ଦେଶର ସବୁଠାରୁ ଲମ୍ବା ଚାଲିଥିବା କମେଡି ସୋ’ ହିସାବରେ ରେକର୍ଡ ମଧ୍ୟ କରିଛି ।
ଏହା ସହ ଦେଖନ୍ତୁ ବେଶ୍ୟାବୃତ୍ତିକୁ ଠେଲି ହୋଇ ଯାଇଥିଲେ ରଜନୀକାନ୍ତଙ୍କ ନାୟିକା! ଜାଣନ୍ତୁ କେମିତି ଥିଲା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଶେଷ ଜୀବନ