Browsing Category

ମନୋରଞ୍ଜନ

ହ୍ୟାକରଙ୍କ ଟାର୍ଗେଟରେ ସିନେ ତାରକା ! ହଲିଉଡର ସୁପର ମଡେଲ କେଟ୍ ମୋସ୍ ହେଲେ ଏହାର ଶିକାର

ହ୍ୟାକରଙ୍କ ଟାର୍ଗେଟରେ ଏବେ ସିନେ କଳାକାର । କିଛି ଦିନ ହେଲା ଏଭଳି ଖବରକୁ ନେଇ ସିନେମା ଜଗତରେ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନ ଏହାର ଶିକାର ହୋଇଛନ୍ତି ହଲିଉଡର ସୁପର ମଡେଲ ତଥା ନାୟିକା କେଟ୍ ମୋସ୍ । ତେବେ କେଟଙ୍କର କିଛି ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଲିକ୍ ହୋଇଛି ଆଉ ଯାହାକୁ…
Read More...

ମଡେଲ ସୋଫିଆଙ୍କ ପୁଣି ଏକ ଖୁଲାସା ! କହିଲେ ତାଙ୍କ ବିବାହରେ ଯୋଗ ଦେବେ ସ୍ୱୟଂ ଶିବ ଏବଂ ବୁଦ୍ଧ

ନିକଟରେ ମଡେଲ ସୋଫିଆ ହୟାତ୍ ନିଜର ନିର୍ବନ୍ଧକୁ ନେଇ ସୋସିଆଲ୍ ମିଡିଆରେ ପ୍ରଚାର କରିଥିଲେ । ଖାଲି ସେତିକି ନୁହେଁ ମାର୍ଚ୍ଚ ଶେଷ ସପ୍ତାହରେ ସେ ବିବାହ କରିବେ ବୋଲି ସୂଚନା ମଧ୍ୟ ଦେଇଥିଲେ । ଏବେ ପୁଣି ଏକ ଖୁଲାସା କରିଛନ୍ତି ସୋଫିଆ ହୟାତ୍ । ସୂଚନା ମୁତାବାକ,ନିକଟରେ ଏକ ସାକ୍ଷାତକାରରେ…
Read More...

ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ କାରଣରୁ ଜୁନିୟର ବଚ୍ଚନ ଆରେଷ୍ଟ !

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ମଧ୍ୟରେ ଥିବା ସଂପର୍କ ବିଷୟ ପ୍ରାୟତଃ ସମସ୍ତଙ୍କୁ ଜଣାଥିବ । କାରଣ ଦୁହିଁଙ୍କ ସଂପର୍କ ବହୁତ ପୁରୁଣା । କିନ୍ତୁ ଜୁନିୟର ବଚ୍ଚନ ଏବେ ଗିରଫ ହେବାକୁ ଯାଉଛନ୍ତି । ସେ ପୁଣି ରାମ ଗୋପାଲଙ୍କ ପାଇଁ । କଥାଟା ଶୁଣିଲେ ଆପଣ…
Read More...

ଟାର୍ଗେଟରେ ଭାରତୀୟ ଅଭିନେତା ! ପାକିସ୍ଥାନୀ ନାୟିକା ସବାଙ୍କ ପରେ ଏବେ ରବି ପିରଜାଦା କଲେ ସୁଲତାନଙ୍କୁ କଟାକ୍ଷ୍ୟ

ପାକିସ୍ଥାନୀ କଳାକାରଙ୍କ ଟାର୍ଗେଟରେ ଏବେ ବଲିଉଡ ଜଗତ । ସେଥିପାଇଁ ତ ଜଣଙ୍କ ପରେ ଜଣେ ଭାରତୀୟ କଳାକାରଙ୍କୁ ନେଇ ବିଭିନ୍ନ ପ୍ରକାରର ବୟାନବାଜି କରୁଛନ୍ତି । ମିଳିଥିବା ସୂତ୍ରରୁ ଯାହା ଜଣା ପଡିଛି ,ନିକଟରେ ପାକିସ୍ଥାନୀ ଅଭିନେତା ରବି ପିରଜାଦା ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ସିଧାସଳଖ…
Read More...

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଲେ ଗାୟିକା !

ଲୋକପ୍ରିୟ ଗାୟିକା ସୁଚିତ୍ରା କାର୍ତ୍ତିକ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଧନୁଷଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସୁଚିତ୍ରା କହିଛନ୍ତି ଧନୁଷ ତାଙ୍କୁ ଡ୍ରଗ୍ସ ଦେବା ସହ ଯୌନଶୋଷଣ ମଧ୍ୟ କରିଛନ୍ତି । ଆଗରୁ ନିଜର ଟ୍ୱିଟର ଆକାଉଣ୍ଟରେ ଧନୁଷ, ଅନିରୁଦ୍ଧ ଓ ଦକ୍ଷିଣ ଭାରତୀୟ ସିନେ…
Read More...

ଯାଆଁଳା ଶିଶୁଙ୍କ ବାପା ହେଲେ କରଣ ଜୋହର ! ସେଥିରୁ ଗୋଟିଏ ଝିଅ ଓ ଅନ୍ୟଟି ପୁଅ  

ସିନେନିର୍ମାତା କରଣ ଜୋହର ବିଗତ ଏକ ବର୍ଷ ଧରି ମିଡିଆ ସାମ୍ନାରେ ନିଜା ଇଚ୍ଛା ଜାହିର କରୁଥିଲେ କି ସେ ପିତା ହେବାକୁ ଚାହୁଁଛନ୍ତି । ଶେଷରେ କରଣଙ୍କ ଏହି ଇଚ୍ଛା ପୂରଣ ହୋଇଛି । କରଣ ଜୋହର ଯାଆଁଳା ଶିଶୁଙ୍କ ପିତା ହୋଇଛନ୍ତି । ସେଥିରୁ ଗୋଟିଏ ଝିଅ ଓ ଗୋଟିଏ ପୁଅ । ଟିଓଆଇର ରିପୋର୍ଟ ଅନୁସାରେ…
Read More...

ରେଖାଙ୍କ ମଥାରେ ସଂଜୟଙ୍କ ନାଁର ସିନ୍ଦୁର ! ଗୁପ୍ତ ବିବାହକୁ ନେଇ ବଲିଉଡ ହଲଚଲ୍

ବଲିଉଡର ସଦାବାହାର୍ ନାୟିକା ରେଖାଙ୍କ ସିନ୍ଦୁର ପଛର ସତ ଏବେ ପଦାକୁ ଆସିଛି । ସ୍ୱାମୀ ମୁକେଶ୍ ଅଗ୍ରୱାଲଙ୍କ ମୃତ୍ୟୁ ପରେ ବି ରେଖା କାହା ନାଁର ସିନ୍ଦୁର ଲଗାନ୍ତି । ଦୀର୍ଘ ବର୍ଷର ଅପେକ୍ଷା ପରେ ଏହି ପ୍ରଶ୍ନର ଉତ୍ତର ଏବେ ମିଳିଯାଇଛି । ରେଖା ସଂଜୟ ଦତ୍ତଙ୍କ ପାଇଁ ମଥାରେ ସିନ୍ଦୁର…
Read More...

ମାଫିଆଙ୍କ ଟାର୍ଗେଟରେ ବଲିଉଡ୍ ! ଦେଖନ୍ତୁ କେଉଁ କେଉଁ ସେଲିବ୍ରିଟିଙ୍କୁ ମିଳିଥିଲା ହତ୍ୟା ଧମକ

ବଲିଉଡ ଏବଂ ମାଫିଆ ମଧ୍ୟରେ ସଂପର୍କ ବହୁ ପୁରୁଣା । ନିକଟରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ମାରିଦେବାର ଧମକ ମିଳିଥିଲା । ଯାହାପରେ ଇତିହାସର ପୁନରାବୃତ୍ତି ହୋଇଛି । କାରଣ ଏମିତି ଧମକ ପାଇବାରେ ଆଲିଆ ପ୍ରଥମ ସେଲିବ୍ରିଟି ନୁହଁନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କୁ…
Read More...

ସଠିକ ସମୟରେ ମଦକୁ କରିଛି ବାଏ ବାଏ : ପୂଜା ଭଟ୍ଟ

ବଲିଉଡ ଫିଲ୍ମ ଅଭିନେତ୍ରୀ -ପ୍ରଯୋଜିକା ପୂଜା ଭଟ୍ଟ ଏବେ ଖୁବ୍ ଖୁସି । କୈାଣସି ଫିଲ୍ମର ରିଲିଜକୁ ନେଇ ନୁହେଁ । ସଠିକ ସମୟରେ ନିଜର ବଦଅଭ୍ୟାସକୁ ଛାଡି ଥିବା ନେଇ ଖୁସି ବୋଲି କହିଛନ୍ତି ପୂଜା । ମଦ୍ୟପାନର ଅଭ୍ୟାସ ଦିନକୁ ଦିନ ଅସହ୍ୟ ହୋଇପଡିଥିଲା । ହେଲେ ଠିକ୍ ସମୟରେ ସେ ଏହାକୁ ଦୂର…
Read More...

ସିନେମା ନ ମିଳିବାରୁ ସୁପରଷ୍ଟାରଙ୍କ ଭାଇ ହେଲେ ମାନସିକ ରୋଗର ଶିକାର !

ବଲିଉଡ ସିନେମା ‘ମେଲା’ ଆପଣ ବୋଧେ ଦେଖିଥିବେ । ଏହି ସିନେମାରେ ଅଭିନେତା ଅମିର ଖାନଙ୍କ ସହ ସାଇଡ ରୋଲ ବା ପାଶ୍ୱ ଅଭିନେତାଙ୍କୁ ମଧ୍ୟ ଆପଣ ଦେଖିଥିବେ । ସେ ହେଉଛନ୍ତି ଅମିର ଖାନଙ୍କ ନିଜ ଭାଇ ଫୈଜଲ ଖାନ । ଫୈଜଲ ଖାନ ୧୯୬୯ରେ ସିନେମା ‘ପ୍ୟାର କା ମୌସମ’ ଜରିଆରେ ବଲିଉଡ ଜଗତରେ ପାଦ ଦେଇଥିଲେ ।…
Read More...