ସାରା ଦେଶରେ କରୋନା ମିଟର ତଳମୁହାଁ : ୪୪ ଦିନର ନିମ୍ନ ସ୍ତରରେ ପହଂଚିଲା ଦୈନିକ ସଂକ୍ରମଣ, ଗତ ୨୪ ଘଂଟାରେ ୧ଲକ୍ଷ ୮୬ ହଜାର ୩୬୪ ନୂଆ ଆକ୍ରାନ୍ତ ଚିହ୍ନଟ; ୩ହଜାର ୬୬୦ ମୃତ, ଗୋଟିଏ ଦିନରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିଲା ୭୬ହଜାର ୭୫୫

21