ଯୁକ୍ତ ଦୁଇରେ ବଢ଼ିଲା ସିଟ ସଂଖ୍ୟା : ୫୪ ହଜାର ୯୦୦ ସିଟ ବୃଦ୍ଧି ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା, କଳାରେ ୩୮ ହଜାର, ବିଜ୍ଞାନରେ ୧୩ ହଜାର ଓ ବାଣିଜ୍ୟରେ ୩ ହଜାର ୯୦୦ ସିଟ ବୃଦ୍ଧି; ମାଟ୍ରିକରେ ବିକଳ୍ପ ମୂଲ୍ୟାୟନ ଯୋଗୁଁ ଏଥର ଅଧିକ ପାସ କରିଛନ୍ତି ପିଲା

18