ଓଡ଼ିଶାର ଆଦିବାସୀ ଆଥଲେଟ୍କୁ କ’ଣ କହିଥିଲେ ନୀରଜ ଚୋପ୍ରା : କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସ ସମୟର ଅନୁଭୁତି କହିଲେ ନର୍ସିଂ ମାଝୀ; ଭାରତର ସୁନାପୁଅ ସେତେବେଳେ କହିଥିଲେ ତାଙ୍କ ସହ ମିଶି ଖେଳିଲେ ନର୍ସିଂ କରିପାରିବେ ଭଲ ପ୍ରଦର୍ଶନ

10