ମୁଖ୍ୟମନ୍ତ୍ରୀଙ୍କୁ ସାଢ଼େ ୪କୋଟି ଓଡ଼ିଆଙ୍କ ଠାକୁର କହିବା ପ୍ରସଙ୍ଗରେ ସଫେଇ ରଖିଲେ ଉପବାଚସ୍ପତି : ରଜନୀକାନ୍ତ ସିଂ କହିଲେ, ପାଟିରୁ ଖସିଯାଇଥିଲା; ରାଜ୍ୟବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବାରୁ ଦେବତାତୂଲ୍ୟ ନବୀନ ପଟ୍ଟନାୟକ

17