ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ସବୁଜ ସଂକେତ : କୋଭିସିଲ୍ଡ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲେ ବିଶେଷଜ୍ଞ କମିଟି;ଔଷଧ ନିୟନ୍ତ୍ରକଙ୍କ ଅନୁମୋଦନ ପାଇଁ ସୁପାରିସ୍,ସିରମ୍ ଇନଷ୍ଟିଚ୍ୟୁଟକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ନବୀନ

10