ଦେଶରେ ବିଭିନ୍ନ ରାଜ୍ୟରେ ପହଚୁଁଛି କୋଭିସିଲ୍ଡ ଟିକା : କେନ୍ଦ୍ର ସରକାରଙ୍କ ପରଚେଜ ଅର୍ଡର ପରେ ଏକ କୋଟି କୋଭିଡ ଟିକା ଦେଲା ସେରମ ଇନଷ୍ଟିଚ୍ୟୁଟ; ପୁଣେ ଫ୍ୟାକ୍ଟ୍ରିରୁ ବିମାନ ଓ ଟ୍ରକ ଯୋଗେ ଦେଶର ୧୩ଟି ସହରକୁ ହେଲା ପରିବହନ

14