ଦେଶରେ ଓ ରାଜ୍ୟରେ ତଳମୁହାଁ କରୋନା ମିଟର : ଗତ ୨୪ଘଂଟାରେ ୧ ଲକ୍ଷ ୫୨ ହଜାର ୭୩୪ ଆକ୍ରାନ୍ତ ଚିହ୍ନଟ, ୩ ହଜାର ୧୨୮ ମୃତ, ସେପଟେ ରାଜ୍ୟରେ ୮ହଜାର ୩୧୩ ପଜିଟିଭ ଚିହ୍ନଟ, ୩୫ ମୃତ; ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ମେ’ ମାସ ପାଲଟିଥିଲା ଘାତକ, ଜୁନ ଆଣିବ ଆଶ୍ୱସ୍ତି

13