ସୁନ୍ଦରଗଡରେ ସର୍ପାଘାତରେ ଭାଇ ଭଉଣୀଙ୍କ ମୃତ୍ୟୁ । ରାଜ୍ୟରେ ବଢୁଛି ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା । ୩ ବର୍ଷରେ…

କନକ ବ୍ୟୁରୋ: ସାପ କାମୁଡାରେ ଗଲା ଭାଇ ଭଉଣୀଙ୍କ ଜୀବନ । ସୁନ୍ଦରଗଡ ସଦର ଥାନା ସୁବଲୟା ଗାଁରେ ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ତେବେ ଘରେ ଶୋଇଥିବା ବେଳେ ଭାଇ ଭଉଣୀଙ୍କ ସାପ କାମୁଡିବା ପରେ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ସେମାନଙ୍କ…

ସୋନିଆ ଗାନ୍ଧୀ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ । ରାହୁଲ ଇସ୍ତଫା ଦେବା ପରେ ଖାଲି ପଡିଥିଲା ପଦ

କନକ ବ୍ୟୁରୋ: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ବଡ ନିଷ୍ପତ୍ତି । କଂଗ୍ରେସ ଅଧ୍ୟକ୍ଷ ପଦ ନେଇ ଆସିଲା ବଡ ଖବର । ସୋନିଆ ଗାନ୍ଧୀ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ । ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ବୈଠକରେ ନିଷ୍ପତ୍ତି । ତେବେ ରାହୁଲ ଗାନ୍ଧୀ କଂଗ୍ରେସ…

କେନ୍ଦ୍ରାପଡାର ନୂଆ କାହାଣୀ: ମଣିଷ ଡାକୁଛି, ମାଙ୍କଡ ଆସୁଛି…

କନକ ବ୍ୟୁରୋ: ମଣିଷ ଯେଉଁଠି ମାଙ୍କଡ ସେଇଠି । ମାଙ୍କଡ ଯେଉଁଠି ମଣିଷ ସେଇଠି । ମଣିଷ- ମାଙ୍କଡର ଏ ସମ୍ପର୍କ ଆଜିର ନୁହେଁ ବରଂ କାହିଁ କେଉଁ କାଳରୁ । ପଶୁପକ୍ଷୀଙ୍କ ସହ ମଣିଷର ସମ୍ପର୍କ ନିବିଡ ହେବା ଆଉ ଉଭୟ ଉଭୟର ବନ୍ଧୁ ସାଜିବା ଅନେକ ନଜିର ରହିଛି । ତେବେ ସେମିତି ଏକ ମାଙ୍କଡ-ମଣିଷର…

ସୁଷମା: ଅସହାୟର ମା…ସାହାଯ୍ୟର ଅନ୍ୟ ଏକ ନାଁ…

କନକ ବ୍ୟୁରୋ: ସୁଷମା ଯୁଗର ଅବସାନ, ସ୍ୱରାଜ ଯୁଗର ଅବସାନ ଅର୍ଥାତ ଦେଶରେ ‘ସୁଷମା ସ୍ୱରାଜ’ ଯୁଗର ଅବସାନ ଘଟିଛି । ମଙ୍ଗଳବାର ରାତିରେ ଦେଶର ମହାନେତ୍ରୀ ମହାନିଦ୍ରାରେ ଶୋଇଯିବା ପରେ ଦେଶରୁ ‘ସ୍ୱରାଜ’ ଶେଷ ହେଲା ଭଳି ଲାଗୁଛି । ନିଜେ ଶେଷ ନିଦ୍ରାରେ ଶୋଇ ନିଜ ସମର୍ଥକଙ୍କ ଆଖିରୁ ନିଜ ନେଇ…

ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି: ମୁକାବିଲା ପାଇଁ ସରକାର ପ୍ରସ୍ତୁତ । କାଲି ସକାଳ ଯାଏଁ ଜାରି ରହିବ ବର୍ଷା

କନକ ବ୍ୟୁରୋ: ରାଜ୍ୟରେ ଭାରି ବର୍ଷା ନେଇ ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା ।  ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀ ଫୁଲୁଛି । ବଂଶଧାରା ନଦୀ ବଢୁଛି । ବିପଦ ସଂକେତ ଉପରେ ବଂଶଧାରା ରହି ଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି  । କଳାହାଣ୍ଡି ଲାଞ୍ଜିଗଡରେ ସର୍ବାଧିକ ୩୮୨. ୬ ମିମି…

କାଶ୍ମୀରରେ କେତେ ଟଙ୍କାରେ ମିଳୁଛି ଘର ? ୩୭୦ ହଟିବା ପରେ ଜାଗା ଖୋଜିଲେଣି ଲୋକେ…

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ସହ ୩୫-ଏ କୁ ମଧ୍ୟ ଉଚ୍ଛେଦ କରାଯାଇଛି । ଗତକାଲି ମୋଦି ସରକାର ଏଭଳି ଏକ ଐତିହାସିକ ଘୋଷଣା କରି ସାରା ଦେଶରେ ଚହଳ ସୃଷ୍ଟି କରିଛନ୍ତି । କାଶ୍ମୀରରୁ ୩୭୦ ହଟିବା ପରେ ଅନେକ ନିୟମ ବଦଳିଛି । ଏଣିକି କାଶ୍ମୀରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…