କେନ୍ଦ୍ରାପଡାର ନୂଆ କାହାଣୀ: ମଣିଷ ଡାକୁଛି, ମାଙ୍କଡ ଆସୁଛି…

କନକ ବ୍ୟୁରୋ: ମଣିଷ ଯେଉଁଠି ମାଙ୍କଡ ସେଇଠି । ମାଙ୍କଡ ଯେଉଁଠି ମଣିଷ ସେଇଠି । ମଣିଷ- ମାଙ୍କଡର ଏ ସମ୍ପର୍କ ଆଜିର ନୁହେଁ ବରଂ କାହିଁ କେଉଁ କାଳରୁ । ପଶୁପକ୍ଷୀଙ୍କ ସହ ମଣିଷର ସମ୍ପର୍କ ନିବିଡ ହେବା ଆଉ ଉଭୟ ଉଭୟର ବନ୍ଧୁ ସାଜିବା ଅନେକ ନଜିର ରହିଛି । ତେବେ ସେମିତି ଏକ ମାଙ୍କଡ-ମଣିଷର…

ସୁଷମା: ଅସହାୟର ମା…ସାହାଯ୍ୟର ଅନ୍ୟ ଏକ ନାଁ…

କନକ ବ୍ୟୁରୋ: ସୁଷମା ଯୁଗର ଅବସାନ, ସ୍ୱରାଜ ଯୁଗର ଅବସାନ ଅର୍ଥାତ ଦେଶରେ ‘ସୁଷମା ସ୍ୱରାଜ’ ଯୁଗର ଅବସାନ ଘଟିଛି । ମଙ୍ଗଳବାର ରାତିରେ ଦେଶର ମହାନେତ୍ରୀ ମହାନିଦ୍ରାରେ ଶୋଇଯିବା ପରେ ଦେଶରୁ ‘ସ୍ୱରାଜ’ ଶେଷ ହେଲା ଭଳି ଲାଗୁଛି । ନିଜେ ଶେଷ ନିଦ୍ରାରେ ଶୋଇ ନିଜ ସମର୍ଥକଙ୍କ ଆଖିରୁ ନିଜ ନେଇ…

ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି: ମୁକାବିଲା ପାଇଁ ସରକାର ପ୍ରସ୍ତୁତ । କାଲି ସକାଳ ଯାଏଁ ଜାରି ରହିବ ବର୍ଷା

କନକ ବ୍ୟୁରୋ: ରାଜ୍ୟରେ ଭାରି ବର୍ଷା ନେଇ ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା ।  ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀ ଫୁଲୁଛି । ବଂଶଧାରା ନଦୀ ବଢୁଛି । ବିପଦ ସଂକେତ ଉପରେ ବଂଶଧାରା ରହି ଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି  । କଳାହାଣ୍ଡି ଲାଞ୍ଜିଗଡରେ ସର୍ବାଧିକ ୩୮୨. ୬ ମିମି…

କାଶ୍ମୀରରେ କେତେ ଟଙ୍କାରେ ମିଳୁଛି ଘର ? ୩୭୦ ହଟିବା ପରେ ଜାଗା ଖୋଜିଲେଣି ଲୋକେ…

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ସହ ୩୫-ଏ କୁ ମଧ୍ୟ ଉଚ୍ଛେଦ କରାଯାଇଛି । ଗତକାଲି ମୋଦି ସରକାର ଏଭଳି ଏକ ଐତିହାସିକ ଘୋଷଣା କରି ସାରା ଦେଶରେ ଚହଳ ସୃଷ୍ଟି କରିଛନ୍ତି । କାଶ୍ମୀରରୁ ୩୭୦ ହଟିବା ପରେ ଅନେକ ନିୟମ ବଦଳିଛି । ଏଣିକି କାଶ୍ମୀରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

‘କାଶ୍ମୀର’ ପ୍ରସଙ୍ଗରେ କେନ୍ଦ୍ରକୁ କଡା ସମାଲୋଚନା କଲେ ନିରଞ୍ଜନ । କହିଲେ ୩୭୦ ଉଚ୍ଛେଦ କାଶ୍ମୀରବାସୀଙ୍କ ବିଶ୍ୱାସ ସହ…

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦକୁ ସାରା ଦେଶ ସମର୍ଥନ କରିଛି । ଓଡିଶାର ଶାସକ ଦଳ ମଧ୍ୟ ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ତେବେ କାଲି ଦିନ ସାରା ୩୭୦ ଉଚ୍ଛେଦ ଉପରେ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ଆଜି ୩୭୦ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି…

ମୋଦିଙ୍କ ମିଶନ କାଶ୍ମୀର ପରେ ମିଶନ ‘ରାମ ମନ୍ଦିର’କୁ ନେଇ ଚର୍ଚ୍ଚା ? ସୋସିଆଲ ମିଡିଆରେ ମୋଦି ସରକାରଙ୍କୁ ସୋମବାର ସହ…

କନକ ବ୍ୟୁରୋ: ସରକାରର ୨ୟ ପାଳିରେ ମାଷ୍ଟରଷ୍ଟ୍ରୋକ ମାରିଲେ ମୋଦି । ଦୀର୍ଘ ୭୦ ବର୍ଷ ଧରି କାଶ୍ମୀର ଯେଉଁ ସ୍ୱପ୍ନ ଦେଖୁଥିଲା ଆଜି ତାହା ସାକାର କରିଛନ୍ତି ମୋଦି ସରକାର । କାଶ୍ମୀରରୁ ୩୭୦ ଧାରାକୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ତେବେ ୨ ପାଳିରେ ଆସିବା ପରେ ମୋଦି ସରକାର ଅଧିକ…