ଓଡିଶା ଛାତିରେ ‘ବିହାର’ ଛନକା: ଲ୍ୟାବ୍ ଯିବ ଲିଚୁ, ମୃତ୍ୟୁ ଆଣୁଥିବା ମିଠା ଲିଚୁର ନମୂନା ସଂଗ୍ରହ ପାଇଁ…

କନକ ବ୍ୟୁରୋ: ବିହାର ବଢାଇଲା ଚିନ୍ତା । ବିହାରର ମୁଜାଫରପୁର ମୃତ୍ୟୁର ଉପତ୍ୟକା ପାଲଟିବା ପରେ ଏବେ ସମସ୍ତଙ୍କ ଛାତିରେ ଛନକା । ମହାମାରୀ ମାରାତ୍ମକ ରୋଗ ଜାପାନୀ ଜ୍ୱରରେ ୧୦୯ ଜଣ ଶିଶୁଙ୍କ ଜୀବନ ଯିବା ପରେ ସତର୍କ ହୋଇଛି ଓଡିଶା । ସତର୍କ ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଶିଶୁମୃତ୍ୟୁ…

ଯିଏ ପାରିଲା ସିଏ ପିଟିଲା: ଭୁଲ କଣ ନବୁଝି ରସୁଲଗଡ଼ ଓଭରବ୍ରିଜ ଉପରେ ଗାଡି ଡ୍ରାଇଭରଙ୍କୁ ପିଟି ରକ୍ତାକ୍ତ କଲେ ଲୋକେ ।

କନକ ବ୍ୟୁରୋ: ଯିଏ ପାରିଲା ସିଏ ପିିଟିଲା, ଯିଏ ଆସିଲା ସିଏ ଛେଚିଲା । ବିଧା, ଗୋଇଠା, ଚାପୁଡ଼ା ଠାରୁ ମୁଥ ମରା ଯାଏ ଯିଏ ଯେମିତି ପାରୁଥିଲା ସେମିତି ପିଟୁଥିଲା । କିଏ ଚୁଟି ଝିଙ୍କୁଥିଲା ତ କିଏ ହେଲମେଟରେ ବାଡଉଥିଲା । ରାଜଧାନୀ ଛାତି ଉପରେ ଅତି ନିର୍ମମ ଭାବେ ଚାଲିଥିଲା ଏଇମିତି ଆକ୍ରମଣ ।…

ମନ୍ତ୍ରୀ ଜାଣୁ ନାହାନ୍ତି ବିଭାଗ କଥା ! ବଢ଼ିଲା ଖରାଛୁଟି, ଖବର ରଖିଲେନି ବିଭାଗୀୟ ମନ୍ତ୍ରୀ

କନକ ବ୍ୟୁରୋ: ମନ୍ତ୍ରୀଙ୍କ ପାଖରେ ନାହିଁ କି ବିଭାଗର ଖବର ? ନିଜ ବିଭାଗର ଖବର ରଖୁନାହାନ୍ତି କି ମନ୍ତ୍ରୀ ? ନିଜ ବିଭାଗରେ କେତେବେଳେ କଣ ହେଉଛି, କେଉଁ ପରିସ୍ଥିତିରେ କେଉଁ ନିଷ୍ପତ୍ତି ନିଆଯାଉଛି ତାହା କଣ ମନ୍ତ୍ରୀ ଜାଣୁନାହାନ୍ତି? ଖରା ଛୁଟି ବଢି଼ବା ନେଇ ବଡ ଖବର ଆସିବା ପରେ ସ୍କୁଲ ଓ…

ନିୟମ ଭାଙ୍ଗି ନାକେଦମ ହେଲେ ନେତା: ସାମ୍ବାଦିକଙ୍କ ପ୍ରଶ୍ନ ବାଣରେ ଥା ଥା ମା ମା ହେଲେ ବିଜେପି ନେତା…

କନକ ବ୍ୟୁରୋ: ସାମ୍ବାଦିକଙ୍କ ପ୍ରଶ୍ନରେ ଘାଇଲା ହେଲେ ବିଜେପି ନେତା । ନିୟମ ଭାଙ୍ଗିଥିବାରୁ ସାମ୍ବାଦିକଙ୍କ ନନଷ୍ଟପ ପ୍ରଶ୍ନରେ ଅଣନିଶ୍ୱାସୀ ହେଲେ ନେତା । ମେଡିକାଲରେ ସମସ୍ତଙ୍କ ପାଇଁ ଯେଉଁ ନିୟମ ରହିଛି ତାକୁ ଭାଙ୍ଗିଥିବାରୁ ଏବେ ହରଡ ଘଣାରେ ପଡିଛନ୍ତି ବିହାର ମୁଜାଫରପୁରର ଜଣେ ବିଜେପି…

ଓଡିଆ-ସାନ୍ତାଳୀ-ସଂସ୍କୃତରେ ଶପଥ ନେଲେ ଓଡିଆ ସାଂସଦ: ଅଧା ସାଂସଦ ଓଡିଆରେ, ଉଲାକା ନେଲେ ଇଂରାଜୀରେ…

କନକ ବ୍ୟୁରୋ : ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇଥିବା ମୋଦି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତେବେ ସଂସଦୀୟ ସଚିବ ମୋଦିଙ୍କ ନାମ ଘୋଷଣା…

ମମତା ମାନିଲେ ଡାକ୍ତରଙ୍କ ଦାବି: ପ୍ରତ୍ୟାହାର ହେବ ଆନ୍ଦୋଳନ । ସବୁ ମେଡିକାଲରେ ରହିବେ ନୋଡାଲ ପୋଲିସ

କନକ ବ୍ୟୁରୋ: ପଶ୍ଚିମବଙ୍ଗରୁ ଆସିଲା ବଡ ଖବର । ଡାକ୍ତର ଓ ମମତା ସରକାର ମଧ୍ୟରେ ଚାଲିିଥିବା ଝଗଡାରେ ପଡିଲା ଯବନିକା । ଖୁବଶୀଘ୍ର ଆନ୍ଦୋଳନ ପ୍ରତ୍ୟାହାର କରିବେ ଡାକ୍ତର । ସାତଦିନ ଧରି ଜିଦରେ ଥିବା ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା…