ଚିଲିକାକୁ କାଳ କାର୍ଗୋ ଜାହାଜ ? ମହାବିପଦ ଆଣିବ ମାଲେସିଆ ଜାହାଜ, ତେଲ ଲିକ୍ ନେଇ ଆଶଙ୍କା

କନକ ବ୍ୟୁରୋ: ଚିଲିକାକୁ ମହାବିପଦ ଆଣିଲା ମାଲେସିଆ ଜାହାଜ । ୭ ଦିନ ହେଲା ଅଟକି ରହିଥିବା ଜାହାଜରୁ ତେଲ ନିର୍ଗତ ହେବା ନେଇ ଆଶଙ୍କା କରାଯାଉଛି । କାର୍ଗୋ ସିପରୁ ତେଲ ନିର୍ଗତ ହେବା ନେଇ ସରକାରଙ୍କୁ ସୂଚନା ଦେଲେ କୋଷ୍ଟଗାର୍ଡ । ଯଦି ତେଲ ଲିକ ନେଇ କୌଣସି ପଦକ୍ଷେପ ନିଆନଯାଏ ତେବେ ଏହା…

ଆର୍ତ୍ତତ୍ରାଣଙ୍କ ଆତୁର ନିବେଦନ: ସରକାର ମତେ ସାହାଯ୍ୟ କର…

କନକ ବ୍ୟୁରୋ: ଆର୍ତ୍ତତ୍ରାଣଙ୍କ ଆଖିରେ ଆଖିଏ ଲୁହ । ଛାତିରେ ଛାତିଏ କୋହ । ନିଜ ହସଖୁସିର ପରିବାରକୁ ହଇରାଣ ହେଉଥିବା ଦେଖି ନିଜ ଭାଗ୍ୟକୁ ଦୋଷ ଦେଉଛନ୍ତି ଆର୍ତ୍ତତ୍ରାଣ । ଦିନ ଥିଲା ତାଙ୍କ ରୋଜଗାରରେ ସାରା ପରିବାରଟା ଦୁଃଖ କଷ୍ଟରେ ଚଳି ଯାଉଥିଲା । ପାଠ ପଢାଇ ଯାହା କିଛି ଘରକୁ ଆଣୁଥିଲେ…

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ୬ ଜଣଙ୍କ ନାଁ ସର୍ଟଲିଷ୍ଟ କଲା ବିସିସିଆଇ । ଆସନ୍ତା ୧୬ରେ ସିଏସି କମିଟି ନେବ…

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ୬ ଜଣଙ୍କ ନାଁ ସର୍ଟଲିଷ୍ଟ କଲା ବିସିସିଆଇ । ଆଉ ଏହି ତାଲିକାରେ ଏବେ ଭାରତୀୟ କ୍ରିକେଟ ଟିମର କୋଚ୍ ଥିବା ରବି ଶାସ୍ତ୍ରୀଙ୍କ ନାଁ ମଧ୍ୟ ରହିଛି । ଶାସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇ ଭାରତୀୟଙ୍କୁ ମଧ୍ୟ ଏହି ତାଲିକାରେ ରଖାଯାଇଛି । ପୂର୍ବତନ କ୍ରିକେଟର ଲାଲଚାନ୍ଦ…

ବିମାନବନ୍ଦରକୁ ବଞ୍ଚାଇ ପାରିବ ତ ବଞ୍ଚାଇ ନିଅ । ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଫୋନ୍ କଲ ଯୋଗେ ମିଳିଲା ଧମକ ।

ଦିଲ୍ଲୀ ବିମାନବନ୍ଦର ଉଡାଇବାକୁ ମିଳିଲା ଧମକ । ଫୋନ୍ ଯୋଗେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡାଇବାକୁ ଧମକ ମିଳିବା ପରେ ସଜାଗ ହୋଇଛି ପୋଲିସ । ସୋମବାର ସନ୍ଧ୍ୟା ୮ଟା ୪୯ ସମୟରେ ଟର୍ମିନାଲ-୨କୁ ଏକ ଫୋନ୍ କଲ ଆସିଥିଲା । ଯେଉଁଥିରେ ବିମାନବନ୍ଦରକୁ ଯଦି ବଞ୍ଚାଇ ପାରିବ ତ ବଞ୍ଚା ବୋଲି…

ଓଡ଼ିଶାର ଏମିତି ବି ଗାଁ ରହିଛି । ଯେଉଁଠି ଗାଈ କ୍ଷୀର ଖାଇବାକୁ ସାହସ ଜୁଟାଇପାରନ୍ତି ନାହିଁ ଲୋକେ, ଜାଣନ୍ତୁ କାହିଁକି ।

କନକ ବ୍ୟୁରୋ : ଦୀର୍ଘଦିନ ଧରି ଚିତ୍ରକୋଣ୍ଡା ବ୍ଳକର ୭ଟି ପଂଚାୟତର ବାସିନ୍ଦା ମୂଳ ଭୂଖଣ୍ଡରୁ ବିଚ୍ଛିନ୍ନ ହୋଇ ରହିଥିଲେ । ଗୁରୁପ୍ରିୟା ସେତୁ ହେବା ପରେ ଧୀରେ ଧୀରେ ଏହି ଅଂଚଳ ବିକାଶର ମୁଖ୍ୟ ଧାରାରେ ସାମିଲ ହେଉଛି । ତେବେ ସେହି ଅଂଚଳରୁ ଏପରି ଏକ ଖବର ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ…

ଓଡ଼ିଶାରେ ବିଚିତ୍ର ସ୍ଥିତି । କେଉଁଠି ମରୁଡି, କେଉଁଠି ବନ୍ୟା ।

କନକ ବ୍ୟୁରୋ : ମାଲକାନଗିରିରେ ୨ଶହ ମିଲିମିଟରରୁ ଅଧିକ ବର୍ଷା । ସେପଟେ ସୁନ୍ଦରଗଡ ଓ ଦେବଗଡରେ ସ୍ୱାଭାବିକ ଠାରୁ ୪୦ ପ୍ରତିଶତ କମ୍ ବର୍ଷା । ଗୋଟିଏ ପଟେ ମରୁଡି ସ୍ଥିତି , ଅନ୍ୟପଟେ ବନ୍ୟା ସ୍ଥିତି । ଅଗଷ୍ଟ ମାସ ସୁଦ୍ଧା ରାଜ୍ୟରେ ଦେଖାଦେଇଛି ଏଭଳି ବିଚିତ୍ର ସ୍ଥିତି । କେଉଁଠି ମରୁଡି ତ ଆଉ…