ଗଣମାଧ୍ୟମ ଓ ଲୋକସଂପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ହେଲେ ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀ ଦେଲେ…

ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ମିଳିଛି । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସଂପର୍କ) ଭାବେ ଗୁରୁ ଦାୟିତ୍ୱ ତାଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚମ ପାଳିରେ ବିଜୁ ଜନତା ଦଳ ସରକାରକୁ ଆସିବା ପରେ ଅନେକ ଲୋକହିତକାରୀ ପଦକ୍ଷେପ ମାନ ଗ୍ରହଣ…

ସୈତାନକୁ ସଜ୍ଜା: ଫାଶୀରେ ଝୁଲିବ ଜହ୍ଲାଦ ଯାମିନୀକାନ୍ତ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ

କନକ ବ୍ୟୁରୋ: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ବାରିପଦାରୁ ଆସିଲା ବଡ ଖବର । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଷ୍କର୍ମକାରୀକୁ ମିଳିଲା ଦୃଷ୍ଟାନ୍ତମୂଳକ ସଜା । ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ମିଳିଛି । ଏହି ଜଘନ୍ୟକାଣ୍ଡରେ ବାରିପଦା ସ୍ପେଶାଲ ଜଜ୍…

କାଳିଆ ଟଙ୍କା ପାଇଁ କସରତ । ଯାଞ୍ଚ ମଝିରୁ ଆସିଲା ସାଂଘାତିକ ସତ, ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ୧୩୩…

କନକ ବ୍ୟୁରୋ : କାଳିଆ ଟଙ୍କା ବଣ୍ଟନକୁ ନେଇ ଛନ୍ଦି ହୋଇଛନ୍ତି ରାଜ୍ୟ ସରକାର । ନିର୍ବାଚନ ପୂର୍ବରୁ ମନ ଇଛା ଟଙ୍କା ବାଣ୍ଟିବା ପରେ ଏବେ ଯୋଗ୍ୟ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି । ଯାଞ୍ଚ ହୋଇଥିବା ୩୬ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ଲକ୍ଷ ୬୬ ହିତାଧିକାରୀ ଅଯୋଗ୍ୟ ବୋଲି ଚିହ୍ନଟ…

ନବୀନଙ୍କ ରାସ୍ତାରେ ନବ, ଏଣିକି ସିଧାସଳଖ ରୋଗୀଙ୍କ ଗୁହାରି ଶୁଣିବେ ସ୍ୱାସ୍ଥ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ଆକ୍ସନ ମୋଡରେ ରାଜ୍ୟ ସରକାର । ‘ମୋ ସରକାର’ ଯୋଜନାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯିବା ପୂର୍ବରୁ ଏହି ଯୋଜନାର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଅଂଟା ଭିଡିଛନ୍ତି ତାଙ୍କ କ୍ୟାବିନେଟର ଅନ୍ୟ ସଦସ୍ୟ । ବିଭିନ୍ନ ମେଡିକାଲରେ କେମିତି ମିଳୁଛି ସେବା ସେ ନେଇ ରୋଗୀଙ୍କୁ…

ବଦଳିଯିବ ଶ୍ରୀକ୍ଷେତ୍ରର ଚେହେରା । ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ ହେବ ଜଗନ୍ନାଥଧାମ, ଖର୍ଚ୍ଚ ହେବ ୫ ହଜାର କୋଟି ।…

କନକ ବ୍ୟୁରୋ : ବଦଳିବ ଶ୍ରୀକ୍ଷେତ୍ରର ଚିତ୍ର । ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ ହେବ ପୁରୀ । ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଠିଆ କରିବାକୁ ଦୀର୍ଘମିଆଦି ରୋଡ ମ୍ୟାପ ସହ ଏକ ବଡ ଖସଡା ପ୍ରସ୍ତୁତ କରୁଛନ୍ତି ସରକାର । ଏଥିପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ଅଟକଳ କରିବାକୁ ଯୋଜନା କରିଛନ୍ତି…

ଏବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ? ଇଲେକ୍ସନ ବଦଳରେ ସିଲେକ୍ସନ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତି ।

କନକ ବ୍ୟୁରୋ : ଇଲେକ୍ସନ ନୁହେଁ ସିଲେକ୍ସନ । ବାତିଲ ହେଲା ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନ । ଛାତ୍ର ସଂସଦ ନିର୍ବାଚନ ବାତିଲ କଲେ ରାଜ୍ୟ ସରକାର । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ନିର୍ବାଚନ ବଦଳରେ ଛାତ୍ର ପ୍ରତିନିଧି ବାଛିବାକୁ ବିଭାଗ ପକ୍ଷରୁ ନିଷ୍ପତି…