ସିଦ୍ଦରମୈୟା କ୍ୟାବିନେଟରେ ଶପଥ ନେଲେ ୮ ମନ୍ତ୍ରୀ, ସବୁ ବର୍ଗର ବିଧାୟକଙ୍କୁ କରାଗଲା ସାମିଲ

କନକ ବ୍ୟୁରୋ : ଦୀର୍ଘ ୬ଦିନର ମନ୍ଥନ ପରେ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ମଧ୍ୟ ଶପଥ ନେଇଛନ୍ତି । ଏହି କ୍ରମରେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ମନ୍ତ୍ରୀ…

ସିଦ୍ଦରମୈୟାଙ୍କ ଶପଥ ଗ୍ରହଣ ଉତ୍ସବରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ, ଜାଣନ୍ତୁ କିଏ କିଏ ହେଲେ ସାମିଲ ?

କନକ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ସିଦ୍ଦରମୈୟା ଶପଥ ନେଇଛନ୍ତି । ଏହି କ୍ରମରେ ଡି.କେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ନୁହଁନ୍ତି କ୍ୟାବିନେଟର ୮ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଏହି…

ରହସ୍ୟମୟ ଚାନ୍ଦିପୁର ବେଳାଭୂମୀ । ଆପେ ଆପେ ଗାଏବ ହୋଇଯାଏ ସମୁଦ୍ର, ଏବେ ବି କାରଣ ଖୋଜୁଛି ବିଜ୍ଞାନ

କନକ ବ୍ୟୁରୋ : ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହା ରହସ୍ୟରେ ପରିପୂର୍ଣ୍ଣ । ଯାହା ଉପରୁ ଆଜି ଯାଏଁ ବି ପରଦା ଉଠି ପାରିନି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ ବିଚ୍ କଥା କହିବୁ ଯେଉଁ ବିଚରେ ପାଣି ଦିନକୁ ୨ ଥର ଗାୟବ ହୋଇଯାଇଥାଏ । ଆଉ ଗାୟବ ହେବାର କିଛି ସମୟ ପରେ ପୁଣି…

ଅକ୍ଷୟ କୁମାରଙ୍କ ବିପକ୍ଷରେ ବଲିଉଡରେ ଡେବ୍ୟୁ । ପରେ ଶାନ୍ତିପ୍ରିୟାଙ୍କୁ କାମ ଦେବାକୁ ମନା କଲେ ଅକ୍ଷୟ! ଜାଣନ୍ତୁ କ’ଣ…

କନକ ବ୍ୟୁରୋ : ଦିନେ ଅକ୍ଷୟ କୁମାରଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ ୯୦ ଦଶକରେ ବେଶ ଜଣାଶୁଣା ଅଭିନେତ୍ରୀ ଶାନ୍ତିପ୍ରିୟା । ଫିଲ୍ମ ‘ସୌଗଦ୍ଧ’ରେ ବଲିଉଡରେ କାମ ଆରମ୍ଭ କରିଥିଲେ । ଅନେକ ଦର୍ଶକଙ୍କ ହୃଦୟକୁ ଜିତିଥିବାବେଳେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଏକିତିକି ଅନେକ ବଡ଼…

ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ନିଷ୍ପତ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ସରକାରଙ୍କୁ ଦିଆଯିବ ୮୭,୪୧୬ କୋଟି ଟଙ୍କା…

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ବୋର୍ଡ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ତରଫରୁ ଭାରତ ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୮୭,୪୧୬ କୋଟି ଟଙ୍କା ଲାଭାଂଶ ଦେବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ…

ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନାମରେ ଯୋଡି ହେଲା ଆଉ ଏକ ରେକର୍ଡ, ୧୦୦ ଘଣ୍ଟାରେ ନିର୍ମାଣ ହେଲା ୧୦୦ କିଲୋମିଟର…

କନକ ବ୍ୟୁରୋ : ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧୀକରଣ ନାମରେ ପୁଣି ଏକ ନୂଆ ରେକର୍ଡ ଯୋଡି ହୋଇଛି । ଉତ୍ତର ପ୍ରଦେଶର ଗାଜିଆବାଦ -ଅଲିଗଡ ଏକ୍ସପ୍ରେସୱେ ୧୦୦ ଘଣ୍ଟାରେ ୧୦୦ କିଲୋମିଟର ରାସ୍ତା ନିର୍ମାଣ କାମ ଶେଷ ହୋଇଛି । ୧୦୦ ଘଣ୍ଟାରେ ୧୧୨ କିଲୋମିଟର ରାସ୍ତା ନିର୍ମାଣ କରି ରାଷ୍ଟ୍ରୀୟ…