ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମକୁ…

କନକ ବ୍ୟୁରୋ : ଝାରସୁଗୁଡା ବିଧାନସଭା ଉପ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ବିଜେଡି ପ୍ରାଥୀ ବହୁ ବ୍ୟବଧାନରେ ବିଜୟୀ ହୋଇଥିଲେ ବି ଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନରେ ଦଳର ଭୋଟ ହାର ବଢିଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ…

କର୍ଣ୍ଣାଟକ ନିର୍ବାଚନରେ ବିଜୟ ପରେ କଂଗ୍ରେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଆହୁରି ପରିଶ୍ରମ କରିବାକୁ ବିଜେପି…

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଯୋଗେ କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ଲୋକଙ୍କ ଭରସା ଜିତିଥିବାରୁ କଂଗ୍ରେସକୁ ଶୁଭେଚ୍ଛା । ଏହାସହ କର୍ଣ୍ଣାଟକ ନିର୍ବାଚନରେ…

ଏହି ୫ ପ୍ରତିଶ୍ରୁତି, କର୍ଣ୍ଣାଟକରେ କଂଗ୍ରେସକୁ ଦେଲା ବିଜୟ

କନକ ବ୍ୟୁରୋ : ଦୀର୍ଘଦିନ ପରେ କଂଗ୍ରେସ ଦେଶର ଏକ ବଡ ରାଜ୍ୟରେ ଏକାକୀ ବହୁମତ ହାସଲ କରିବାରେ ସଫଳ ହୋଇଛି । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ଏବେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । କର୍ଣ୍ଣାଟକରେ କଂଗ୍ରେସ ଶାସକ ବିଜେପିକୁ ପରାସ୍ତ କରିବାରେ ସଫଳ ହୋଇଛି । ହେଲେ…

ପୂର୍ବ ମୁଖ୍ୟମନ୍ତ୍ରୀ ବଙ୍ଗାରପ୍ପାଙ୍କ ବଡ ପୁଅକୁ ହରାଇଲା ସାନ ପୁଅ, ୩ ଥର ବିଧାୟକ ହୋଇଥିବା କୁମାରଙ୍କୁ ବିଜେପି…

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି । ସଦ୍ୟ ସୂଚନା ମୁତାବକ ସେଠାରେ କଂଗ୍ରେସ ବହୁମତ ପାଇସାରିଛି । କଂଗ୍ରେସ ୨୨୪ ଆସନ ମଧ୍ୟରୁ ୧୨୨ ଟି ଆସନରେ ବିଜୟଲାଭ କରିସାରିଥିବା ବେଳେ ୧୫ ଟି ଆସନରେ ଆଗୁଆ ରହିଛି । ହେଲେ କର୍ଣ୍ଣାଟକ ବିଧାନସଭାର ଏଭଳି କିଛି ଆସନ…

କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା, “ବନ୍ଦ ହେଲା ଘୃଣାର ବଜାର, ଖୋଲିଲା ସ୍ନେହର…

କନକ ବ୍ୟୁରୋ : କର୍ଣ୍ଣାଟକରେ କଂଗ୍ରେସ ବହୁମତ ପାଇବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ସଦ୍ୟ ସୂଚନା ମୁତାବକ କର୍ଣ୍ଣାଟକରେ କଂଗ୍ରେସ ୧୦୯ ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୮ ଟି ଆସନରେ ଆଗୁଆ ଚାଲିଛି । ଦଳକୁ ସରକାର ଗଠନ କରିବାକୁ ହେଲେ ୧୧୩ ଜଣ ବିଧାୟକ ଆବଶ୍ୟକ ଥିବା ବେଳେ କଂଗ୍ରେସ…

ବିଜେପି ଛାଡି କଂଗ୍ରେସରେ ମିଶିବା ହେଲା କାଳ, କଂଗ୍ରେସର ବିଜୟ ଭିତରେ ପରାଜିତ ହେଲେ ପୂର୍ବ ମୁଖ୍ୟମନ୍ତ୍ରୀ ଜଗଦିଶ…

କନକ ବ୍ୟୁରୋ : ବିଜେପିରେ ବିଦ୍ରୋହ କରି ଦଳଛାଡିବା ପୂର୍ବ ମୁଖ୍ୟମନ୍ତ୍ରୀ ଜଗଦିଶ ସେଟ୍ଟରଙ୍କ ପାଇଁଁ ମହଙ୍ଗା ପଡିଛି । ଜଗଦିଶ ସେଟ୍ଟର କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଛନ୍ତି । ସେ ହୁବଲି ଧାରବାଡ ସେଣ୍ଟ୍ରାଲରୁ ନିର୍ବାଚନ ଲଢୁଥିଲେ । ତାଙ୍କୁ ବିଜେପି ପ୍ରାର୍ଥୀ ମହେଶ…