ବିହାର ସରକାରଙ୍କୁ ହାଇକୋର୍ଟଙ୍କ ଝଟକା, ଜାତିଗତ ଜନଗଣନା ଉପରେ ଲଗାଇଲେ ରୋକ

କନକ ବ୍ୟୁରୋ : ବିହାରରେ ଚାଲିଥିବା ଜାତିଗତ ଜନଗଣାନା ଉପରେ ପାଟନା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି । ନୀତିଶ କୁମାରଙ୍କ ସରକାର ପାଇଁ ଏହା ବଡ ଝଟକା ବୋଲି କୁହାଯାଉଛି । ବିହାରରେ ଜାତି ଆଧାରିତ ସର୍ଭେକୁ ଜାତିଗତ ଜନଗଣାନା ବା ଜାତୀୟ ଗଣନା ବୋଲି ମଧ୍ୟ କୁହାଯାଉଛି । ସୁପ୍ରିମକୋର୍ଟରେ…

ଅଗସ୍ତ୍ୟାଙ୍କ ପାଇଁ ଦୃତଗତି ହେଲା କାଳ । ଘଣ୍ଟାପ୍ରତି ୩ଶହ କିଲୋମିଟର ବେଗରେ ଚଳାଉଥିଲେ ବାଇକ୍ , ଡିଭାଇଡରରେ ପିଟି ହୋଇ…

କନକ ବ୍ୟୁରୋ : ୟୁଟ୍ୟୁବରେ ଭିଡିଓ ଅପଲୋଡ କରିବା ଓ ଏଥିରୁ ଟଙ୍କା ରୋଜଗାର କରିବା ଏବେ ଯୁବକ ଯୁବତୀଙ୍କର ଏକ ନିଶା ପାଲଟି ଯାଇଛି । ନିଜକୁ ଫେମସ୍ କରାଇବା ଲକ୍ଷ୍ୟରେ ସେମାନେ କିଛି ବି କରିବାକୁ ପଛାଉ ନାହାଁନ୍ତି । ଏଭଳି କି ଜୀବନକୁ ବାଜି ଲଗାଇ ସେମାନେ ଭିଡିଓ କରୁଥିବାର ଦେଖିବାକୁ ମିଳିଛି…

ମଣିପୁର ହିଂସା ପରେ ସେନାର ଫ୍ଲାଗମାର୍ଚ୍ଚ । ୮ ଜିଲ୍ଲାରେ କର୍ଫ୍ୟୁ, ମୋବାଇଲ ଇଣ୍ଟରନେଟ୍ ବନ୍ଦ

କନକ ବ୍ୟୁରୋ : ଅନୁସୂଚିତ ଜନଜାତି ଲୋକଙ୍କ ଆବେଦନ ଓ କୋର୍ଟଙ୍କ ଆଦେଶକୁ ନେଇ ଆଦିବାସୀ ସମୁହ ବିରୋଧ ପ୍ରଦର୍ଶନ ଓ ଏହାକୁ ନେଇ ହିଂସା ପରେ ସେନା ହିଂସା ପ୍ରଭାବିତ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛି । ଇମ୍ଫାଲରେ ହିଂସା ପରେ ଗତ ରାତିରେ ମଣିପୁରର ୮ ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି । ମଣିପୁର…

ସର୍ବୋଚ୍ଚ ନ୍ୟାୟଳୟରୁ ନିରାଶ ହେଲେ କୁସ୍ତିଯୋଦ୍ଧା । ମାମଲାକୁ ବନ୍ଦ କଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ମାନଙ୍କୁ ନିରାଶ କରିଛନ୍ତି ସୁପ୍ରିମକୋର୍ଟ । ଆଜି ମାମଲା ଶୁଣାଣି କରି କୋର୍ଟ ଏହି ମାମଲାର ବିଚାର ପାଇଁ ତଳ କୋର୍ଟ କିମ୍ବା ହାଇକୋର୍ଟକୁ ଯିବାକୁ ଆବେଦନକାରୀଙ୍କୁ ପରାମର୍ଶ…

ରେଳ ବିଭାଗର ଆଇ-ଟିକେଟ ଓ ଇ-ଟିକେଟ ମଧ୍ୟରେ କଣ ରହିଛି ପାର୍ଥକ୍ୟ ? ଇ-ଟିକେଟ କରିଥିବା ଯାତ୍ରୀଙ୍କ ପାଇଁ କଣ ରହିଛି…

କନକ ବ୍ୟୁରୋ : ପ୍ରତିଦିନ ଭାରତୀୟ ରେଳବାଇ ଦ୍ୱାରା ଲକ୍ଷ ଲକ୍ଷ ଯାତ୍ରୀ ଯାତ୍ରା କରିଥାନ୍ତି । ଭାରତୀୟ ରେଳ ସମଗ୍ର ବିଶ୍ୱରେ ବେଶ୍ ପରିଚିତ । ଭାରତୀୟ ରେଳର ଦ୍ରୁତଗତି ଓ ଯାତ୍ରୀମାନଙ୍କ ପାଇଁ ଶସ୍ତା ଟିକେଟ ଲୋକଙ୍କୁ ଟ୍ରେନଯାତ୍ରା ପାଇଁ ଉତ୍ସାହିତ କରିଥାଏ । ଅନ୍ୟଦେଶ ମାନଙ୍କ ତୁଳନାରେ…

ତିନୋଟି ବର୍ବାଦ, ଚତୁର୍ଥଟିକୁ ଉଦ୍ଧାର କଲା ଟାଟା, ପଢନ୍ତୁ ଭାରତୀୟ ଏୟାର ଲାଇନ୍ସ ଇଣ୍ଡଷ୍ଟ୍ରିଜ ସଂକଟର କାହାଣୀ

କନକ ବ୍ୟୁରୋ : ଭାରତୀୟ ଏୟାରଲାଇନ୍ସ ସେକ୍ଟରେ ପୁଣି ଏକ ବଡ ଘଟଣାକ୍ରମ ଦେଖିବାକୁ ମିଳିଛି । ଦେଶର ତୃତୀୟ ଏୟାରଲାଇନ କମ୍ପାନୀ ଏବେ ଦେବାଳିଆ ସ୍ଥିତିକୁ ଆସିଯାଇଛି । ବଜେଟ ଏୟାରଲାଇନ୍ସ ‘ଗୋ ଫାଷ୍ଟ’ ତରଫରୁ ଭଲିଣ୍ଟାରୀ ଇନସଲଭେନ୍ସି ପ୍ରୋସିଡିଙ୍ଗ୍ ପାଇଁ ଆବେଦନ କରାଯାଇଛି । ଏହା ପୂର୍ବରୁ…