ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ । ଭୟରେ ଓହ୍ଲାଇପଡିଲେ ଯାତ୍ରୀ

କନକ ବ୍ୟୁରୋ : ବାହାନାଗା ଟ୍ରେନ ଟ୍ରାଜେଡିର ଲୋମହର୍ଷଣକାରୀ ଦୃଶ୍ୟ ମନରୁ ନ ଲିଭୁଣୁ ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ ବାହାରିଛି । ବ୍ରହ୍ମପୁର ଷ୍ଟେସନରେ ଟ୍ରେନ ଅଟକିଥିବାବେଳେ ଏସି ବଗିରୁ ହଠାତ୍ କିଛି ଗନ୍ଧ ବାହାରୁଥିବା ଦେଖିବାକୁ ମିଳିଥିଲା । ଫଳରେ ଯାତ୍ରୀମାନେ ଭୟଭୀତ…

ଅନ୍ୟର ଜୀବନ ବଂଚାଇବାକୁ ଛାତିକୁ ପଥର କରି ଦେଇଥିଲେ ଏନଡିଆରଏଫ ଯବାନ । କନକ ନ୍ୟୁଜ କ୍ୟାମେରାରେ ବୟାନ କଲେ ସେ ସମୟର…

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ସ୍ଥଳରୁ ଯେଉଁ ସବୁ ଚିତ୍ର ସାମ୍ନାକୁ ଆସିଛି,ତାହା ଦେଖିଲା ବେଳକୁ ଦେହ ଶୀତେଇ ଯାଉଛି । ଯେଉଁ ଘଟଣାର ଚିତ୍ର ଆମେ ଟିଭି କିମ୍ବା ମୋବାଇଲରେ ଦେଖିବା ବି ସମ୍ଭବ ହେଉନାହିଁ, ସେହିଭଳି ସ୍ଥାନରେ ଅନ୍ୟର ଜୀବନ ବଂଚାଇବା ପାଇଁ ଛାତିକୁ ପଥର କରି ଠିଆ…

ଗଦା ଗଦା ଶବ ଭିତରେ ଜୀବିତ ଥିଲା ବିଶ୍ୱଜିତ, ମୃତ ଭାବି ଶବଗଦା ଭିତରେ ପକାଇ ଦେଇଥିଲେ ଉଦ୍ଧାରକାରୀ ଟିମ୍

କନକ ବ୍ୟୁରୋ : ଶବ ଉପରେ ଶବ ଥିଲା । ଆଉ ଶବର ମେଳରେ ଜୀବନ ଛଟପଟ ହେଉଥିଲା । କେହି ଜାଣି ବି ନଥିଲେ ଯେ, ଶବର ଗଦା ଭିତରେ ଗୋଟିଏ ଜୀବନ ବଂଚିଥିଲା । ଅଚାନକ୍୍ ଶବର ଏହି ଦଗା ଭିତରେ ଜଣଙ୍କର ହାତ ହଲିଥିଲା । ଯେଉଁ ଅବସ୍ଥାରେ ଶବ ଗୁଡ଼ିକ ରଖାଯାଇଥିଲା, କାହାରିକୁ ସନ୍ଦେହ ବି ହୋଇନଥିଲା ।…

ଶବ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ । ସମ୍ପର୍କୀୟଙ୍କଠାରୁ ସଂଗ୍ରହ ହେଉଛି ନମୁନା

କନକ ବ୍ୟୁରୋ : ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ୨ଶହରୁ ଅଧିକ ମୃତ ଦେହ ହସ୍ତାନ୍ତର କରାଯାଇଥିଲେ ବି ୮୦ରୁ ଅଧିକ ଶବର ପରିଚୟ ମିଳୁନି । ଯେହେତୁ ଶବ ଚିହ୍ନି ହେଉନି, ମୃତକ କିଏ? ତାଙ୍କ ଘର କେଉଁଠି ? ତାହା ଜଣାପଡୁନି? ଏଭଳି ସ୍ଥିତିରେ ଗୋଟିଏ ଗୋଟିଏ ଶବର ଏକାଧିକ ଦାବିଦାର ପହଁଚୁଥିବାରୁ, ଚିହ୍ନଟ…

ରେଳ ଦୁର୍ଘଟଣାକୁ ନେଇ ବୟାନବାଜି । ବିଜୟ ମହାପାତ୍ର କହିଲେ, ‘ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇନି ସଠିକ ତଥ୍ୟ’

କନକ ବ୍ୟୁରୋ : ବାହାନାଗା ଟ୍ରେନ ଟ୍ରାଜେଡିକୁ ନେଇ ଗୋଟିଏ ପରେ ଗୋଟିଏ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ମୃତକଙ୍କ ଚିହ୍ନଟ ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ଅନେକ ନିଖୋଜଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ ଓ ପରିବାର ଲୋକେ । ଏଭଳି ସମୟରେ ରାଜନୈତିକ ବୟାନବାଜି ବି ଜାରି ରହିଛି । ବରିଷ୍ଠ ନେତା…

ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ମାମଲା ରୁଜୁ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଖୋଲିବ କି ଷଡଯନ୍ତ୍ରର ଗୁମର !

କନକ ବ୍ୟୁରୋ : ତଦନ୍ତଭାର ହାତକୁ ନେବା ପରେ ବାହାନଗା ଟ୍ରେନ୍ ଦୁର୍ଘଟଣା ସ୍ଥଳରେ ପହଂଚିଛନ୍ତି ସିବିଆଇର ୧୦ ଜଣିଆ ଟିମ୍ । ଏତେବଡ଼ ଦୁର୍ଘଟଣା ପଛରେ ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ ହେରଫେର ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଏହାପରେ ସିବିଆଇ ପକ୍ଷରୁ ମାମଲା…