Daily Archives

January 9, 2024

କିଏ ହେବ କଟକର ସାଂସଦ ପ୍ରାର୍ଥୀ? ବିଜେପିରେ ବଢୁଛି ଦ୍ୱନ୍ଦ୍ୱ । ରେସରେ ଏହି ୩ ନେତା…

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି, କଟକ ବିଜେପିରେ ଦ୍ୱନ୍ଦ୍ୱ ସେତିକି ବଢୁଛି । ଦଳରେ ଏକାଧିକ ଆଶାୟୀ ଥିବା ବେଳେ କଟକରୁ କାହାକୁ ସାଂସଦ ପ୍ରାର୍ଥୀ କରିବ ଦଳ, ତାକୁ ନେଇ ଚର୍ଚ୍ଚା ଚାଲିଛି । ଆଉ ଏତିକି ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି କଟକ ସାଂସଦ…

ଥମୁନି ହାଇଟେକ୍ ଟ୍ରାଜେଡି ତାତି । ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ର ସଙ୍ଗଠନ

କନକ ବ୍ୟୁରୋ: ହାଇଟେକ୍ ହସପିଟାଲ ଟ୍ରାଜେଡିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ବାସଭବନ ଆଗରେ ଛାତ୍ର ସଙ୍ଗଠନ ଅଲ ଓଡିଶା ଷ୍ଟୁଡେଂଟ ଭଏସର ବିରୋଧ ପ୍ରଦର୍ଶନ । ସଙ୍ଗଠନର ସଦସ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ହସପିଟାଲର ଲାଇସେନ୍ସ ରଦ୍ଦ ଓ ହାଇଟେକ…

ଦେଶର ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ । ନଡା ପୋଡି ଯୋଗୁଁ ବାୟୁ ପାଲଟୁଛି ବିଷ । ଆଗକୁ ସୃଷ୍ଟି ହୋଇପାରେ ଦିଲ୍ଲୀ ଭଳି…

କନକ ବ୍ୟୁରୋ: ପଞ୍ଜାବ ଓ ହରିୟାଣା ଶୈଳୀରେ ଓଡ଼ିଶାରେ ପୋଡ଼ାଯାଉଛି ନଡ଼ା । ରାଜ୍ୟର ଅଧିକ ପ୍ରଦୂଷିତ ସହର ତାଲିକାରେ ଥିବା ଅନୁଗୁଳ ଓ ବାଲେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ଏପରି ବ୍ୟାପକ ଭାବେ ନଡ଼ା ପୋଡ଼ାଯାଉଥିବାର ଖବର ସାମ୍ନାକୁ ଆସିଛି । ଫଳରେ ଧୂଆଁ ସେଠାକାର ବାୟୁମଣ୍ଡଳକୁ…

ରାଜଧାନୀ ଖଣ୍ଡଗିରିରେ ବଡ଼ ଧରଣର ଲୁଟ୍ । ଘରେ କଳାକନା ବୁଲାଇଲେ ଲୁଟେରା । ୧୦ ଲକ୍ଷ ଟଙ୍କାର ସୁନାଗହଣାଧରି ଲୁଟେରା…

କନକ ବ୍ୟୁରୋ: ଧିରେ ଧିରେ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ଆଗରୁ ଚାବି ପକାଇ ବାହାରକୁ ଯିବାକୁ ଡର ଲାଗୁଥିଲା, ଏବେ ଘରେ ଥିଲେ ବି ଚୋରିର ଭୟ । ଖଣ୍ଡଗିରି ତାଳବଣିଆ ଅଞ୍ଚଳରେ ହୋଇଛି ଏମିତି ଏକ ଚୋରି । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରେ କଳାକନା ବୁଲାଇ…

ରାଜ୍ୟ ବିମାନସେବା ମାନଚିତ୍ରରେ ମାଲକାନଗିରି ସାମିଲ । ମୁଖ୍ୟମନ୍ତ୍ରୀଙ୍କ ହାତରେ ବିମାନବନ୍ଦର ଲୋକାର୍ପଣ

କନକ ବ୍ୟୁରୋ: ସ୍ୱପ୍ନ ସତ ହୋଇଛି, ଉପାନ୍ତ ମାଲକାନଗିରି ସହ ଯୋଡି ହୋଇଛି ବିମାନ ସେବା । ସ୍ୱାଭିମାନ ଅଞ୍ଚଳର ଲୋକ ବି ଏଣିକି ନିଜ ମାଟିରେ ପାଇବେ ବିମାନ ଯାତ୍ରାର ସୁବିଧା । ଆଜି ମାଲକାନଗିରି ବିମାନ ବନ୍ଦରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଜାର ହଜାର ଲୋକଙ୍କୁ…

ଛାତ୍ରଛାତ୍ରୀଙ୍କ ପରେ ଅଧ୍ୟାପକ ଦେବେ ଘୋଷଣାନାମା । ନିଶା ଖାଇ ଯିବେନି କଲେଜ । ଉଚ୍ଚଶିକ୍ଷା ବିଭାଗର ନିଷ୍ପତିକୁ…

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନ ପରିସର ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଛାତ୍ରଛାତ୍ରୀଙ୍କ ଭଳି ଅଧ୍ୟାପକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଘୋଷଣାନାମା । ଆଜି ବିଧାନସଭାରେ ବସିଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ସୁପାରିଶ ହୋଇଥିବା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ କହିଛନ୍ତି ।…