Daily Archives

January 8, 2024

ଜଗା ଦର୍ଶନ ହେବ ସହଜ: ଭକ୍ତ-ଭଗବାନଙ୍କ ସେତୁ ହେବ ‘ଶ୍ରୀସେତୁ’

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ପାଇଁ ଚଳଚଂଚଳ ଥିବା ଶ୍ରୀକ୍ଷେତ୍ରର ଦୂର ହେବ ଟ୍ରାଫିକ୍ ସମସ୍ୟା । ଭକ୍ତ-ଭଗବାନଙ୍କ ସେତୁ ହେବ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ତିଆରି ହୋଇଥିବା ‘ଶ୍ରୀ ସେତୁ’ । ତୂରୀ ଆକୃତିର ସେତୁ ଦେଇ ସିଧାସଳଖ ବଡଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂରେ…

ତେଜୁଛି ଲାକ୍ଷାଦ୍ୱୀପ ବନାମ ମାଳଦ୍ୱୀପ ବିବାଦ । ସମନ ପରେ ନୂଆଦିଲ୍ଲୀରେ ମାଳଦ୍ୱୀପ ରାଷ୍ଟ୍ରଦୂତ ହାଜର, ମୋଦୀ ବିରୋଧୀ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ମାଳଦ୍ୱୀପ ସରକାରଙ୍କ ଯେଉଁ ୩ଜଣ ମନ୍ତ୍ରୀ ଆପତିଜନକ ଟିପ୍ପଣୀ ଦେଇଥିଲେ ସେମାନେ ହୁଏତ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ ରାତାରାତି କିଭଳି ସମସ୍ୟାରେ ପଡିବ ଦେଶ । ସବୁଠି ଏବେ ମାଳଦ୍ୱୀପ ବିରୋଧରେ ସ୍ୱର ଉତୋଳନ ଆରମ୍ଭ ହୋଇଛି । ସୋସିଆଲ…

କଥା ରଖିଲେ ରାଜ୍ୟ ସରକାର, ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି: ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ…

କନକ ବ୍ୟୁରୋ: ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି । ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ । ଡ୍ରାଇଭରଙ୍କ ଅକାଳ ବିରୋଗ ହେଲେ ଅନୁକମ୍ପା ରାଶି ଦିଆଯିବାର ବ୍ୟବସ୍ଥା ହୋଇଛି । ପ୍ରଥମ…

ମଣ୍ଡିରେ ଚାଷୀଙ୍କ ଧାନ ପଡିଛି: ଦଲାଲଙ୍କ ଧାନ ବିକ୍ରି ହେଉଛି

କନକ ବ୍ୟୁରୋ: ମଣ୍ଡିରେ ଚାଲିଛି ମନମାନି । ଧାନ ବିକିବା ପାଇଁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ମାଲାମାଲ ହେଉଛନ୍ତି ଦଲାଲ । ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଆସିଛି ଏଭଳି ଅଭିଯୋଗ । ମଣ୍ଡରେ ଦିନଦିନ ଧରି ଚାଷୀଙ୍କ ଧାନ ବସ୍ତା ପଡି ରହିଛି । କିନ୍ତୁ ବିନା କାଗଜପତ୍ରରେ…

ମନ ପରିବର୍ତ୍ତନ କରୁଛନ୍ତି କି ଅରିନ୍ଦମ? ହଠାତ୍ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ରହସ୍ୟ କ’ଣ?

କନକ ବ୍ୟୁରୋ: ଅଭିନେତାରୁ ନେତା ବନିଥିବା ଅରିନ୍ଦମଙ୍କ ଗତି କୁଆଡେ । ଧବଳେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛିି । ୨ଦିନ ତଳେ କଟକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ସହ ଯୋଗ ଦେଇଥିବା ଏହି ଷ୍ଟାର ନେତା ବିଜେଡିରେ…

ବିଜେପିର ମିଶନ୍ ୨୦୨୪: ଅସ୍ତ୍ର ହେବ ‘ନମୋ ଆପ୍’ ?

କନକ ବ୍ୟୁରୋ: ଜନତା ଯୋଡ଼ିବା ପାଇଁ ତଥା ଯୁବ ପୀଢ଼ିଙ୍କୁ ସାଥିରେ ନେବା ପାଇଁ ନମୋ ଆପ୍କୁ ଅସ୍ତ୍ର କରିଛି ବିଜେପି । ଓଡ଼ିଶାର ୧୪୭ ବିଧାନସଭା କ୍ଷେତ୍ରର ଯୁବ ପୀଢ଼ିଙ୍କୁ ବିକଶିତ ଭାରତ ଆମ୍ବାସେଡର ଅଭିଯାନରେ ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି ଦଳ । ଏଥିପାଇଁ ‘ନମୋ ଆପ୍’ର ରାଷ୍ଟ୍ରୀୟ ଆବାହକଙ୍କ…