Daily Archives

July 31, 2023

ଜ୍ଞାନବାପୀକୁ ମସଜିଦ କହିବା ଠିକ୍ ନୁହେଁ, ମସଜିଦ୍ ଭିତରେ ତ୍ରିଶୁଳ କ’ଣ କରୁଛି : ମୁଖ୍ୟମନ୍ତ୍ରୀ ଯୋଗୀ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବାପୀ ମସଜିଦକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଜ୍ଞାନବାପୀକୁ ମସଜିଦ୍ କହିବା ଠିକ୍ ନୁହେଁ, ଏହା ସହ ଜ୍ଞାନବାପୀ ମସଜିଦ ମଧ୍ୟରେ ତ୍ରିଶୁଳ କଣ କରୁଛି ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଯୋଗୀ କହିଛନ୍ତି କି…

ଅନୁଭବ-ବର୍ଷା ବିବାହ ବିଛେଦ ମାମଲା : ପରିବାର ଅଦାଲତରେ ହେଲେ ହାଜର; ବର୍ଷାଙ୍କୁ ଚୂଡାନ୍ତ ଜେରା

କନକ ବ୍ୟୁରୋ : ଅନୁଭବ-ବର୍ଷା ବିବାହ ବିଛେଦ ମାମଲାରେ ଆଜି ବର୍ଷାଙ୍କର ଶେଷ ଥର ପାଇଁ ଜେରା ହେବ । ନିକଟରେ ଅନୁଭବଙ୍କ ଆବେଦନର ଶୁଣାଣି କରିଥିଲେ ହାଇକୋର୍ଟ । ଏହାପରେ କଟକର ଫ୍ୟାମିଲି କୋର୍ଟକୁ ୪ ସପ୍ତାହ ମଧ୍ୟରେ ଉଭୟ ପକ୍ଷଙ୍କ ଯୁକ୍ତି ଶେଷ କରି ଅକ୍ଟୋବର ଶେଷ ସୁଦ୍ଧା ମାମଲାର ଫଇସଲା…

ସ୍ଥାୟୀ ନିଯୁକ୍ତି ଦାବି : ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ; ଅଭିଯୋଗ, ବାରମ୍ବାର ପ୍ରତିଶ୍ରୁତି ଦେଇ ପୂରଣ…

କନକ ବ୍ୟୁରୋ : ରାଜଧାନୀରେ ଗର୍ଜିଛନ୍ତି ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପେନସନ ଲାଗୁ ସହ ଗର୍ଭବତୀ ସମୟରେ ଛୁଟି ଦେବା ଭଳି ୧୦ଟି ଦାବି କରିଛନ୍ତି…

୮ ବର୍ଷରେ ୧୮ ଥର ଟ୍ରାନ୍ସଫର: କାଉଡିଆଙ୍କ ଉପରେ ଲାଠି ଚାର୍ଜ କରି ଚର୍ଚ୍ଚାକୁ ଆସିଥିବା IPSଙ୍କର ପୁଣି ବଦଳି

କନକ ବ୍ୟୁରୋ: ସବୁବେଳେ ଦବଦବା କରୁଥିବା ଆଇପିଏସ ପ୍ରଭାକର ଚୌଧୁରୀଙ୍କୁ ନେଇ ପୁଣି ଚର୍ଚ୍ଚା । ରବିବାର ବରେଲିରେ ପ୍ରବେଶ ନିଷେଧ କରାଯାଇଥିବା ରାସ୍ତା ପଟେ କାଉଡିଆ ଯାଉଥିବାରୁ ତାଗିଦ୍ କରିଥିଲେ ପ୍ରଭାକର । ହେଲେ ନମାନିବାରୁ ଏହାକୁ ନେଇ ସେହି ଅଞ୍ଚଳରେ ପରିବେଶ ଅଶାନ୍ତ ହୋଇଉଠିଥିଲା । ଫଳରେ…

ମୋବାଇଲରେ କଥା ହେଲା ହେଲା କାଳ : ବିଦ୍ୟୁତ୍ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

କନକ ବ୍ୟୁରୋ : ମୋବାଇଲରେ କଥା ହେଲା ହେଲା କାଳ । ବିଦ୍ୟୁତ୍ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ । ମୃତକ ମାଲକାନଗିରି କାଲିମେଳାର କାମା ମାଢ଼ି ବୋଲି ଜଣାପଡିଛି । ସେ କାଲିମେଳା କଲେଜରେ ଯୁକ୍ତ ତିନିରେ ପ୍ରଥମ ବର୍ଷରେ ପାଠ ପଢ଼ୁଥିଲେ । ସେ ତାଙ୍କ ନାନୀଙ୍କ ଘରେ ରହି ପାଠ ପଢୁଥିଲେ ।…

ରାଜନଗର ପାଇଁ ବିପଦ ପାଲଟିଛି ହଂସୁଆ ନଦୀ : କୂଳ ଖାଇ ନଦୀ ଗର୍ଭକୁ ଧସିଲା ୮୦ ଫୁଟ୍ ଲମ୍ବର ମାଟି ଅତଡା; ମରାମତି ନକଲେ…

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ କୂଳ ଲଂଘିଲା ହଂସୁଆ ନଦୀ । ରାଜନଗର ବଜାର ନିକଟରେ ୮୦ ଫୁଟ ଲମ୍ବା ମାଟି ଅତଡା ନଦୀକୁ ଧସି ପଡିଛି । ଫଳରେ ନଈ ଉପକୂଳରେ ହୋଇଥିବା ପଥର ପ୍ୟାକିଂ ସହ ନଈ ପଠା ଧସିଯାଇଛି । ହଂସୁଆ ନଦୀର ଏହି ଉଗ୍ରରୂପ ରାଜନଗର ବଜାର ପ୍ରତି ବିପଦ ସୃଷ୍ଟି କରିଛି…