Daily Archives

July 31, 2023

ଏପଟେ ଝିଅ ଜନ୍ମ ସେପଟେ ଚିଲିକାରେ ବାପାର ମୃତ୍ୟୁ । ସୁଖ ବଦଳରେ ପରିବାରରେ ଘୋଟିଗଲା ଦୁଃଖର କଳାବାଦଲ

କନକ ବ୍ୟୁରୋ : ଏ କେମିତିକା ମୃତ୍ୟୁ । ଦୁଃଖ କଣ ଏମିତି ଆସେ । ଏକାଥରେ ବାପା-ପୁଅଙ୍କ ଜୀବନ ନେଇଯାଏ । ମାଛ ମାରିବାକୁ ଯାଇଥିବା ବେଳେ ସ୍ୱାମୀ ଓ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ଘରକୁ ଆସିଛି ଶିଶୁକନ୍ୟା । ଏପଟେ ଝିଅ ଜନ୍ମ ସେପଟେ ବାପା ଓ ଜେଜେଙ୍କ ମୃତ୍ୟୁ । ଝିଅକୁ ଦେଖିବା ଆଗରୁ…

ଦ୍ୱୈତନଗରିରେ ପ୍ରବଳ ବର୍ଷା । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଘରେ ପଶିଗଲା ବର୍ଷା ପାଣି, କଟକରେ ମଧ୍ୟ ଘଡଘଡି ସହ…

କନକ ବ୍ୟୁରୋ : ବର୍ଷାରେ ବେହାଲ ଦ୍ୱୈ÷ତନଗରି । କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଲୋକଙ୍କ ଘରେ ପାଣି ପଶିଯାଇଛି । ସ୍କୁଲ-କଲେଜ ଛୁଟି ସମୟରେ ବର୍ଷା ହେବାରୁ ଛାତ୍ରଛାତ୍ରୀ ଘରକୁ ଫେରିବା ସମୟରେ ବହୁ ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ବର୍ଷାରେ ଓଦା ହୋଇ ଘରକୁ…

ଆସନ୍ତାକାଲି ଲୋକସଭାରେ ଆସିବ ଦିଲ୍ଲୀ ଅଧ୍ୟାଦେଶ ବିଲ୍ । ବିଲକୁ ବିରୋଧ କରିବାକୁ ବିରୋଧୀ ଦଳ ନେତାଙ୍କୁ କେଜ୍ରିୱାଲଙ୍କ…

କନକ ବ୍ୟୁରୋ: ସଂସଦ ମୌସୁମୀ ଅଧିବେଶନର ଆଜି ଅଷ୍ଟମ ଦିନ । ଆଉ ସଂସଦରେ ବିରୋଧୀଙ୍କ ହୋ ହଲ୍ଲା ଜାରି ରହିଛି । ଆଜି ପ୍ରଥମେ ଦ୍ୱିପହର ୨ଟା ପର୍ଯ୍ୟନ୍ତ ଲୋକସଭାକୁ ସ୍ଥଗିତ କରିବା ପରେ, ପୁଣିଥରେ ଗୃହର କାର୍ଯ୍ୟ ଆରମ୍ଭ ହେଇଥିଲା । ହେଲେ ଏଥର ମଧ୍ୟ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି ।…

ଜମି ବଦଳରେ ଚାକିରି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ, ଲାଲୁ ଯାଦବଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ

କନକ ବ୍ୟୁରୋ : ଜମି ବଦଳରେ ଚାକିରି ମାମଲାରେ ସୋମବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କ୍ରମରେ ମାମଲାରେ ଅଭିଯୁକ୍ତ ଲାଲୁ ଯାଦବ ଓ ତାଙ୍କ ପରିବାରର ମୋଟ ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଏହି ମାମଲାରେ ପୁରା ଲାଲୁ ଯାଦବଙ୍କ ସଂପୃକ୍ତି…

୪୨ ଇଞ୍ଚର ବରକୁ ୪୭ ଇଞ୍ଚ କନିଆ । ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଯୋଡି ।

କନକ ବ୍ୟୁରୋ: ୪୨ ଇଞ୍ଚର ବରକୁ ୪୭ ଇଞ୍ଚ କନିଆ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି କିନ୍ତୁ ସତ । ଜଣେ ୪୨ ଇଞ୍ଚର ପୁଅକୁ ବିବାହ କରିଛନ୍ତି ଜଣେ ୪୭ ଇଞ୍ଚର ଝିଅ । ବିହାରର ସାରଣ ଜିଲ୍ଲାରୁ ଆସିଛି ଏପରି ଖବର । ଯେଉଁଠି ସ୍ଥାନୀୟ ଏକ ମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହେଇଛି । ଉଚ୍ଚତା…

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଶେଷ ଦିନରେ ବର୍ଷାଙ୍କୁ ୪ ଘଣ୍ଟା ଜେରା

କନକ ବ୍ୟୁରୋ: ଅନୁଭବ-ବର୍ଷା ବିବାହ ବିଛେଦ ମାମଲାରେ ଆଜି ବର୍ଷାଙ୍କୁ ଶେଷଥର ପାଇଁ ୪ଘଣ୍ଟା ଜେରା କରାଯାଇଛି । ଦୁଇଟି ପର୍ଯ୍ୟାୟରେ ବର୍ଷାଙ୍କୁ ୪ ଘଣ୍ଟା ଜେରା କରାଯାଇଛି । ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କୁ ଜେରା କରିବା ଏବଂ ୪ ସପ୍ତାହ ମଧ୍ୟରେ ଉଭୟ ପକ୍ଷ ଯୁକ୍ତି ଶେଷ କରି ଅକ୍ଟୋବର ଶେଷ…