Daily Archives

July 31, 2023

ନଭେମ୍ବର ମାସରେ ବିଧାନସଭା ନିର୍ବାଚନ! ଚର୍ଚ୍ଚା ବଢ଼ାଇଲା ମନମୋହନଙ୍କ ଭବିଷ୍ୟବାଣୀ

କନକ ବ୍ୟୁରୋ: କଣ ରାଜ୍ୟରେ ହେବ ଆଗୁଆ ନିର୍ବାଚନ? ଏହାକୁ ନେଇ ଅନେକ ପ୍ରକାର କଳ୍ପନା-ଜଳ୍ପନା ଜାରି ରହିଛି । ହେଲେ ଏହାରି ଭିତରେ ରାଜ୍ୟ ବିଜେପି ସଭାପତିଙ୍କ ବୟାନ ଏକ ନୂଆ କଥା ସାମ୍ନାକୁ ଆଣିଛି । ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ଆଗୁଆ ନିର୍ବାଚନ ହେବ । ଆଉ ଏ ନିର୍ବାଚନ ଚଳିତବର୍ଷ…

ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ: ୪୩୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ସୁଦେବ କୁମାର ପୃଷ୍ଟି ଓସିଏସ୍ ଟପ୍ପର

କନକ ବ୍ୟୁରୋ: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ୍-୨୦୨୧-୨୨ର ପରୀକ୍ଷା ଫଳ । ମୋଟ ୪୩୨ଜଣ ପରୀକ୍ଷାର୍ଥୀ ଏଥର କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପ୍ରଥମ ସ୍ଥାନରେ ରହିଛନ୍ତି ସୁଦେବ କୁମାର ପୃଷ୍ଟି । ସେହିପରି ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ…

କିଛି ଘଣ୍ଟାର ବର୍ଷାରେ ଭାସିଲା ଭୁବନେଶ୍ୱର: ରାସ୍ତା ଉପରେ ଲହଡି ଭାଙ୍ଗିଲା ପାଣି

କନକ ବ୍ୟୁରୋ: ବର୍ଷାରେ ବେହାଲ ଭୁବନେଶ୍ୱର । କିଛି ଘଂଟାର ଲଗାଣ ବର୍ଷାରେ ଉବୁଟୁବୁ ରାଜଧାନୀ । ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଏବେ ଜଳବନ୍ଦୀ ହୋଇ ଯାଇଛି । ରାସ୍ତାଘାଟ ଛାଡନ୍ତୁ ଲୋକଙ୍କ ଘରେ ବି ପସିଛି ବର୍ଷା ପାଣି । ଆଜି ଅପରାହ୍ଣରେ ପ୍ରାୟ ୩ ଘଂଟା ଧରି ପ୍ରବଳ ବର୍ଷା ହୋଇଛି । ତେବେ ସକାଳ…

ଖରାପ ରାସ୍ତାକୁ ନେଇ ନିଆରା ପ୍ରତିବାଦ । ହାତରେ ଚପଲ ଧରି ଚାଲିଲେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ପୋଲସରା ବ୍ଲକ…

କନକ ବ୍ୟୁରୋ : ପୋଲସରା ବ୍ଲକ ଢୁଙ୍କାପଡାରେ କାଦୁଅ ରାସ୍ତାରେ ଅତିରିକ୍ତ ବିଡିଓଙ୍କୁ ଚଲାଇଲେ ଗ୍ରାମବାସୀ । ବହୁ ସମୟ ଧରି ଅଭିଯୋଗ କରିବା ପରେ ତଦାରଖ ପାଇଁ ପୋଲସରା ଏବିଡିଓ ଗ୍ରାମକୁ ଆସିଥିଲେ । ତଦନ୍ତ ପାଇଁ କାଦୁଅ ରାସ୍ତା ରେ ଏବିଡିଓ ହାତରେ ଚପଲ ଧରି ଚାଲି ଚାଲି ଯିିବା ସମୟରେ ଲୋକମାନେ…

ମୋବାଇଲ ନେଇଗଲା ଜୀବନ । ଚାର୍ଜରେ ବସିଥିବା ବେଳେ କଲ ରିସିଭ୍ କରିବା ହେଲା ଛାତ୍ରଙ୍କ ପାଇଁ କାଳ

କନକ ବ୍ୟୁରୋ : ମୋବାଇଲରେ କଥା ହେବା ହେଲା କାଳ । ବିଦ୍ୟୁତ୍ ଅଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ । କଲେଜ ପଢ଼ି ବଡ଼ ମଣିଷ ହେବାକୁ ସଂଘର୍ଷ କରୁଥିବା ଜଣେ ଆଦିବାସୀ ଯୁବକଙ୍କ ଜୀବନ ଚାଲିଯାଇଛି   । ମୋବାଇଲରେ କଥା ହେବା ସମୟରେ ବିଦ୍ୟୁତ୍ ଆଘାତ ଲାଗିବାରୁ ଗିରକାନପାଲୀ ଅଂଚଳର କାମା…

୭ ବର୍ଷ ପରେ ମାଆ ପାଖକୁ ଆସିଥିଲା ପୁଅ । ହତାର ହାତକଡି ପକାଇ ଅପରାଧି ପୁଅକୁ ଆଣିଥିଲା ଖଲ୍ଲିକୋଟ ପୁଲିସ

କନକ ବ୍ୟୁରୋ : ଜଣେ ମା’ ଚାହେଁ ନିଜ ପିଲା ଭଲ ମଣିଷଟି ହେଉ । କିନ୍ତୁ ପୁଅଟି ପରିସ୍ଥିତିରେ ପଡି ହେଉ କିମ୍ବା କୁସଙ୍ଗରେ ପଡି ଅବାଟକୁ ଚାଲି ଯାଏ । ସେତେବେଳେ ମା’ର ଛାତି ଫାଟି ଯାଏ । ଆଖିରୁ ଧାର ଧାର ଲୁହ ବହିଯାଏ । ଜନ୍ମକଲା ପିଲା ପାଇଁ ମାଆ ସବୁ ବେଳେ ଦୁଃଖ କରେ । ସେମିତି କିଛି ଦୁଃଖରେ…