Daily Archives

July 28, 2023

ବନକଲାଗି ନୀତି ବିବାଦ । ନୀତି ସବକମିଟି ବୈଠକରୁ ବାହାରି ପାରିଲାନି ନିଷ୍କର୍ସ । ସେପଟେ ନରମିଲେ ଦତ୍ତ ମହାପାତ୍ର…

କନକ ବ୍ୟୁରୋ: କୋଟି କୋଟି ଓଡିଆଙ୍କ ମଉଡମଣି, ମହାପ୍ରଭୁଙ୍କ ବନକଲାଗି ନୀତି ୨୮ଦିନ ହେଲା ହୋଇପାରିନି । ହେଲେ, ଏଥିପାଇଁ ଯେମିତି କାହାର ଡର ନାହିଁ କି ଭୟ ନାହିଁ । ମନଇଛା ସମୟ ଗଡାଇ ଚାଲିଛନ୍ତି ଦାୟିତ୍ୱରେ ଥିବା ସେବାୟତ । ଏପରିକି ଆଜି ବସିଥିବା ସବକମିଟି ବୈଠକରେ ମଧ୍ୟ ନିଷ୍କର୍ସ ବାହାରି…

ଓଡ଼ିଶାରେ ଆଗୁଆ ହେବ କି ନିର୍ବାଚନ? ଚର୍ଚ୍ଚା ବଢ଼ାଇଲା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମାରାଥନ ବୈଠକ । ସିଇଓଙ୍କ…

କନକ ବ୍ୟୁରୋ: ରାଜ୍ୟରେ ପୁଣି ଥରେ ଆଗୁଆ ନିର୍ବାଚନ ହେବାକୁ ନେଇ ଜୋର ଧରିଛି ଚର୍ଚ୍ଚା । ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ନିର୍ବାଚନ ପାଇଁ ତାଲିମ ଦିଆଯିବା ଓ ସିଇଓଙ୍କ ମାରାଥନ ବୈଠକ ପରେ ଏହି ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି କହିଛନ୍ତି,…

ଦୟାନିଧି ଦହିମାଙ୍କ ନାଁରେ ଅଭିନେତ୍ରୀଙ୍କ ଅଭିଯୋଗ । ଠକେଇ, ନିର୍ଯ୍ୟାତନା, ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ…

କନକ ବ୍ୟୁରୋ: ଓଲିଉଡ଼ର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଆଣିଛନ୍ତି ସାଂଘାତିକ୍ ଅଭିଯୋଗ । ଶାରିରୀକ ଓ ମାନସିକ ନିର୍ଯାତନା, ଠକେଇ ଏବଂ ଅନ୍ତରଙ୍ଗ ମୁହୁର୍ତର ଫଟୋ ଭାଇରାଲ କରିବାକୁ ଧମକ୍ ଦେବା ଭଳି ଅଭିଯୋଗ କରିଛନ୍ତି ଆଗଧାଡ଼ିର ଏହି ନାୟିକା । କେବଳ ସେତିକି ନୁହେଁ, ସୁଟିଂ ସେଟରେ ଗଣ୍ଡଗୋଳ…

ଓସାକ୍ସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୭୫ ୟୁନିଟ୍ ରକ୍ତ ସଂଗ୍ରହ

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ର ଭେଟେଶ୍ୱର୍ ଗ୍ରାମ ପଞ୍ଚାୟତ ଠାରେ ପି ଏଲ୍ ଏଚ ଆଇ ଭି, ଥାଲାସିମିଆ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି, (ଓସାକ୍ସ) ଆନୁକୂଲ୍ୟରେ ଏହାର…

ମଣିପୁର ଗସ୍ତରେ ଯିବେ ୧୬ ଟି ବିରୋଧୀଦଳର ୨୦ ଜଣ ସାଂସଦ, ଘାଟି ଅଞ୍ଚଳ ସହ ପାହାଡ ଅଞ୍ଚଳ ବୋଲି ବୁଝିବେ ଲୋକଙ୍କ ଅସୁବିଧା

କନକ ବ୍ୟୁରୋ : ଚଳିତ ବର୍ଷ ମେ’ମାସ ୩ ତାରିଖରୁ ମଣିପୁରରେ ଜାତିଗତ ହିଂସା ଲାଗି ରହିଛି । କୁକୀ ଓ ମୈତେୟୀ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ପାଖାପାଖି ୩ ମାସ ହେବ ଚାଲିଥିବା ବେଳେ ହିଂସାକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି । ଏହାରି ମଧ୍ୟରେ ମଣିପୁରରେ ଜଣେ ମହିଳାଙ୍କୁ ଉଲଗ୍ନ କରି…

କାହିଁକି ନବ ଦାସଙ୍କୁ ମାରିଲା ଗୋପାଳ ? ସାମ୍ନାକୁ ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ନବ ଦାସଙ୍କ ନାଁ ନେଇ ମନୋଜ…

କନକ ବ୍ୟୁରୋ: ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟାକଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କିନ୍ତୁ ଏହାରି ଭିତରେ ସାମନାକୁ ଆସିଛି ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ । ଆଉ ରିପୋର୍ଟରେ ଅନୁସାରେ ମନୋଜ ବରିହା ନାମକ ଜଣେ ବ୍ୟକ୍ତି ଗୋପାଳଙ୍କୁ ଧମକାଇଥିଲେ । ଆଉ ସେଥିପାଇଁ ଗୋପାଳ…