Daily Archives

July 27, 2023

ମୋଦୀଙ୍କ ଉପରେ ରାହୁଲଙ୍କ ବଡ ଆରୋପ । କହିଲେ, ଏହି କାରଣ ପାଇଁ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁନାହାଁନ୍ତି…

କନକ ବ୍ୟୁରୋ: ମଣିପୁର ପ୍ରସଙ୍ଗରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଗୁରୁବାର ରାହୁଲ ଗାନ୍ଧୀଙ୍କ କିଛି ଭିଡିଓ ଜାରି କରାଯାଇଥିବାବେଳେ, ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ଟାର୍ଗେଟ…

ମଣିପୁର ହିଂସାକୁ ନେଇ ଥମୁନି ରାଜନୀତି, ଦୁଇଦିନିଆ ମଣିପୁର ଗସ୍ତ କରିବେ ବିରୋଧୀ ମେଣ୍ଟର ସାଂସଦ

କନକ ବ୍ୟୁରୋ : ମଣିପୁରରେ ୨ମାସରୁ ଅଧିକ ସମୟ ଧରି ଜାରି ରହିଛି ଜାତିବାଦ ହିଂସା । ଏହାରି ମଧ୍ୟରେ ଏକ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବାର ଭିଡିଓ ଭାଇରାଲ ହେବା ପରେ ହିଂସା ଉପରେ ଭାରି ପଡୁଛି ରାଜନୀତି । ସଂସଦରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ତରଫରୁ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରି…

ବୁଣାକାରଙ୍କ ହାତ ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି : ପ୍ରାୟ ୨ଲକ୍ଷ ଟଙ୍କାର ୩୫ ଖଣ୍ଡ ଶାଢି କିଣିଲେ ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ : ବୁଣାକାରଙ୍କ ହାତ ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଅନେକ ଶାଢ଼ୀ କିଣିଛନ୍ତି । ବୁଣାକାର ଚତୁର୍ଭୁଜ ମେହେରଙ୍କ ଦ୍ୱାରା ତିଆରି ହୋଇଥିବା ଶାଢ଼ି କିଣିଛନ୍ତି ରାଷ୍ଟ୍ରପତି । କୋଟପାଡ, ବୋମକାଇ,…

ବସରେ ପ୍ରଥମ ମହିଳା ଯାତ୍ରୀ ବାରଣ : ଅସନ୍ତୋଷ ପ୍ରକାଶ କଲେ ରାଜ୍ୟ ମହିଳା ଆୟୋଗ

କନକ ବ୍ୟୁରୋ : ବସରେ ପ୍ରଥମ ଯାତ୍ରୀଭାବେ ମହିଳାଙ୍କୁ ବାରଣ କରାଯାଏ । ଯାହାକୁ ଦୈନନ୍ଦିନ ଜୀବନରେ ଅନେକ ମହିଳା ଯାତ୍ରୀଙ୍କୁ ସହିବାକୁ ପଡ଼ିଥାଏ । ଏହାକୁ ସହଜରେ ଗ୍ରହଣ କରି ନାହାନ୍ତି ଓଡ଼ିଶା ରାଜ୍ୟ ମହିଳା ଆୟୋଗ । ଉଭୟ ସରକାରୀ ଓ ଘରୋଇ ବସରେ ମହିଳମାନେ କିପରି ପ୍ରଥମ ଯାତ୍ରୀ ଭାବେ…

ଲୋକସଭାରେ ଏପର୍ଯ୍ୟନ୍ତ ୨୭ ଥର ବିରୋଧୀ ଆଣିଛନ୍ତି ଅବିଶ୍ୱାସ ପ୍ରସ୍ତାବ, ଜାଣନ୍ତୁ କେତେ ଥର ସରକାର ଭାଙ୍ଗିବାରେ ସଫଳ…

କନକ ବ୍ୟୁରୋ : ଲୋକତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ସରକାର ବିରୋଧରେ ବିରୋଧୀଦଳମାନଙ୍କ ପାଖରେ ପ୍ରତିବାଦ କରିବାର ଅଧିକାର ରହିଛି । ସଡକରୁ ନେଇ ସଂସଦ ପର୍ଯ୍ୟନ୍ତ ବିରୋଧୀଦଳମାନେ ସରକାରଙ୍କର ନୀତିକୁ ବିରୋଧ କରିବାର ଅଧିକାର ସମ୍ବିଧାନ ଦେଇଛି । ସଂସଦରେ ସରକାରଙ୍କୁ ଘେରିବା ପାଇଁ…

ଅନଲାଇନରେ ହଜାର ହଜାର ଲୋକ ଭରିଲେ ବିଜୁଳି ବିଲ୍, ହେଲେ ଏହି ଟଙ୍କା ବିଜୁଳି ବିଭାଗ ଖାତାକୁ ନଯାଇ କାହା ଖାତାକୁ…

କନକ ବ୍ୟୁରୋ : ଉତ୍ତର ପ୍ରଦେଶ କାନପୁରରୁ ଆପଣଙ୍କୁ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ମୁତାବକ ହଜାର ହଜାର ଲୋକ ୧.୫ କୋଟି ଟଙ୍କାର ବିଜୁଳି ବିଲ୍ ଭରିଥିଲେ ବି ଏହା ବିିଜୁଳି ବିଭାଗର ବ୍ୟାଙ୍କ ଖାତାକୁ ନଯାଇ ଅନ୍ୟ କାହା ଖାତାକୁ ଟ୍ରାନ୍ସଫର କରିଦେଇଛନ୍ତି ବ୍ୟାଙ୍କ…