Daily Archives

July 27, 2023

ଶେଷ ହେଲା ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡିଶା ଗସ୍ତ, ବାୟୁସେନା ବିମାନରେ ଦିଲ୍ଲୀ ଫେରିଗଲେ ମହାମହିମ

କନକ ବ୍ୟୁରୋ: ତିନିଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହରି ସିଧା ବିମାନବନ୍ଦର ଯାଇଥିଲେ ମହାମହିମ । କଟକ, ଭୁବନେଶ୍ୱରରେ ସେ ଗତ ୩ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରରେ ସାମିଲ ହୋଇଥିଲେ । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେ…

ପାକିସ୍ତାନ ଯିବା ପାଇଁ ୭ଟି ମିଛ କହିଥିଲେ ଅଞ୍ଜୁ । ସ୍ୱାମୀ ଏବଂ କମ୍ପାନୀକୁ ଏହିସବୁ ମିଛ କହିଛନ୍ତି ଅଞ୍ଜୁ ।…

କନକ ବ୍ୟୁରୋ : ସୀମା ସଚିନଙ୍କ ପ୍ରେମ କାହାଣୀ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଭାରତୀୟ ମହିଳା ଅଞ୍ଜୁ ପାକିସ୍ତାନରେ ପହଚିଂବା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟମାନ ସାମନାକୁ ଆସୁଛି । ପାକିସ୍ତାନୀ ପ୍ରେମିକ ନାସରୁଲ୍ଲାଙ୍କ ପାଇଁ ଭାରତ ଛାଡ଼ିଥିବା କୁହାଯାଉଛି । ଏବେ ଅଞ୍ଜୁ…

ମିଶନ ୨୦୨୪ର ପ୍ରସ୍ତୁତିରେ ମୋଦୀ, ଏନଡିଏର ପ୍ରତ୍ୟେକ ସାଂସଦଙ୍କୁ ଦେବେ ବିଜୟର ମନ୍ତ୍ର। ଏମିତି ରହିଛି ପୂରା ପ୍ଲାନ୍

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ନେଇ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି । ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଜରିଆରେ ଆଗକୁ ବଢୁଛନ୍ତି । ସେପଟେ ଏନଡିଏ ନିଜର ସାଥୀଙ୍କୁ ଯୋଡିବା ପାଇଁ କାମ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏନଡିଏର ୩୩୦ ସାଂସଦଙ୍କ…

‘ଇଡି’ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧିକଲେ ସୁପ୍ରିମକୋର୍ଟ । କହିଲେ, ଅନ୍ୟ…

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କରିଥିବା ଆବେଦନ ଉପରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରି…

ବନକଲାଗି ବିବାଦର ସମାଧାନ ପାଇଁ ଆସନ୍ତାକାଲି ବସିବ ନୀତି ସବ-କମିଟି ବୈଠକ: କେଉଁ ଦିନ ହେବ ବନକଲାଗି ହୋଇପାରେ ନିଷ୍ପତି

କନକ ବ୍ୟୁରୋ: ଆଜି ହେବ ନାହିଁ ମହାପ୍ରଭୁଙ୍କ ବନକଲାଗି ନୀତି । ଆସନ୍ତା ବୁଧବାର ଏହି ନୀତି କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦତ ମହାପାତ୍ର ସେବାୟତ ସଂଜୟ ଦତ ମହାପାତ୍ର । ସେପଟେ ବନକଲାଗି ବିବାଦର ସମାଧାନ ପାଇଁ ଆସନ୍ତାକାଲି ନୀତି…

ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ସିକ୍କିମ ସରକାରଙ୍କ ବଡ ଘୋଷଣା, ୧ବର୍ଷ ମିଳିବ ମାତୃତ୍ୱ ଛୁଟି

କନକ ବ୍ୟୁରୋ : ସିକ୍କିମ ସରକାର ମାତୃତ୍ୱ ଛୁଟିକୁ ନେଇ ବଡ ଘୋଷଣା କରିଛନ୍ତି । ଏବେ ରାଜ୍ୟରେ ମାତୃତ୍ୱ ଲାଭ କରିବାକୁ ଥିବା ମହିଳା ସରକାରୀ କର୍ମଚାରୀଙ୍କୁ ୧୨ ମାସ ପର୍ଯ୍ୟନ୍ତ ସରକାରୀ ଛୁଟି ମିଳିବ । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି । ଏହାସହ ମାତୃତ୍ୱ…