Daily Archives

July 27, 2023

କେନ୍ଦ୍ରାପଡାର ଦବଙ୍ଗ ପୋଲିସ ଅଧିକାରୀ । ଅଭିଯୋଗ ସତ୍ୱେ ହେଉନି କାର୍ଯ୍ୟାନୁଷ୍ଠାନ !

କନକ ବ୍ୟୁରୋ : କେନ୍ଦ୍ରାପଡା ମାର୍ଶାଘାଇ ଥାନାରେ ଲୋକଙ୍କ ସହ ଏମିତି ବର୍ବର ବ୍ୟବହାର କରନ୍ତି ଆଇଆଇସି ଜ୍ୟୋତିରଂଜନ ସାମନ୍ତରାୟ । ସାଂଘାତିକ କଥା ହେଉଛି ଆଇଆଇସିଙ୍କ ନାଁରେ ମାଳମାଳ ଅଭିଯୋଗ ଆସୁଛି, ହେଲେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ପଦୋନ୍ନତି ପାଇ ଡିଏସପି ହୋଇଛନ୍ତି, କିନ୍ତୁ…

ଅଧୁରା ରହିବନି ଛତ୍ରପତିଙ୍କ ସ୍ୱପ୍ନ, ସହାୟତାର ସମ୍ପର୍କ ଯୋଡୁଛି ‘ଅତୁଟ ବନ୍ଧନ’

କନକ ବ୍ୟୁରୋ: ଅର୍ଥ ଅଭାବରୁ ଡାକ୍ତରୀପାଠ ପଢ଼ିପାରୁନଥିବା ବରଗଡ଼ ମାନପୁର ଗାଁର ଛତ୍ରପତି ପ୍ରଧାନଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛି, ସ୍ୱେଚ୍ଛାସେବୀ ସଂସ୍ଥା ‘ଅତୁଟ ବନ୍ଧନ’ । ସରକାରୀ ମେଡିକାଲରେ ପାଠ ପଢୁଥିବା ଅଭାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଥିବା ଏହି ସଂସ୍ଥା,…

କାହିଁକି ହୋଇପାରୁନି ମହାପ୍ରଭୁଙ୍କ ବନକଲାଗି? ଅଧିକ ପାଉଣା ଦାବିରୁ ହୋଇଛି କି ବିବାଦ…

କନକ ବ୍ୟୁରୋ: ଦତ୍ତମହାପାତ୍ରଙ୍କ ଜିଦ୍ ଯୋଗୁଁ ବୁଧବାର ମହାପ୍ରଭୁଙ୍କ ବନକଲାଗି ହୋଇନଥିଲା । ଗୁରୁବାର ଶ୍ରୀମନ୍ଦିର ପ୍ରଶାସନର ଜିଦ୍ ଯୋଗୁଁ ହୋଇପାରିନି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର । ଆଉ ୨୭ ଦିନ ହେଲା ମହାପ୍ରଭୁଙ୍କ ବନକଲାଗି ନୀତି ନହେବା, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦତ୍ତ…

ପ୍ରଶ୍ନପତ୍ର ଲିକ୍: ବିହାରରୁ ମାଷ୍ଟରମାଇଣ୍ଡ ଗିରଫ । ପ୍ରିଣ୍ଟିଂପ୍ରେସରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର । ହେଲପର…

କନକ ବ୍ୟୁରୋ : ଓଡିଶା ଷ୍ଟାଫ ସିଲେକ୍ସନ କମିଶନ, ଓଏସଏସସି ଦ୍ୱାରା ପରିଚାଳିତ ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ପରୀକ୍ଷାକୁ ରଦ୍ଦ କରିଛନ୍ତି କମିଶନ । ଏହାରି ଭିତରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବିହାରରୁ…

ବୁଣାକାରଙ୍କ ହାତ ତିଆରି ଶାଢୀ କିଣିନେଲେ ମହାମହିମ। ମଧ୍ୟାହ୍ନ ଭୋଜନରେ ପରସା ଗଲା ନିରାମିଷ ଖାଦ୍ୟ

କନକ ବ୍ୟୁରୋ: ଓଡିଶାର ବୁଣାକାରଙ୍କ ଦ୍ୱାରା ହାତରେ ତିଆରି ଶାଢୀ । ଶାଢୀରେ ରହିଛି କୋଟପାଡ, ବୋମକାଈ, ସମ୍ବଲପୁରୀ, ଇକତ, ପଶାପାଲି ଓ ପଟ୍ଟଚିତ୍ର ଭଳି ଶାଢୀ । ରାଷ୍ଟ୍ରପତି ଏହିସବୁ ଶାଢୀ ପିନ୍ଧିବାକୁ ଭଲ ପାଇଥାନ୍ତି । ବିଭିନ୍ନ କାର୍ଯ୍ୟର୍କ୍ରମରେ ବି ମହାମହିମ ଏହି ଶାଢୀ ପିନ୍ଧିଥିବାର…

ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା, ଅକ୍ଟୋବରରେ ହେବ ଫର୍ମପୂରଣ

କନକ ବ୍ୟୁରୋ : ଆଗୁଆ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ପରୀକ୍ଷା ଢାଂଚାରେ ମଧ୍ୟ ପରିବର୍ତନ କରାଯାଇଛି । କୋଭିଡ ଯୋଗୁଁ ଦୁଇଟି ସମ୍ମେଟିଭ୍ ପରୀକ୍ଷା ହେଉଥିଲା । ଏଣିକି ପିଲାମାନେ ଗୋଟିଏ ବାର୍ଷିକ ପରୀକ୍ଷା ଦେବେ । ନଜର ପକାନ୍ତୁ, ମାଟ୍ରିକ ପରୀକ୍ଷା ନେଇ…