Daily Archives

July 26, 2023

ବର୍ବରତାର ସୀମା ଟପୁଛନ୍ତି ମାର୍ଶାଘାଇ ଥାନା ଆଇଆଇସି । ଅଭିଯୋଗକାରୀଙ୍କ ସଂପର୍କୀୟଙ୍କୁ ମାଡ଼ ମାରି ଅଚଳ କରି ଦେଇଥିବା…

କନକ ବ୍ୟୁରୋ : ମାର୍ଶାଘାଇ ଆଇଆଇସି ଜ୍ୟୋତିରଂଜନ ସାମନ୍ତରାୟ । କେନ୍ଦ୍ରାପଡା ମାର୍ଶାଘାଇ ଥାନାର ଇନଚାର୍ଜ ଆଇଆଇସି । ପଦୋନ୍ନତି ପାଇ ଡିଏସପି ହୋଇଥିଲେ ବି ଥାନା ଛାଡିବାକୁ ନାରାଜ । ଏହି ପୋଲିସ ଅଧିକାରୀଙ୍କ ପରିଚୟ କିନ୍ତୁ ସାଧାରଣ ଲୋକଙ୍କ ପାଇଁ ବଦଳିଯାଇଛି । ଲୋକେ ତାଙ୍କୁ ପୋଲିସ ନୁହେଁ…

୨୦୨୪ ନିର୍ବାଚନରେ କାହାକୁ ଟିକେଟ୍ ଦେବ ବିଜେଡି ! ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା, ବୟସ୍କ ନେତାଙ୍କ କଟିପାରେ ଟିକେଟ୍

କନକ ବ୍ୟୁରୋ : ସୂର୍ଯ୍ୟ ନାରାୟଣ ପାତ୍ର, ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ୍ ମଲ୍ଲିକ, ଉଷା ଦେବୀ, ଜିତୁ ମିତ୍ର, ନିତ୍ୟାନନ୍ଦ ସାହୁ, ସାବିତ୍ରୀ ଅଗ୍ରଓାଲଙ୍କ ଭଳି କିଛି ଚର୍ଚ୍ଚିତ ରାଜନେତା ସକ୍ରିୟ ରାଜନୀତିରୁ ଦୂରେଇ ଯାଇପାରନ୍ତି । ଅସୁସ୍ଥତା ଓ ବୟସାଧିକ…

ବଢ଼ିଲା ବନକଲାଗି ବିବାଦ, ହେଲାନି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର

କନକ ବ୍ୟୁରୋ: ମହାପ୍ରଭୁଙ୍କ ବନକଲାଗି ବିବାଦ ସମାଧାନ ହେବା ବଦଳରେ ଆହୁରି ବଢ଼ିବାରେ ଲାଗିଛି । ଶ୍ରୀମନ୍ଦିର ପ୍ରଶାସନର ଚେତବାନୀ ସତ୍ୱେ, ଆଜି ବି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନି । ଜିଦରେ ଅଟଳ ରହିଛନ୍ତି ଦତ୍ତ ମହାପାତ୍ର ସେବାୟତ । ପ୍ରଶାସନ ଆଜି ମହାପ୍ରଭୁଙ୍କ ବନକଲାଗି କରିବାକୁ…

କୋର୍ଟରେ ହାଜର ହେଲା ଗୋପାଳ ଦାସ, ବିଚାରପତିଙ୍କ ଆଗରେ ଦୋଷ ମାନିଲା

କନକ ବ୍ୟୁରୋ: ବହୁଚର୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା ଜିଲ୍ଲା ଜଜ୍ କୋର୍ଟରେ ହାଜର କଲା ପୋଲିସ । ଚାର୍ଜଫ୍ରେମ ପାଇଁ ଚୌଦ୍ୱାର ଜେଲରୁ ଗୋପାଳଙ୍କୁ ଆଣି ଝାରସୁଗୁଡା କୋର୍ଟରେ ହାଜର କରାଯାଇଛି । ଏହି ସମୟରେ କୋର୍ଟ ରୁମରେ…

ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଗାଁକୁ ଯାଇ ସେବା କରିବାକୁ ପରାମର୍ଶ

କନକ ବ୍ୟୁରୋ: ତିନି ଦିନିଆ ଓଡିଶା ଗସ୍ତରେ ଆସି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭୁବନେଶ୍ୱରରେ ଅତୁଟ ବନ୍ଧନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସରକାରୀ ମେଡିକାଲ କଲେଜରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ସଂସ୍ଥା ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ…

କଟକରେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି, ପ୍ରଥମ ନାଗରିକଙ୍କୁ ନିକଟରେ ପାଇ ପିଲା ଖୁସ୍

କନକ ବ୍ୟୁରୋ: ରାଷ୍ଟ୍ରପତି ହେବାର ଏକବର୍ଷ ପୂର୍ତି ଅବସରରେ ୩ ଦିନିଆ ଓଡିଆ ଗସ୍ତରେ ଅଛନ୍ତି ମହାମହିମ । ଆଉ ରାଷ୍ଟ୍ରପତିଙ୍କ ସକାଳ ଆରମ୍ଭ ହୋଇଥିଲା କଟକ ଚଣ୍ଡୀମନ୍ଦିରରେ ପୂଜାର୍ଚ୍ଚନାରୁ । ସଡ଼କ ପଥରେ ଭୁବନେଶ୍ୱରରୁ କଟକ ଯାଇ ଚଣ୍ଡିମନ୍ଦିରରେ ପ୍ରାୟ ୧୫ ମିନିଟ ରହିଥିଲେ ମହାମହିମ ।…