Daily Archives

July 19, 2023

ବନ୍ଦେ ମାତରମ୍ କହିବାକୁ ମନା କରିଦେଲେ ବିଧାୟକ । କହିଲେ, ମୋ ଧର୍ମ ଦେଉନି ଅନୁମତି । ମହାରାଷ୍ଟ୍ର ବିଧାନସଭାରେ ଜୋରଦାର…

କନକ ବ୍ୟୁରୋ: ବିଧାନସଭାରେ ‘ବନ୍ଦେ ମାତରମ୍’ କହିବାକୁ ମନା କରିଦେଲେ ବିଧାୟକ । ତାଙ୍କ ଧର୍ମ ତାଙ୍କୁ ବନ୍ଦେ ମାତରମ୍ କହିବାକୁ ମନା କରୁଛି ବୋଲି ସିଧା ସିଧା ବିଧାନସଭାରେ ଉତ୍ତର ରଖିଛନ୍ତି ମହାରାଷ୍ଟ୍ରର ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମୀ । ଅସଲ କଥା ହେଉଛି, ମହାରାଷ୍ଟ୍ର ବିଧାନସଭାରେ…

ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, ମଣିପୁର ହିଂସା ଉପରେ ଚର୍ଚ୍ଚା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ

କନକ ବ୍ୟୁରୋ : ଗୁରୁବାର ଠାରୁ ସଂସଦରେ ମୌସୁମୀ ଅଧିବେଶନ ବସିବାକୁ ଯାଉଛି । ଏହା ପୂର୍ବରୁ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ତରଫରୁ ଡକାଯାଇଥିଲା ସର୍ବଦଳୀୟ ବୈଠକ । ଏହି ବୈଠକରେ ଅଧିବେଶନ ସହ ଜଡିତ ଅନେକ ପ୍ରସଙ୍ଗ ଉପରେ ବିଚାର ବିମର୍ଶ ହୋଇଛି । ସୂତ୍ର ସୂଚନା ମୁତାବକ ବିରୋଧୀଦଳମାନେ…

ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ: ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ କ’ଣ ରହିଛି ଚ୍ୟାଲେଂଜ?

କନକ ବ୍ୟୁରୋ: ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ । ବର୍ତମାନ ତୃତୀୟ ଅରବିଟ୍ରେ ଗତି କରୁଛି ଚନ୍ଦ୍ରଯାନ । ଗତକାଲି ଅପରାହ୍ଣରେ ଦ୍ୱିତୀୟ କକ୍ଷପଥ ବଦଳାଇବା ପରେ ତୃତୀୟ କକ୍ଷପଥରେ ଗତି କରୁଛି । ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରଯାନ ସଫଳତାର ସହ କକ୍ଷପଥ ପରିବର୍ତନ…

କଂଗ୍ରେସ ପଛକୁ ହଟିଲା, ପ୍ରଧାନମନ୍ତ୍ରୀ ପଦ ପାଇଁ ଟିଏମସି ମମତାଙ୍କ ନାଁ ଆଗକୁ ବଢାଇଲା । 

କନକ ବ୍ୟୁରୋ : ବିରୋଧୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ ବୋଲି ଦଳର ସଭାପତି ମଲ୍ଲିକାର୍ଜୁନେ ଖଡଗେ କହିବା ପରେ ଏହି ରେସରେ ଏଣ୍ଟ୍ରି ମାରିଛି ଟିଏମସି । ଦଳର ସାଂସଦ ଶତାବ୍ଦୀ ରାୟ କହିଛନ୍ତି, ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଦୌଡରେ ନାହିଁ…

ଜୟପୁର ସାହାରା କାର୍ଯ୍ୟାଳୟରେ ନିବେଶକଙ୍କ ଭିଡ଼: କିଏ ଜମା ଟଙ୍କାର ହିସାବ ପାଇଁ ତ ଆଉ କିଏ ବଣ୍ଡ୍ ପେପରର ହିସାବ ପାଇଁ…

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା ପରେ ସାହାରା ଅଫସି ଘେରିଲେ ଜମାକାରୀ । ସାହାରା ଇଣ୍ଡିଆରେ ଟଙ୍କା ଲଗାଇଥିବା ଜମାକାରୀଙ୍କ ଅର୍ଥ ଫେରସ୍ତ କରିବା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା କରିଛନ୍ତି । ଏଥିପାଇଁ ହିତାଧିକାରୀଙ୍କୁ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ…

ଆସିଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା: ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ

କନକ ବ୍ୟୁରୋ: ଆସିଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ । କଳାରେ ୪୯ ହଜାର ୭୦ ଜଣ ଛାତ୍ରଛାତ୍ରୀ, ବାଣିଜ୍ୟରେ ୩ ହଜାର ୧୮୨ ଜଣ ଛାତ୍ରଛାତ୍ରୀ, ବିଜ୍ଞାନରେ ୧୬ ହଜାର ୯୨୭ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କାଲିଠାରୁ ୨୨ ଯାଏଁ ଚାଲିବ…