Daily Archives

July 19, 2023

ଅମିତ ଶାହାଙ୍କ ଘୋଷଣା ପରେ ଜୟପୁର ସାହାରା କାର୍ଯ୍ୟାଳୟରେ ଜମାକାରୀଙ୍କ ଭିଡ଼ । ଅଫିସରେ ତାଲା ପଡ଼ିଥିବା ଯୋଗୁଁ ତେଜିଲା…

କନକ ବ୍ୟୁରୋ: ସାହାରା ଅଫିସ ଘେରିଲେ ଜମାକାରୀ । ସାହାରା ଇଣ୍ଡିଆରେ ଟଙ୍କା ଲଗାଇଥିବା ଜମାକାରୀଙ୍କ ଅର୍ଥ ଫେରସ୍ତ କରିବା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା କରିଛନ୍ତି । ଏଥିପାଇଁ ହିତାଧିକାରୀଙ୍କୁ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ କୁହାଯାଇଛି । ଏଭଳି ସ୍ଥିତିରେ ଜୟପୁର…

୮ଟି ନୂଆ ଗ୍ରୀଡ ସବସେଷ୍ଟସନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୨.୨ ଲକ୍ଷ ଲୋକଙ୍କୁ ମିଳିବ ଗୁଣାତ୍ମକ ଓ ନିରନ୍ତର ବିଜୁଳି

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮ଟି ଏକ୍ସଟ୍ରା ହାଇଭୋଲଟେଜ ଗ୍ରୀଡ ସବଷ୍ଟେସନ ଲୋକାର୍ପିତ କରିଛନ୍ତି । ଏହିସବୁ ସ୍ଥାନ ଗୁଡିକ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ, କୋରାପୁଟର ବୋରିଗୁମା, ଝାରସୁଗୁଡାର ଲଖନପୁର,…

ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ । ବିରୋଧୀ କହିଲେ ସବୁ ଦଳଙ୍କ କଥା ଶୁଣନ୍ତୁ, ଆଲୋଚନା ପାଇଁ ପ୍ରସ୍ତୁତ…

କନକ ବ୍ୟୁରୋ : ଗୁରୁବାର ଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ଓ ଶାସକ ଏନଡିଏ । ବୁଧବାର ବସିଛି ସର୍ବଦଳୀୟ ବୈଠକ । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡକାଇଥିଲେ କେନ୍ଦ୍ର ସରକାର । ନୂଆ ସଂସଦ ଭବନରେ ବସିଛି ବୈଠକ ।…

ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କୁ ହତ୍ୟା କରିଥିଲା ପୁରୁଷ ବନ୍ଧୁ । ପୁଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ । ଗିରଫ…

କନକ ବ୍ୟୁରୋ: ସୁନ୍ଦରଗଡ଼ ଲେଫ୍ରିପଡ଼ା ପୋଷ୍ଟମାଷ୍ଟର ନିଖୋଜ ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ ସତ । ଅନ୍ୟ ଯୁବକଙ୍କ ସହ ପ୍ରେମ ସମ୍ପର୍କର ସନ୍ଦେହ କରି ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କୁ ହତ୍ୟା କରିଛି ପୁୁରୁଷ ବନ୍ଧୁ ନୟନ ସେଠ । ସ୍ନିଗ୍ଧାଙ୍କ ମୃତଦେହ ଉଦ୍ଧାର ହେବା ପରେ ସନ୍ଦେହର…

ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର । ଉପାନ୍ତରୁ ରାଜଧାନୀ, ସବୁଠି ଦୟନୀୟ ସ୍ଥିତି । ଗୋଟିଏ କୋଠରୀରେ ପାଠ…

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଶିକ୍ଷାର ଶୋଚନୀୟ ଚିତ୍ର । ଖୋଦ ରାଜଧାନୀରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଖାରବେଳନଗର ସ୍ଥିତ ୟୁନିଟ୍ –୩ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ କୋଠରୀରେ ପଢୁଛନ୍ତି ୫ଟି ଶ୍ରେଣୀର ଛାତ୍ରଛାତ୍ରୀ । ଆଉ ପାଠ ପଢାଉଛନ୍ତି ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ।…

ଜେଲ ଫେରନ୍ତାଙ୍କୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଦାୟିତ୍ୱ ପରେ ତେଜିଲା ବିବାଦ । ପ୍ରଶ୍ନ ଉଠାଇଲେ ପାରାଦୀପ…

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବିଜେଡି ପଦାଧିକାରୀ ତାଲିକା ପ୍ରକାଶ ପାଇବା ପରେ ମୁଣ୍ଡ ଟେକିଛି ନୂଆ ବିବାଦ । ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡାଙ୍କୁ ବିଜେଡି ଜିଲ୍ଲା ଉପ ସଭାପତି ଦାୟିତ୍ୱ ଦିଆଯାଇଥିବା ତାଲିକାରୁ ଜଣାପଡିବା ପରେ ମୁହାଁମୁହିଁ ହୋଇଛନ୍ତି ବିଧାୟକ…