Daily Archives

July 17, 2023

କଂଗ୍ରେସରେ କୁଚକ୍ରୀ ଗୋଷ୍ଠୀ କିଏ? ନିଲମ୍ବନ ପରେ ପ୍ରେସମିଟ୍ କରି ଚିରଞ୍ଜୀବ ବିଶ୍ୱାଳ ଉଠାଇଲେ ପ୍ରଶ୍ନ

କନକ ବ୍ୟୁରୋ: କଂଗ୍ରେସରୁ ନିଲମ୍ବିତ ହେବାର ୨ ଦିନ ପରେ ମନର କ୍ଷୋଭ ପ୍ରକାଶ କରିଛନ୍ତି ଚିରଂଜୀବି ବିଶ୍ୱାଳ । ସାମ୍ବାଦିକ ସମ୍ମିଳନୀ ଜରିଆରେ, ନାଁ ନନେଇ ଅନେକ ନେତାଙ୍କୁ ଟାର୍ଗେଟ କରିଛନ୍ତି । କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ଏଭଳି ଅବସ୍ଥା ହୋଇଥିବା କହିଛନ୍ତି ଚିରଂଜୀବ । ସସପେଣ୍ଡ…

ବିଦ୍ୟୁତ ଶକ୍ତି କ୍ଷେତ୍ରରେ ସୃଷ୍ଟି ହେବ ପ୍ରତିଭାବାନ ମାନବ ସମ୍ବଳ: ଟାଟା ପାୱାର-ସରାଙ୍ଗର ଇନ୍ଦିରା ଗାନ୍ଧୀ…

କନକ ବ୍ୟୁରୋ: ଟାଟା ପାୱାର ସର୍ବଦା ଯୁବପିଢ଼ିଙ୍କୁ ସହାୟତା ଦେଇଥାଏ ଏବଂ ନିଯୁକ୍ତି ହାସଲ କରିବା ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛି । ସେହି ପ୍ରତିବଦ୍ଧତା ଅନୁସାରେ, ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ପରିପ୍ରେକ୍ଷୀରେ ବିଦ୍ୟୁତ ଶକ୍ତି…

ବୁଗୁଡାରେ ଶିକ୍ଷକ ମରୁଡି, ୨୭ଟି ସ୍କୁଲରେ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ। ଜଣେ ଶିକ୍ଷକରେ ଚାଲିଛି ମହାମୟୀ ଉଚ୍ଚ…

କନକ ବ୍ୟୁରୋ: ଜଣେ ମାତ୍ର ଶିକ୍ଷକରେ ଚାଲିଛି ସ୍ମାର୍ଟ ସ୍କୁଲ । ପିଲାମାନେ କେବଳ ଗଣିତ ହିଁ ପଢୁଛନ୍ତି । କାରଣ ଏଠାରେ କେବଳ ଗଣିତ ଶିକ୍ଷକ ହିଁ ଅଛନ୍ତି । ଶିକ୍ଷକ ଅଭାବରୁ ଅନ୍ୟ ସବୁ ବିଷୟରେ ବହି ଖୋଲା ହୋଇନାହିଁ । ଗଣିତ ପଢାଉଥିବା ଶିକ୍ଷକ ହିଁ ପ୍ରଧାନ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା…

ଗାଁରେ ନାହିଁ ନେଟୱାର୍କ, ସିଗନାଲ ପାଇଁ ଚାଳରେ ଟଙ୍ଗା ହେଉଛି ମୋବାଇଲ। ଫୋନରେ କଥା ହେବା ପାଇଁ ଗାଁ ମୁଣ୍ଡ ଗଛ ମୂଳ…

କନକ ବ୍ୟୁରୋ: ଗାଁରେ ମୋବାଇଲ ସିଗନାଲ୍ ନଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି ଲୋକ । ଚାଳରେ ଟଙ୍ଗା ହେଉଛି ମୋବାଇଲ୍ । ସିଗନାଲ୍ ଆସିବା ଆଶାରେ ମୋବାଇଲ ଫୋନକୁ ପଲିଥିନରେ ପୁରାଇ ଘର ଚାଳରେ ଟାଙ୍ଗୁଛନ୍ତି ଲୋକେ । କାରଣ ଏଇଠି ମୋବାଇଲ ରହିଲେ, ସିଗନାଲ୍ ରହୁଛି । ଫୋନ କଲ୍ ଆସୁଛି, କଥା ହେବା…

ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ମିଳିଲା ନାହିଁ ବେଡ୍। ଅପରେସନ୍ ପରେ…

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଆଙ୍କୁ ସମ୍ମାନର ସାଂଘାତିକ ସତ । ମାଲକାନଗିରି ଜିଲ୍ଲା ମାଥିଲି ସବ୍ ଡିଭିଜନ ମେଡିକାଲରୁ ଆସିଛି ଏପରି ବିକଳ ଚିତ୍ର । କିଏ ଅସ୍ୱାସ୍ଥ୍ୟକର ପରିବେଶରେ ଶୋଇଛି ତ ଆଉ କିଏ…

ବର୍ଷାରେ ବେହାଲ ସରକାରୀ କାର୍ଯ୍ୟାଳୟ। ବଲାଙ୍ଗୀର ସବ୍-ରେଜିଷ୍ଟର ଅଫିସରେ ପାଣିରେ ବସି କାମ କରୁଛନ୍ତି କର୍ମଚାରୀ

କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ସରକାରୀ ଅଫିସ । ଅଫିସ ଭିତରେ ଜମି ରହିଛି ବର୍ଷା ପାଣି । ବଲାଙ୍ଗୀର ସହରର ମଝିରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ଥିବା ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପଶିଯାଇଛି ବର୍ଷାପାଣି । ମ୍ୟୁନିସିପାଲଟି ଅଫିସଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି…