Daily Archives

July 15, 2023

ଆଗକୁ ଆସୁଛି ବଡ଼ ବର୍ଷା ! ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିସନର । ୧୫ ଜୁଲାଇରୁ ୧୯ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା…

କନକ ବ୍ୟୁରୋ : ଓଡ଼ିଶାକୁ ଫେରିଛି ମୌସୁମୀ । କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ଲଗାଣ ବର୍ଷା । ଗୋଟିଏ ପଟେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଏବଂ ଅନ୍ୟପଟେ ମୌସୁମୀ ନିମ୍ନ ଚାପ ରେଖା ସାଧାରଣ ଅବସ୍ଥାକୁ ଫେରିଛି । ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା…

ପିଲାଙ୍କ ଟଙ୍କା ହଡପ କରିଦେଲେ ଗ୍ରାମ୍ୟବ୍ୟାଙ୍କ କର୍ମଚାରୀ: କ୍ୟାସିଅରଙ୍କ ବିରୋଧରେ ମାଲୁଦ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ…

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ଟଙ୍କା ବି ଛାଡିଲେ ନାହିଁ ଗ୍ରାମ୍ୟବ୍ୟାଙ୍କ କର୍ମଚାରୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗ୍ରାମ୍ୟବ୍ୟାଙ୍କ କ୍ୟାସିଅର ଅନିଲ ଶବର ଛାତ୍ରଛାତ୍ରୀଙ୍କ ଆକାଉଁଟରେ ଥିବା ୩୦ ହଜାର ଟଙ୍କା ନେଇଯାଇଥିବା ଜଣାପଡିଛି । ମାଲୁଦ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଟଙ୍କା ହଡପ…

ମୋକିମ୍ ଓ ଚିରଞ୍ଜୀବଙ୍କ ହାତ ଛାଡି ଦେଲା କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ

କନକ ବ୍ୟୁରୋ : ଦଳ ସମ୍ପର୍କରେ ଗଣମାଧ୍ୟମରେ ବୟାନ ଦେବା, ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ମହଙ୍ଗା ପଡିଛି । ଦୁଇ ନେତା କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ବା ଏଆଇସିସି ଉଭୟ ମୋକିମ୍ ଓ…

ଏମିତି ଚାଲିଛି ଆମ ବିଦ୍ୟାଳୟ: କୋରାପୁଟରେ ଭଙ୍ଗା ଘରେ ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ ଗଢା

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ଟଙ୍କା ବି ଛାଡିଲେ ନାହିଁ ଗ୍ରାମ୍ୟବ୍ୟାଙ୍କ କର୍ମଚାରୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗ୍ରାମ୍ୟବ୍ୟାଙ୍କ କ୍ୟାସିଅର ଅନିଲ ଶବର ଛାତ୍ରଛାତ୍ରୀଙ୍କ ଆକାଉଁଟରେ ଥିବା ୩୦ ହଜାର ଟଙ୍କା ନେଇଯାଇଥିବା ଜଣାପଡିଛି । ମାଲୁଦ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଟଙ୍କା ହଡପ…

ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ତେଜିଲା ରାଜନୀତି । ଚାର୍ଜସିଟ ଦାଖଲ ପରେ ଘେରିଲେ ବିରୋଧୀ

କନକ ବ୍ୟୁରୋ : ନବଦାସଙ୍କ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିବା ପରେ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ବିରୋଧୀଦଳ କହିଛି କି ଏହା ଏକ ଯୋଜନାବଦ୍ଧ ହତ୍ୟା । ହେଲେ ବିରୋଧୀଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ନବଦାସଙ୍କ ପତ୍ନୀ । ସେ କହିଛନ୍ତି କି ମୋର…

ଦାଦନ ଖଟିବାକୁ ଯାଇ ଫେରିଲା ନାହିଁ ପୁଅ: ଶବକୁ ଗାଁକୁ ପଠାଇବା ପାଇଁ ସହଯୋଗ କରିବା ବଦଳରେ ସେଇଠି କରିଦେଲେ ସଂସ୍କାର

କନକ ବ୍ୟୁରୋ: ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଶବ ପାଲଟିଯାଉଛନ୍ତି ଦାଦନ ଶ୍ରମିକ । କେତେବେଳେ ଦଲାଲ ନିର୍ଯ୍ୟାତନାର ଶିକାର ହେଉଛନ୍ତି ତ ପୁଣି କେତେବେଳେ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ଜୀବନ ଯାଉଛି । ଦାଦନ ମୃତ୍ୟୁ ତାଲିକାରେ ଯୋଡି ହୋଇଛି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ…