Daily Archives

July 12, 2023

ଭଡାଘରେ ରହିବେ ରାହୁଲ ! କଂଗ୍ରେସ ନେତାଙ୍କ ଘରକୁ ଭଡାରେ ନେଇପାରନ୍ତି ରାହୁଲ ଗାନ୍ଧୀ । 

କନକ ବ୍ୟୁରୋ : ଖୁବଶୀଘ୍ର ନୂଆ ଘରକୁ ସିଫ୍ଟ କରିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ରାହୁଲ ଗାନ୍ଧୀ ଯେଉଁ ଘରକୁ ସିଫ୍ଟ ହେବାକୁ ଯାଉଛନ୍ତି ତାହା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଘର । ଉତ୍ତର ନିଜାମୁଦ୍ଦିନରେ ଶୀଲା…

ପୋଲିସ-ଜନତାଙ୍କ କଥା କଟାକଟି: ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୃଷ୍ଣପ୍ରସାଦ ଥାନା ଘେରାଉ କଲେ ଉତ୍ୟକ୍ତ…

କନକ ବ୍ୟୁରୋ: ପୁଲିସ ଜନତା କଥାକଟାକଟି । ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ । ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କଲେ ପୋଲିସ ଅଧିକାରୀ । ଆଜି ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଘେରାଉ କରିଥିଲେ ଉତ୍ୟକ୍ତ ଗ୍ରାମବାସୀ । ପୋଲିସ ଅଧିକାରୀ…

କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ଆଗରେ ହଟ୍ଟଗୋଳ । ମୁହାଁମୁହିଁ ହେଲେ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର…

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ଆଗରେ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ପ୍ରିନ୍ସିପାଲ ଓ ମୃତ ଛାତ୍ରଙ୍କ ଅଭିଭାବକଙ୍କ ମଧ୍ୟରେ କଥା କଟାକଟି । କାଲି କୁଆଖାଇ ନଦୀରେ ବୁଡି ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ୪ ଜଣ ଏମବିଏ ଛାତ୍ର ପ୍ରାଣ ହରାଇଥିଲେ । ଆଜି କ୍ୟାପିଟାଲ…

ପ୍ରେମ ଜାଲରେ ଫଶାଇବା ପରେ କରୁଥିଲା ହତ୍ୟା: ୧୫ ବର୍ଷରେ ୧୬ ଝିଅଙ୍କ ଜୀବନ ନେଇଥିବା ସିରିଏଲ କିଲରର କାହାଣୀ

କନକ ବ୍ୟୁରୋ: ୧୯୯୪ ମସିହାରୁ ୨୦୦୯ । ଆତଙ୍କ ରଚିଥିଲା ସିରିଏଲ କିଲର । ଗୋଆରେ ସୁନ୍ଦର ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ଆଉ ପରେ ଦୁପଟାରେ ଗଳା ଚିପି କରୁଥିଲା ହତ୍ୟା । ତେବେ ଏହି ସିରିଏଲ କିଲର ୧୯ରୁ ୨୫ ବର୍ଷର ଝିଅଙ୍କୁ କରୁଥିଲା ଟାର୍ଗେଟ । ଗୋଆରେ ଆତଙ୍କ ରଚିଥିବା ମହାନନ୍ଦ ନାଇକଙ୍କ…

ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ । ସାମିଲ ହେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

କନକ ବ୍ୟୁରୋ: ବିଜେପି ବିରୋଧୀ ବୈଠକରେ ସାମିଲ ହେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ । ଏଥିରେ ପ୍ରାୟ ୨୪ଟି ଦଳ ସାମିଲ ହେବାର ସମ୍ଭାବନା ରହିଛି । ବଡ଼ କଥା ହେଉଛି ସୋନିଆ ଗାନ୍ଧୀଙ୍କୁ…

ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟକ ।…

କନକ ବ୍ୟୁରୋ: ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ୬୦୦ କିଲୋମିଟର ଦୂରରୁ ଆଦିବାସୀ ନେତା ବୈଠକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ଥିବା ସତ୍ତେ୍ୱ ସେ ଆସିଲେ ନାହିଁ । ଅଳ୍ପ ସମୟ…