Daily Archives

July 12, 2023

ମଙ୍ଗଳବାରର ସେହି କାଳ ଅପରାହ୍ନ… କୁଆଖାଇରେ ବଢୁଛି ସଳିଳ ସମାଧି

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀର ଧବଳହାର ଘାଟ ଏବେ ପାଲଟିଛି ଡେଥ ଜୋନ । ମଙ୍ଗଳବାର ସତେ ଯେମିତି ଏଠାରେ କାଳ ଜଗି ବସିଥିଲା । ଆଉ ଏହି କାଳ ଆଁରେ ପଡିଛନ୍ତି ବାଲିଅନ୍ତା ଅଟଳାରେ ଥିବା ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଂଟର ୪ ଜଣ ଛାତ୍ର । ଭୋଜି କରିବାକୁ ଯାଇ ପ୍ରାଣ ହରାଇଛନ୍ତି…

ବେଙ୍ଗାଲୁରୁ ବୈଠକ ପାଇଁ ସଜବାଜ ହେଲେଣି ବିରୋଧୀ । ଜୁଲାଇ ୧୭, ୧୮ ଦୁଇ ଦିନିଆ ବୈଠକରେ ସାମିଲ ହେବେ କଂଗ୍ରେସର ପୂର୍ବତନ…

କନକ ବ୍ୟୁରୋ: ବେଙ୍ଗାଲୁରରେ ବସିବ ବିରୋଧୀ ବୈଠକ । ପାଟନା ବୈଠକ ପରେ ବେଙ୍ଗାଲୁରୁରେ ହେବାକୁ ଯାଉଛି ୨ୟ ବୈଠକ । ସାଧାରଣ ନିର୍ବାଚନରେ ବିଜେପି ସହ କିଭଳି ମୁକାବିଲା କରିବେ ଏନେଇ ବିରୋଧୀ ଦଳ ବୈଠକରେ ହେବ ରଣନୀତି । ତେବେ ପାଟନା ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ…

ନ୍ୟୁଡ କଲର କରୁଣ ପରିଣତି: ଫେସବୁକରେ ବନ୍ଧୁତା କରି ଫସିଲେ, ବ୍ଲାକମେଲିଙ୍ଗର ଶିକାର ପରେ ପେଟରେ କଇଁଚି ଭୁଷିଲେ

କନକ ବ୍ୟୁରୋ: ଦଣ୍ଡଧର ବାରିକ, ବୟସ ୫୦ । ନିଜ ସ୍ତ୍ରୀ ପିଲା ଛୁଆଙ୍କ ସହ ଭୁବନେଶ୍ୱର ନୟାପଲ୍ଲି ଅଂଚଳରେ ରୁହନ୍ତି । ପରିବାର ଚଳାଇବା ପାଇଁ ଏକ ପାର୍ଲର ମଧ୍ୟ ଖୋଲିଛନ୍ତି । କିଛିଦିନ ପୁର୍ବରୁ ଦଣ୍ଡଧରଙ୍କ ଫେସବୁକ ଆକାଉଂଟକୁ ଜଣେ ସୁନ୍ଦରି ଯୁବତୀଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଲା । ସେ ଏହି…

କଂଗ୍ରେସର ମୌନ ସତ୍ୟାଗ୍ରହ: ରାହୁଲଙ୍କ ସଦସ୍ୟ ପଦ ରଦ୍ଧର ପ୍ରତିବାଦ

କନକ ବ୍ୟୁରୋ: କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଧ ହେବା, ବିରୋଧ କରି ଦେଶବ୍ୟାପି ପ୍ରତିବାଦ କରିଛି କଂଗ୍ରେସ । ତେବେ ଏଥର କଂଗ୍ରେସ କୌଣସି ବନ୍ଦ ଡାକରା କିମ୍ବା ବିକ୍ଷୋଭ ନକରି, ମୌନ ସତ୍ୟାଗ୍ରହ କରିଛି । ଭୁବନେଶ୍ୱରରେ କଂଗ୍ରେସ ଭବନ ସମ୍ମୁଖରେ ଓପିସିସି ପକ୍ଷରୁ…

ପିଲାଙ୍କ ୟୁନିଫର୍ମରେ ସବୁଜ ରଙ୍ଗର ଆବଶ୍ୟକତା କ’ଣ? ‘ପୋଷାକର ରଙ୍ଗ ନୁହେଁ ଶିକ୍ଷାର ମାନ ବଦଳିବା ଦରକାର’

କନକ ବ୍ୟୁରୋ: ସ୍କୁଲ ୟୁନିଫର୍ମରେ ଲାଗିଛି ରାଜନୀତିର ରଙ୍ଗ । ସ୍କୁଲ ପିଲାଙ୍କ ପୋଷାକର ରଙ୍ଗ ବଦଳିବା ପରେ ଯେଉଁ ଆଶଙ୍କା କରାଯାଉଥିଲା, ଅବିକଲ ସେଇଆ ଦେଖିବାକୁ ମିଳିଛି । ପିଲାଙ୍କ ୟୁନିଫର୍ମରେ ଥିବା ସବୁଜ ରଙ୍ଗ ଭିତରେ, ଶାସକ ବିଜୁ ଜନତା ଦଳର ଦଳୀୟ ରଙ୍ଗ ଖୋଜିବାକୁ ଉଦ୍ୟମ କରିଛନ୍ତି…

ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ: ‘ଜନଶୁଣାଣି ନୁହେଁ ଜନସଭା’

କନକ ବ୍ୟୁରୋ: ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ତୀବ୍ର ସମାଲୋଚନା କରୁଥିବା ବେଳେ ଏହାର ଜବାବ ଦେବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଗୋଟିଏ କଥା ଉପରେ ଜୋର ଦିଆଯାଇଛି । ତାହା ହେଉଛି, ସଚିବଙ୍କ ଗସ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ହେଉଛି । ମଙ୍ଗଳବାର ଦିନ…