Daily Archives

July 8, 2023

ଭାରତୀୟ ରେଳବୋର୍ଡର ବଡ ନିଷ୍ପତ୍ତି, ଏସବୁ କ୍ଲାସର ଟିକେଟ ଉପରେ କମିବ ୨୫ ପ୍ରତିଶତ ଭଡା

କନକ ବ୍ୟୁରୋ : ଭାରତୀୟ ରେଳ ବୋର୍ଡ ପକ୍ଷରୁ ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନର ଏସି ଚେୟାର କାର ଓ ଏଗଜିକ୍ୟୁଟିଭ କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ବୋର୍ଡ ତରଫରୁ କୁହାଯାଇଛି କି ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନର ଏସି ଚେୟାର କାର ଓ ଏଗକିକ୍ୟୁଟିଭ କ୍ଲାସ…

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନୀ ହିଂସା: ବ୍ୟାପକ ଭଙ୍ଗାରୁଜା, ୯ ମୃତ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେିଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟି ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଘରଦ୍ୱାର ନଷ୍ଟ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ମୃତ…

ବିଜେପି ସରକାରରେ ସାମିଲ ହେବା ନେଇ ଶରଦ ପାୱାରଙ୍କ ବଡ ଖୁଲାସା । କହିଲେ, ୩ ଥର ହୋଇଛି ଆଲୋଚନା ହେଲେ …

କନକ ବ୍ୟୁରୋ : ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ରାଜନୈତିକ ଜୀବନରେ ସବୁଠାରୁ ବଡ ଲଢେଇ ଏବେ ଲଢୁଛନ୍ତି । ଯେଉଁ ପାର୍ଟିକୁ ସେ ୨୪ ବର୍ଷ ହେବ ଗଠନ କରିଥିଲେ ସେହିପାର୍ଟି ଉପରେ ନିଜର ଦଖଲ ବଜାୟ ରଖିବାକୁ ଏବେ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି । ଗୋଟିଏ ସମୟରେ ଶରଦ ପାୱାରଙ୍କ ସବୁଠାରୁ…

ମତଦାନ କେନ୍ଦ୍ର ଆଗରେ ପୁଲିସର ଲାଠିଚାର୍ଜ : ଭୋଟରଙ୍କୁ ପୁଲିସ ଗୋଡାଇ ଗୋଡାଇ ପିଟିବା ସହ ବିଜେପି ପ୍ରାର୍ଥୀଙ୍କୁ ମାଡ…

କନକ ବ୍ୟୁରୋ : ମତଦାନ କେନ୍ଦ୍ର ଆଗରେ ପୁଲିସର ଲାଠିଚାର୍ଜ । ଭୋଟରଙ୍କୁ ପୁଲିସ ଗୋଡାଇ ଗୋଡାଇ ପିଟିବା ସହ ବିଜେପି ପ୍ରାର୍ଥୀଙ୍କୁ ମାଡ ମାରିଥିବା ଅଭିଯୋଗ । ପଶ୍ଚିମବଙ୍ଗ ପୋଟାସପୁର ଖାଡ ପଞ୍ଚାୟତ ରତନପୁର ବୁଥରେ ଘଟିଛି ଏଭଳି ଘଟଣା । ବୁଥରୁ ବାଲଟବକ୍ସ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ।…

ଆହାର ଉପରେ ପରିବା ପାହାର : ଦର ବଢ଼ିବାରୁ କ୍ଷତି ସହୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ

କନକ ବୁରୋ : ଆହାର ଉପରେ ପରିବା ପାହାର । ପରିବା ଦର ବଢିବାରୁ କ୍ଷତି ସହୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ପରିବା ଦର ଯାହା ହେଉ ନା କାହିଁକି ଆହାର ଡାଲମାର ପରିଣାମ ଓ ଗୁଣବତାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯାହା ଯେମିତି ପରିବା ଦିଆଯିବା କଥା ସେମିତି ଦିଆଯାଉଛି ତେଣୁ ପ୍ରତିଦିନ…

ବର୍ଗରରୁ ଟମାଟୋ ଗାଏବ : ଫୁଡ୍ କମ୍ପାନୀ ମ୍ୟାକଡୋନାଲ୍ଡ ଜାରି କଲା ନୋଟିସ୍ , କହିଲା…

କନକ ବ୍ୟୁରୋ : ରୋଷେଇ ଘରୁ ହଜିଗଲାଣି ପରିବା । ଟମାଟୋଠୁ ନେଇ ସବୁ ପନିପରିବା ଦର ଏବେ ଆକାଶଛ୍ରୁଅାଁ । ସେପଟେ ଫାଷ୍ଟଫୁଡ ଥାଳିରେ ସ୍ୱାଦ ବଢାଉଥିବା ଓ ଆକୃଷ୍ଟ କରୁଥିବା ଲାଲ ଟହ ଟହ ଟମାଟୋ ମଧ୍ୟ ଦେଖିବାକୁ ମିଳୁନି । ଦର ବୃଦ୍ଧି ପରେ ମ୍ୟାକଡୋନାଲ୍ଡର ବର୍ଗରରୁ ହଜିଛି ଟମାଟୋ । ନିକଟରେ ଫୁଡ…