Daily Archives

July 8, 2023

ରାଜ୍ୟ ବିଜେପି ସଭାପତିଙ୍କ ବିସ୍ଫୋରକ ବୟାନ। କହିଲେ, ବିଜେଡିରେ ଅଛି ତୀବ୍ର ଗୋଷ୍ଠୀ କନ୍ଦଳ 

କନକ ବ୍ୟୁରୋ: ରାଜ୍ୟ ବିଜେପି ସଭାପତିଙ୍କ ବିସ୍ଫୋରକ ବୟାନ । ମନମୋହନ ସାମଲ କହିଲେ ବିଜେଡ଼ିରେ ତୀବ୍ର ଗୋଷ୍ଠୀ କନ୍ଦଳ ଅଛି ଏବଂ ଆଗକୁ ବିସ୍ଫୋରଣ ହେବ । ଏପରିକି ସେମାନେ ଜାଣିସାରିଲେଣି ଆଗକୁ ବିସ୍ଫୋରଣ ହେବ ବୋଲି କହିଛନ୍ତି ମନମୋହନ ସାମଲ । ଏହାସହ ସମସ୍ତେ ରାଜନୈତିକ ଲୋକ ବିନା ଯୋଗାଯୋଗରେ…

ମିଶନ ୨୦୨୪: ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଅଧ୍ୟକ୍ଷଙ୍କ ସହ ଜେପି ନଡ୍ଡାଙ୍କ ବୈଠକ …

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବିଜେପି ତାର ପ୍ରସ୍ତୁତ ଜୋରଦାର କରିଛି । ସଂଗଠନକୁ ମଜବୁତ କରିବା ପାଇଁ ଦଳ ସମସ୍ତ ପ୍ରକାରର ଉଦ୍ୟମ ଜାରିରଖିଛି । ଦେଶର ବିଭିନ୍ନ ରାଜ୍ୟକୁ ଦଳ ତିନୋଟି ଭାଗରେ ବିଭକ୍ତ କରି କାମ ଆରମ୍ଭ କରିଛି । ଆଜି ଦିଲ୍ଲୀରେ ଏନେଇ…

ବାହାନଗା ଟ୍ରେନ୍ ଦୁର୍ଘଟଣା: ୩ ଅଭିଯୁକ୍ତଙ୍କୁ ଜେରା କରୁଛନ୍ତି ସିବିଆଇର ସ୍ୱତନ୍ତ୍ର ଅଧିକାରୀ 

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ଅଭିଯୁକ୍ତଙ୍କୁ ଚାଲିଛି ପଚରାଉଚୁରା । ସିବିଆଇର ସ୍ୱତନ୍ତ୍ର ଅଧିକାରୀ ତିନି ଜଣଙ୍କୁ ପଚରାଉଚୁରା କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତମାନଙ୍କୁ ଚନ୍ଦକା ଥାନାରେ ରଖି ପଚରାଉଚୁରା କରାଯାଉଛି । ଦୁର୍ଘଟଣା ଦିନ କଣ ଘଟିଥିଲା?…

ବିଶ୍ୱକପକୁ ନେଇ ପାକିସ୍ତାନ କ୍ୟାପଟେନ ବାବରଙ୍କ ବଡ ବୟାନ । କହିଲେ, କେବଳ ଭାରତ ନୁହେଁ ସମସ୍ତଙ୍କୁ ହରାଇବାକୁ ଚାହୁଁଛୁ…

କନକ ବ୍ୟୁରୋ : ସମୟ ପାଖେଇ ଆସୁଛି, ମନରେ ଉତ୍କଣ୍ଠା ବଢୁଛି । କ୍ରିକେଟର ମହାକୁମ୍ଭ ବିଶ୍ୱକପ ପାଇଁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଆସନ୍ତା ଅକ୍ଟୋବର ୫ ତାରିଖରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଭାରତରେ ଖେଳାଯିବା କ୍ରିକେଟ ବିଶ୍ୱକପ । ୧୦ଟି ଟିମକୁ ନେଇ ଖେଳାଯିବାକୁ ଥିବା ଏହି ବିଶ୍ୱକପ ପାଇଁ…

ଡିିଏନ ଗ୍ରୁପ୍ ମୁଖ୍ୟଙ୍କୁ ଆୟକର ବିଭାଗର ପଚରା ଉଚରା । ୪ ଦିନ ହେଲା ଡିଏନ ଗ୍ରୁପର ବିଭିନ୍ନ ଠିକଣାରେ ଚଢ଼ାଉ ଜାରି

କନକ ବ୍ୟୁରୋ: ଡିଏନ ଗ୍ରୁପ ମୁଖ୍ୟଙ୍କୁ ପଚରାଉଚରା କରୁଛି ଆୟକର ବିଭାଗ । ଡିଏନ ଗ୍ରୁପ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି । ମିଳିଥିବା ଟଙ୍କା ଓ କାଗଜପତ୍ରକୁ ନେଇ ପଚରାଉଚରା କରାଯାଉଛି । ଜଗଦିଶ ଓ ଚନ୍ଦ୍ରଶେଖରଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ୪ ଦିନ…

ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି ,…

କନକ ବ୍ୟୁରୋ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ତେଜିଲା ରାଜନୀତି । କେନ୍ଦ୍ର ସରକାରଙ୍କ ୨୦୨୧-୨୨ଶିକ୍ଷାବର୍ଷର ପିଜିଆଇ ରିପୋର୍ଟରେ ଗତବର୍ଷ ତୁଳନାରେ ତଳକୁ ଖସିଛି ଓଡ଼ିଶା । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପିଜିଆଇ ରିପୋର୍ଟ ରାଜ୍ୟ ସରକାରଙ୍କ ଆଇନା ବୋଲି କହିଛି…