Daily Archives

July 8, 2023

ସରିଲା ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ । ଭୋଟ ଗ୍ରହଣ ବେଳେ ଘଟିଥିବା ହିଂସାରେ ୧୩ ମୃତ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଥିବା ଭୋଟଗ୍ରହଣ ଶେଷ ହୋଇଛି । ଶୁକ୍ରବାର ରାତିରୁ ଶନିବାର ଭୋଟ ଗ୍ରହଣ ସରିବା ପର୍ଯ୍ୟନ୍ତ ହିଂସାରେ ୧୩ଜଣଙ୍କର ମୃତ୍ୟୁ ହୋଇଛି । ପୋଲିଂ ବୁଥ୍ ଦଖଲ ସହ ବାଲାଟ ପେପର ଲୁଟ ନେଇ ମଧ୍ୟ ଖବର ରହିଛି । ରାଜ୍ୟରେ ଜୁନ ୮ ତାରିଖରେ ପଞ୍ଚାୟତ…

୭ ବର୍ଷ ହେଲା ଚିକିତ୍ସାଳୟରେ ପଡିଛି ତାଲା। ଚିକିତ୍ସା ପାଇଁ ଆସି ନିରାଶରେ ଫେରୁଛନ୍ତି ଲୋକ 

କନକ ବ୍ୟୁରୋ: ଚିକିତ୍ସାଳୟରେ ଝୁଲୁଛି ତାଲା । ଡାକ୍ତର ଆସୁନାହାନ୍ତି କି ଲୋକଙ୍କୁ ଚିକିତ୍ସା ମିଳୁନାହିଁ । ମେଡିିକାଲ ଉପରେ ତିନୋଟି ପଞ୍ଚାୟତ ଦୁଇଟି ୱାର୍ଡର ହଜାର ହଜାର ଲୋକ ନିର୍ଭର କରୁଛନ୍ତି । ହେଲେ ୭ବର୍ଷ ହେଲା ଭଦ୍ରକ ଚରମ୍ପା ବରାଳ ପୋଖରୀ  ଅଞ୍ଚଳ ପୌରପାଳିକା ଚିକିତ୍ସାଳୟରେ ଝୁଲୁଛି…

ନବରଙ୍ଗପୁରରେ ସରୁନି ଦାଦନଙ୍କ ଦୁଃଖ। ତାମିଲନାଡୁରେ ୪ ଜଣ ଶ୍ରମିକଙ୍କୁ ବନ୍ଧକ ରଖି ଟଙ୍କା ମାଗିଲେ ଦୁର୍ବୃତ୍ତ 

କନକ ବ୍ୟୁରୋ: ତାମିଲନାଡ଼ୁରେ ମୁଣ୍ଡ ଜାମିନ ରଖି ୪ଜଣଙ୍କୁ ନିସ୍ତୁକ ମାଡ଼ । ନିଜ ଅଞ୍ଚଳରେ କାମ ମିଳୁନଥିବାରୁ ସୁଦୂର ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇଥିଲେ ନବରଙ୍ଗପୁର ଉମରକୋଟର ଶ୍ରମିକମାନେ । ହେଲେ ଗତ ଗୁରୁବାର ଦିନ ୪ଜଣ ଶ୍ରମିକଙ୍କୁ କିଛି ଦୁର୍ବୃତ ଉଠାଇ ନେଇ ଏକ ଘରେ ବନ୍ଦ ରଖି ମାଡ଼…

ନକଲି ସୁନା ଦେଇ ଘରୋଇ ବ୍ୟାଙ୍କରୁ ସୁନା ଋଣ ଠକେଇ ଅଭିଯୋଗ। ବ୍ୟାଙ୍କ ବଣିଆଙ୍କ ସମେତ ୧୧ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ: ନକଲି ସୁନା ଦେଇ ଅସଲି ଲୁଟ୍ । ପଦାରେ ପଡିଛି ବ୍ୟାଙ୍କ ବଣିଆଙ୍କ କଳାକାରନାମା । ଘରୋଇ ବ୍ୟାଙ୍କରୁ ୪୪ ଲକ୍ଷ ୭୫ ହଜାର ଟଙ୍କାର ସୁନା ଋଣ ନେଇ ବନ୍ଧା ହୋଇଛନ୍ତି ୧୧ ଜଣ । ଗଜପତି ଜିଲ୍ଲା ସଦର ମହୁକମା ପାରଳାଖେମୁଣ୍ଡିରେ ଏକ ଘରୋଇ ବ୍ୟାଙ୍କରୁ ଏଭଳି ଜାଲିଆତି କରାଯାଇଛି । ସୁନା…

ବସ୍ତି ବାସିନ୍ଦାଙ୍କ ଗାନ୍ଧିଗିରି। ମାଲକାନଗିରିରେ ବସ୍ତି ବାସିନ୍ଦାଙ୍କୁ ମିଳିଲା ଜମି ଅଧିକାର ପ୍ରମାଣପତ୍ର 

କନକ ବ୍ୟୁରୋ: ବସ୍ତିବାସିନ୍ଦାଙ୍କ ଗାନ୍ଧିଗିରି । ସଫଳ ହେଲା ସାଢେ ୧୪ ମାସର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ । ବସ୍ତି ବାସିନ୍ଦାଙ୍କୁ ମିଳିଲା ଜମି ଅଧିକାର ପ୍ରମାଣ ପତ୍ର ବା ଏଲଆରସି । ଜାଗା ମିଶନ ମାଧ୍ୟମରେ ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଜମି ପଟା ଦେବା ଲାଗି ବ୍ୟବସ୍ଥା ରହିଛି । ତେବେ…

‘ନିର୍ବାଚନ ଲଢିଲେ, ଟ୍ରେନ୍ ଆଗରେ ଫିଙ୍ଗିଦେବି’… ଭାଇରାଲ ହେବାରେ ଲାଗିଛି ପୂର୍ବ ବିଜେପି ବିଧାୟକଙ୍କ ପୁଅର…

କନକ ବ୍ୟୁରୋ: ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ବିଜେପିର ପୂର୍ବତନ ବିଧାୟକ ଜୟରାମ ଜାଟବଙ୍କ ପୁଅର ଏକ ଭିଡିଓ । ଯେଉଁଥିରେ ସେ ନିଜ ଭଉଣୀ ଆଉ ଭଣଜାକୁ ଗାଳିଗୁଲଜ କରିବା ସହିତ ମାରପିଟ୍ କରୁଥିବା ନଜର ଆସୁଛନ୍ତି । ତେବେ ଜୟରାମ ଜାଟବଙ୍କ ପୁଅ ବିଜେନ୍ଦ୍ର ନିଜ ଭଉଣୀକୁ ଇଲେକ୍ସନ…