Daily Archives

July 8, 2023

ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହରିଆଣାରେ ଚାଷୀଙ୍କ ସହ ମିଶି ବିଲରେ ତଳି ରୋଇଲେ, ଟ୍ରାକ୍ଟର ଚଳାଇଲେ

କନକ ବ୍ୟୁରୋ: ଶନିବାର ସକାଳୁ ସକାଳୁ ରାହୁଲ ଗାନ୍ଧି ପହଞ୍ଚି ଯାଇଥିଲେ ହରିଆଣା ସୋନେପଥର ଏକ ଗାଁରେ । କଂଗ୍ରେସ ନେତାଙ୍କୁ ଦେଖି ସେଠାରେ ଥିବା ଚାଷୀ ମାନେ ଯେତିକି ଖୁସି ହୋଇଥିଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ଗାଡିରୁ ଓହ୍ଲାଇ ଚାଷ ଜମିକୁ ପହଁଚିବାପରେ ସେଠାରେ ଥିବା ଚାଷୀ ଭାଇଙ୍କ…

ଭୁବନେଶ୍ୱରର ପ୍ଲାନେଟୋରିୟମରେ ପଡିବ କି ତାଲା ? ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୨ ସପ୍ତାହରୁ ଅଧିକ ଦିନ ହେଲାଣି ବନ୍ଦ…

କନକ ବ୍ୟୁରୋ: ଭୁବନେଶ୍ୱର ପ୍ଲାନେଟୋରିୟମରେ ପଡିଯିବ କି ତାଲା? ଏହି ପ୍ରଶ୍ନ ଏବେ ଉଠୁଛି କାରଣ ଦୁଇ ସପ୍ତାହରୁ ଅଧିକ ସମୟ ହେଲା ବନ୍ଦ ରହିଛି ସୋ’ । ଫଳରେ ନିରାଶ ହୋଇ ଫେରୁଛନ୍ତି ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକ । ଯନ୍ତ୍ରାଂଶ ଖରାପ ହୋଇଯାଇଥିବା ସୂଚନା ମିଳିଛି । ପଠାଣୀ ସାମନ୍ତ…

ସ୍କୁଲ ଶିକ୍ଷା ବ୍ୟବସ୍ଥାର ଅବକ୍ଷୟ ସ୍ଥିତିକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ବିଜେଡିର…

କନକ ବ୍ୟୁରୋ: ରାଜ୍ୟରେ ସ୍କୁଲ ଶିକ୍ଷାର ମାନ କମିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ରହିଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଗୋଟିଏ ବର୍ଷରେ ଓଡ଼ିଶାର ପିଜିଆଇ ୧୪ଟି ସ୍ଥାନ ତଳକୁ ଖସିଯିବା ପରେ ସରକାରଙ୍କୁ ଘେରିଛନ୍ତି…

ପୁଣି ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା । ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କଲେ ଟାର୍ଗେଟ ।

କନକ ବ୍ୟୁରୋ: ଅଟକୁ ନାହାନ୍ତି ବିଜେପି ସାଂସଦ ଅପରାଜିତା । ଜାରି ରଖିଛନ୍ତି ରାଜ୍ୟ ଶାସନ ଓ ପ୍ରଶାସନ ମୁଖ୍ୟଙ୍କ ଘେରାବନ୍ଦୀ । ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ । ଅନ୍ୟପକ୍ଷରେ ଫାଇଭ-ଟି ସଚିବଙ୍କ ନାଁ ନନେଇ ପୁଣି ଥରେ…

କାହିଁକି ହେଲା ବାହାନଗା ଟ୍ରେନ ଟ୍ରାଜେଡି? ୩ ଅଭିଯୁକ୍ତଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଛନ୍ତି ସିବିଆଇର ବରିଷ୍ଠ…

କନକ ବ୍ୟୁରୋ: ଜୁନ୍ ୨ତାରିଖରେ କାହା ଅବହେଳାରୁ ଚାଲିଗଲା ୨୯୩ଜଣଙ୍କ ଜୀବନ? ପ୍ରାଥମିକ ତଦନ୍ତ ପରେ ରେଳବାଇର ତିନି ଜଣ କର୍ମଚାରୀଙ୍କୁ ବାନ୍ଧିଛି ସିବିଆଇ । ଏମାନଙ୍କ ବିରୋଧରେ ଅବହେଳା ଓ ପ୍ରମାଣ ନଷ୍ଟ ଭଳି ଦଫା ଲଗାଯାଇଛି । ତେବେ ଏତେ ବଡ଼ ଦୁର୍ଘଟଣା ପଛରେ କୌଣସି ଷଡଯନ୍ତ୍ର ରହିଥିଲା କି? ସେ…

ମୁଠି ଚାଉଳରେ ଗୋ-ସେବା। ସେବା ଯୋଗାଉଛି ୮୦ ବର୍ଷର ଅନୁଷ୍ଠାନ

କନକ ବ୍ୟୁରୋ: ଅକର୍ମଣ୍ୟ ଦୁସ୍ଥ ଗାଈଗୋରୁଙ୍କ ପାଇଁ ଉତ୍ସର୍ଗିକୃତ ଅନୁଷ୍ଠାନ ନିଶ୍ଚିନ୍ତକୋଇଲିର ଅସୁରେଶ୍ୱର ଗୋ-ରକ୍ଷଣୀ ଅନୁଷ୍ଠାନ । ୮୦ ବର୍ଷ ତଳୁ ପ୍ରତିଷ୍ଠିତ ହୋଇଥିବା ଏହି ଅନୁଷ୍ଠାନରେ ସେବା ପାଆନ୍ତି ଗୋ-ମାତା । ଦିନ ରାତି ଏକ କରି ରୋଗିଣୀ, ବୟସ୍କ ଗାଇ-ଗୋରୁଙ୍କୁ ନିରବଚ୍ଛିନ୍ନ ସେବା…