Daily Archives

July 7, 2023

ଗୌହାଟୀ ବୈଠକ ପରେ ଦମ୍ଭୋକ୍ତି ଦେଖାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, ଓଡ଼ିଶାରେ ଗଠନ ହେବ…

କନକ ବ୍ୟୁରୋ : ଗୌହାଟୀରେ ବିଜେପିର ମିଶନ୍ ‘୨୪’ ଚର୍ଚ୍ଚାରେ ସାମିଲ ହୋଇ ଓଡ଼ିଶା ଫେରିବା ପରେ, ରାଜ୍ୟ ବିଜେପି ସଭାପତି ଏଭଳି କିଛି ଦାବି କରଛନ୍ତି, ଯାହା ରାଜ୍ୟ ରାଜନୀତିକୁ ପୁଣି ଥରେ ଚଳଚଂଚଳ କରିଦେଇଛି । ଓଡ଼ିଶା ଦଖଲ ପାଇଁ କେବଳ ଦାବି କରି ନାହାଁନ୍ତି ବରଂ ଏଥିପାଇଁ କ’ଣ ପ୍ରସଙ୍ଗ ହେବ…

ମାନହାନୀ ମାମଲାରେ ରାହୁଲଙ୍କୁ ଝଟକା । ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ

କନକ ବ୍ୟୁରୋ : ମାନହାନୀ ମାମଲାରେ ତଳ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିବା ସହ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ଗୁଜରାଟ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି, ତଳ କୋର୍ଟ ଦେଇଥିବା ରାୟ ଯଥାର୍ଥ ଓ ଆଇନସମ୍ମତ ଏହାସହ ରାଜନୀତିରେ ଶାଳୀନତାର ଆବଶ୍ୟକତା…

ଅବହେଳିତ ଆଦର୍ଶ ଗାଁ ବସ୍ତାର ବେଲଗାଁ। ଯାତାୟତ ପାଇଁ ରାସ୍ତା ନାହିଁ, ୭୦ ପରିବାରକୁ ମିଳିନି ସରକାରୀ ଆବାସ

କନକ ବ୍ୟୁରୋ: ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ବେଲଗାଁ । ଗାଁରେ ୭୫ଟି ପରିବାର ରହୁଥିବା ବେଳେ ୪-୫ଟି ପରିବାରକୁ ଛାଡି ଦେଲେ ଅନ୍ୟମାନଙ୍କୁ ଆବାସ ଯୋଜନାରେ ପକ୍କା ଘର ଖଣ୍ଡିଏ ମିଳିନାହିଁ । ତେଣୁ ପଲିଥିନ୍ ଟଣା କୁଡିଆ ଭିତରେ ରହୁଛନ୍ତି ପିଲାଛୁଆ । କେବଳ ବାସ ସମସ୍ୟା ନୁହେଁ, ପିଇବା…

ପାଣି ପାଇ ଉତ୍ସାହିତ ଚାଷୀ। ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଜଳଯୋଗାଣ ଆରମ୍ଭ

କନକ ବ୍ୟୁରୋ: ଚାଷ ପାଇଁ ପାଣି ପାଇ ଉତ୍ସାହିତ ଚାଷୀ । ଖରିଫ ଚାଷ ପାଇଁ କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଜଳଯୋଗାଣ ଆରମ୍ଭ ହୋଇଛି । ଚଳିତବର୍ଷ ମୌସୁମୀ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଚାଷ ବିଳମ୍ବିତ ହୋଇଛି । ଗତ ୨ ଦିନ ଦେବ କଳାହାଣ୍ଡି ଜିଲ୍ଲାରେ ବର୍ଷା…

ବିକାଶ ଆଢୁଆଳରେ ଆଦିବାସୀ ଗାଁ। ବଞ୍ଚିବା ପାଇଁ ଭରସା ବାଉଁଶ କରଡି଼

କନକ ବ୍ୟୁରୋ: ଅବହେଳିତ ଆଦିବାସୀ ଗାଁ । ଆଜି ବି ବଂଚିବା ପାଇଁ ବାଉଁଶ କରଡା ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଛନ୍ତି ଉପାନ୍ତ ଗାଁର ଆଦିବାସୀ ମଣିଷ । କାରଣ ଗାଁ ଠାରୁ ୧୫ କିଲୋମିଟର ଦୂର ପଂଚାୟତ ଅଫିସକୁ ଯାଇ ପିଡିଏସ ଚାଉଳ ଆଣିବା ସମ୍ଭବ ହେଉନାହିଁ । ମାଗଣା ଚାଉଳ ଆଣିବା ପାଇଁ ୩ଶହ…

ବାହାନଗା ରେଳ ଦୁର୍ଘଟଣା: ୩ ଜଣଙ୍କୁ ଗିରଫ କଲା ସିବିଆଇ  

କନକ ବ୍ୟୁରୋ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ । ୩ ଜଣଙ୍କୁ ଗିରଫ କଲା ସିବିଆଇ । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ସେକସନ ଇଞ୍ଜିନିୟର ଅରୁଣ ମହନ୍ତ, ମହମ୍ମଦ ଆମୀର ଖାନ, ଟେକନିସିଆନ ପପୁ କୁମାର ଗିରଫ ହୋଇଥିବା ସୂଚନା ମିଳିଛି । ଗତ ଜୁନ…