Daily Archives

July 5, 2023

ଅନ୍ଧାରରେ ବିତୁଛି ଦିବ୍ୟାଙ୍ଗଙ୍କ ଦିନ: ସହାୟତା ଅପେକ୍ଷାରେ ପରିବାର

କନକ ବ୍ୟୁରୋ: ଢେଙ୍କାନାଳ ଜଗନ୍ନାଥପୁରର ଦିବ୍ୟାଙ୍ଗ ମହିଳା ମମିତା ମଲ୍ଲିକ । ଆଖିକୁ ଭଲ ଦିଶୁନାହିଁ । ଦୁଇ ପୁଅଙ୍କର ମଧ୍ୟ ସମାନ ଅବସ୍ଥା । ଅନ୍ୟର ସାହାରାରେ ଏମାନେ ବାଟ ଚାଲନ୍ତି । କିଛି ବର୍ଷ ତଳେ ସ୍ୱାମୀ ଘରୁ କେଉଁଆଡ଼େ ଚାଲିଯିବା ପରେ ଦୁଇ ପୁଅଙ୍କୁ ନେଇ ରହୁଛନ୍ତି ମମିତା । ସରକାରୀ…

କଲରାପତରିଆ ବାଘ ଶିକାର କରି କାଢ଼ିନେଲେ ନଖ ଓ ଛାଲ: କନ୍ଧମାଳ ରାଇକିଆ ବନାଞ୍ଚଳ ବାରବା ଅଞ୍ଚଳରେ ବାଘ ଶିକାର କରି ୧୧…

କନକ ବ୍ୟୁରୋ: କଲରାପତରିଆ ବାଘ ଶିକାର କରି ବାଘ ଦେହରୁ ନଖ ଓ ଛାଲ କାଢ଼ିନେଲେ ଦୁର୍ବୃତ । କନ୍ଧମାଳ ରାଇକିଆ ବନାଂଚଳ ବାରବା ଅଂଚଳରେ ବାଘ ଶିକାର କରି ୧୧ ଗିରଫ ହୋଇଛନ୍ତି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ଫୁଲବାଣୀ ଡିଏଫଓ । ଗିରଫ ହୋଇଥିବା ୧୧ ଜଣଙ୍କୁ କୋର୍ଟ ଚାଲାଣ କରିଛି ରାଇକିଆ…

ଏମିତି ଭାଇ ଜଗତେ ନାହିଁ: ପରିଣତ ବୟସରେ ବି ଭଉଣୀର ସେବା କରୁଛି ଭାଇ

କନକ ବ୍ୟୁରୋ: ନିଜ ହାତରେ ଭଉଣୀକୁ ଖୁଆଇ ଦେଉଛନ୍ତି । ମୁଣ୍ଡରେ ତେଲ ଲଗେଇ ଦେଉଛନ୍ତି । ଆଉ ଭଲ ମନ୍ଦ ମଧ୍ୟ ବୁଝୁଛନ୍ତି । ଦୁହେଁ ପରିଣତ ବୟସରେ ଉପନୀତ । ତଥାପି ଭଉଣୀର ହାତ ଛାଡ଼ି ନାହାନ୍ତି ଭାଇ । ଏ ହେଉଛନ୍ତି ଗଜପତି ଜିଲ୍ଲା ରାଇଜୁକା ଗାଁର ବୃଦ୍ଧ ଭାଇ ଭଉଣୀ କାଶୀନାଥ ଓ ସୁଲକ୍ଷଣୀ । ବଡ଼…

ଶ୍ରାବଣରେ ଶୁଖିଲା ପଡ଼ିଛି ଚାଷ ଜମି: ଖୋର୍ଦ୍ଧାରେ ପାଣି ଅଭାବରୁ କ୍ଷେତ ଫାଟି ଆଁ କରିଥିବା ବେଳେ ଚିନ୍ତାରେ ପଡ଼ିଛି ଚାଷୀ

କନକ ବ୍ୟୁରୋ: ଅକ୍ଷୟ ତୃତୀୟା ଠାରୁ ଅଖିମୁଠି ଅନୁକୂଳ ପରେ ମୌସୁମୀ ବର୍ଷାକୁ ଅନାଇ ବସିଛି ଚାଷୀ । ଆଷାଢ଼ ଯାଇ ଶ୍ରାବଣ ମାସ ଆସିଥିଲେ ମଧ୍ୟ ବର୍ଷାର ଦେଖାନାହିଁ । ମୌସୁମୀର ଲୁଚକାଳି ଖେଳ ଭିତରେ ଚାଷୀ ଦୁଇ ଦୁଇଥର ଧାନ ବୁଣି ନିରାଶ ହେଲାଣି । ବର୍ଷା ନହେବା କାରଣରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି…

ବହୁ ଚର୍ଚ୍ଚିତ ତବରେଜ ଅନସାରୀ ହତ୍ୟା ମାମଲା : ୪ ବର୍ଷ ପରେ ୧୦ ଅପରାଧୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡ

କନକ ବ୍ୟୁରୋ : ଝାଡଖଣ୍ଡର ବହୁ ଚର୍ଚ୍ଚିତ ତବରେଜ ଅନସାରୀ ମାବଲଂଚିଙ୍ଗ ମାମଲାରେ ବୁଧବାର ଅପରାହ୍ନ ୪ଟା ବେଳେ ସରାୟକେଲା କୋର୍ଟ ରାୟ ଶୁଣାଇଛନ୍ତି । ସରାୟକେଲା କୋର୍ଟ ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ଆଇପିସିର ଧାରା ୩୦୪ (କୌଣସି ଉର୍ଦ୍ଦେଶ୍ୟ ନଥାଇ ହତ୍ୟା) ମୁତାବକ ସମସ୍ତ ୧୦ ଅପରାଧୀଙ୍କୁ…

ପରିବା ଦରବୃଦ୍ଧିକୁ ଛାତ୍ର କଂଗ୍ରେସର ବିରୋଧ,ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ

କନକ ବ୍ୟୁରୋ : ପରିବା ହାଟରେ ପରିବା ଏତେ ମହଙ୍ଗା ଯେ କିଣିବା ପୂର୍ବରୁ ଶହେଥର ଭାବିବାକୁ ପଡୁଛି । ହେଲେ ରାଜନୈତିକ ହାଟରେ ପରିବା ଏବେ ବହୁତ ଶସ୍ତା ହୋଇଯାଇଛି । ସାଧାରଣ ଲୋକଟିଏ ପାଇଁ କିଛିଦିନ ହେବ ପରିବା ସାତ ସ୍ୱପ୍ନ ହୋଇଯାଇଥିବା ବେଳେ ରାଜନୈତିକ ଦଳର କର୍ମୀମାନେ କେଉଁଠି ବେକରେ ପରିବା…