Daily Archives

June 20, 2023

ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ରଣନୀତି ପ୍ରସ୍ତୁତ । ଜାଣନ୍ତୁ କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା ?

କନକ ବ୍ୟୁରୋ : ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନ ସମେତ ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କିଭଳି ଓ କେଉଁ ପ୍ରସଙ୍ଗ ଉପରେ ବିଜେପି ନିର୍ବାଚନ ଲଢିବ ସେ ନେଇ ରଣନୀତି ପ୍ରସ୍ତୁତ…

ବଡଦାଣ୍ଡରେ ଗଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ : ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ ଠାକୁର

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ ଠାକୁର । ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ…

ଆଇଆଇଟି ବମ୍ବେକୁ ୩୧୫ କୋଟି ଟଙ୍କା ଦାନ କରିଦେଲେ ଏହି ବ୍ୟକ୍ତି । ଜାଣନ୍ତୁ କାରଣ ?

କନକ ବ୍ୟୁରୋ : ଇନଫୋସିସର ସହ ସଂସ୍ଥାପକ ନନ୍ଦନ ନିଲେକନୀ ସଂସ୍ଥା ସହିତ ଜଡିତ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ (ଆଇଆଇଟି) ବମ୍ବେକୁ ୩୧୫ କୋଟି ଟଙ୍କା ଦାନ କରିଦେଇଛନ୍ତି । ନିଲେକନୀ ୧୯୭୩ ମସିହାରେ ଆଇଆଇଟି ବମ୍ବେରେ ଇଲେକ୍ଟ୍ରିକାଲ ଇଂଜିନିୟରିଂ…

ଆସାମରେ ଭୟଙ୍କର ବନ୍ୟା ସ୍ଥିତି । ପାଣି ଘେରରେ ୪୪୪ ଗ୍ରାମ,୫ଦିନ ପାଇଁ ରେଡ ଆଲର୍ଟ

କନକ ବ୍ୟୁରୋ : ଗୁଜରାଟ ଓ ରାଜସ୍ଥାନରେ ବାତ୍ୟା ବିପର୍ଯ୍ୟୟ ତାଣ୍ଡବ ରଚିବା ପରେ ଏବେ ଅନ୍ୟ ଏକ ବନ୍ୟା ଆସାମର ଜନଜୀବନକୁ ଅସ୍ତବ୍ୟସ୍ଥ କରିଦେଇଛି । ଆସାମରେ ପ୍ରବଳ ବର୍ଷା କାରଣରୁ ୧୦ଟି ଜିଲ୍ଲାର ୩୧ ହଜାରରୁ ଅଧିକ ଲୋକ ଏବେ ପାଣି ଘେରରେ ରହିଛନ୍ତି । ମଙ୍ଗଳବାର ଦିନ ବନ୍ୟା ସ୍ଥିତି ଗମ୍ଭୀର…

ରଥରେ ଛେରାପହଁରା : ସୁବର୍ଣ୍ଣ ଖଡିକାରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ

କନକ ବ୍ୟୁରୋ : ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ୟସ୍ତ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ…

କରୋନାକୁ ନେଇ ଆଶ୍ୱସ୍ତିକର ଖବର । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୬ଜଣ ଆକ୍ରାନ୍ତ

କନକ ବ୍ୟୁରୋ : କରୋନାକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଖୁବ୍ କମିଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୩୬ ରହିଛି । ଯାହା ଏକ…