କରେଣ୍ଟ ଲାଗି ପୁଣି ଗଲା ହାତୀର ଜୀବନ: ବିଦ୍ୟୁତ ତର ସଂସ୍ପର୍ଶରେ ଆସି କଂଟାମାଲ ଘୁଂଚାଙ୍ଗୀ ପାଖ ଜଙ୍ଗଲରେ ବୁଲୁଥିବା ହାତୀର ମୃତ୍ୟୁ 

94

କନକ ବ୍ୟୁରୋ: ପୁଣି ଦନ୍ତା ମୃତ । ବିଦ୍ୟୁତ ତର ସଂସ୍ପର୍ଶରେ ଆସି ବୌଦ୍ଧ କଂଟାମାଳ  ଘୁଂଚାଙ୍ଗୀ ପାଖ ଜଙ୍ଗଲରେ ବୁଲୁଥିବା ହାତୀର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ବନ ବିଭାଗ ପହଂଚି ହାତୀର  ମୃତ ଦେହ ଉଦ୍ଧାର କରିଛି । ଆଜି ସକାଳୁ ସ୍ଥାନୀୟ ଲୋକେ ହାତୀର ମୃତ ଦେହ ପଡିଥିବା ଦେଖିଥିଲେ । ଏହାପରେ ବନବିଭାଗକୁ  ଜଣାଇଥିଲେ । ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶର ଅସି ହାତୀର ମଅତ୍ୟୁ ହୋଇଥିବା ଜଣାପଡିଛି ।