Daily Archives

April 20, 2023

ସମଲିଙ୍ଗୀ ବିବାହ ବଢାଇବ କି ସମସ୍ୟା? ଜାରି ରହିଛି ବିତର୍କ, ବିରୋଧ କରୁଛନ୍ତି କେନ୍ଦ୍ର ସରକାର ।

କନକ ବ୍ୟୁରୋ: ସମଲିଙ୍ଗୀ ବିବାହକୁ ଆଇନ ସ୍ୱୀକୃତି ପାଇଁ ଜାରି ରହିଛି ବିତର୍କ । ତୃତୀୟ ଦିନରେ ବି ସୁପ୍ରିମକୋର୍ଟରେ ସିଜେଆଇ ଚନ୍ଦଚୂଡଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ୫ ଜଣିଆ ବେଞ୍ଚ ଏହି ପ୍ରସଙ୍ଗରେ ଶୁଣାଣି…

ସେନା ଗାଡିରେ ନିଆଁ, ୪ ଯବାନ ସହିଦ । ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ଅଘଟଣ

କନକ ବ୍ୟୁରୋ: ପୁଣି ସହିଦ ହେଲେ ଯବାନ । ଜାମ୍ମୁକାଶ୍ମୀରରେ ପୁଣି ସହିଦ ହୋଇଛନ୍ତି ଦେଶର ଯବାନ । ତେବେ ଏଥର ଶତ୍ରୁ ଦେଶର ଆକ୍ରମଣରେ ନୁହେଁ ବରଂ ସେନା ଗାଡିରେ ନିଆଁ ଲାଗିବାରୁ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି । ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ସେନା ଗାଡିରେ ଅଚାନକ ନିଆଁ…

ଦୀର୍ଘ ୧୨ ବର୍ଷ ପରେ ଭାରତ ଗସ୍ତରେ ଆସିବେ ପାକିସ୍ତାନ ବିଦେଶ ମନ୍ତ୍ରୀ । ଏସସିଓ ବୈଠକରେ ହେବେ ସାମିଲ ।

କନକ ବ୍ୟୁରୋ : ଭାରତ ଆସିବେ ପାକିସ୍ତାନ ବିଦେଶ ମନ୍ତ୍ରୀ । ଏସସିଓ ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଆସନ୍ତା ୪ ଓ ୫ ତାରିଖରେ ଭାରତକୁ ଆସିବେ । ପାକିସ୍ତାନ ବୈଦଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏସସିଓ ସଙ୍ଗଠନରେ ସାମିଲ…

ଛାତ୍ରୀ ଅବାସିକ ବିଦ୍ୟାଳୟରେ ୩୨ ଛାତ୍ରୀ ଅସୁସ୍ଥ । ମାଂସ ରନ୍ଧା ଖାଇ ଅସୁସ୍ଥ ହେଲେ ଛାତ୍ରୀ । 

କନକ ବ୍ୟୁରୋ: କୋଇଡ଼ାର ଏକ ଛାତ୍ରୀ ଅବାସିକ ବିଦ୍ୟାଳୟରେ ୩୨ ଛାତ୍ରୀ ଅସୁସ୍ଥ । ଗତକାଲି ବୁଧବାର ଏବଂ ଛୁଟି ଥିବାରୁ ମାଂସ ରନ୍ଧା ଖାଇଥିଲେ ଛାତ୍ରୀ । ଏହାର କିଛି ସମୟ ପରେ ଛାତ୍ରୀ ମାନଙ୍କ ପେଟ ଖରାପ ହେବା ସହ ଝାଡ଼ା ହୋଇଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଛାତ୍ରୀ ମାନଙ୍କୁ…

ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ପଶୁପକ୍ଷୀ । ପାଣି ମୁନ୍ଦାଏ ପାଣି ଆଉଟୁପାଉଟୁ ହାତୀପଲ ।

କନକ ବ୍ୟୁରୋ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ମଣିଷ ସହ ଜୀବଜନ୍ତୁ ମଧ୍ୟ ଖରାରେ ଅତିଶୟ ହୋଇଗଲେଣି । ପାଣି ଟୋପେ ପାଇଁ ସହର ମୁହାଁ ହେଉଛନ୍ତି ପଶୁ । ଭୁବନେଶ୍ୱର ଭରତପୁର ଜଙ୍ଗଲରେ ମାଟି ଫାଟି ଆଁ କରିଛି । ଯୁଆଡ଼େ ଚାହିଁଲେ ଖାଲି ଟାଙ୍ଗରା ଭୂଇଁ । ତାତି ପାଇଁ ଜଙ୍ଗଲରେ…

ଓଡ଼ିଶା ଆସିଥିଲା କି ଗୁଡ୍ଡୁ ମୁସଲିମ୍? ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଓଡିଶାର ପୁରୀରେ ମିଳିଥିଲା ଶେଷ ଲୋକେସନ୍ 

କନକ ବ୍ୟୁରୋ: ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମକୁ ନେଇ ବଡ଼ ଖବର ମିଳିଛି । ଗୁଡ୍ଡୁ ମୁସଲିମ ଓଡ଼ିଶା ଆସିଥିବା କୁହାଯାଉଛି । ତେବେ ଗୁଡ୍ଡୁ ମୁସଲିମ୍ ନିଜେ ଓଡ଼ିଶା ଆସିଥିଲା ନା ସହଯୋଗୀଙ୍କୁ ପଠାଇଥିଲା ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।…