Daily Archives

February 17, 2023

ଦିଲ୍ଲୀ ମେୟର ନିର୍ବାଚନ ବିବାଦରେ ବିଜେପିକୁ ସୁପ୍ରିମକୋର୍ଟଙ୍କ ବଡ ଝଟକା, ମନୋନୀତ ପାରିଷଦଙ୍କୁ ନେଇ କୋର୍ଟ ଦେଲେ ଏହି…

କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମର ମେୟର ନିର୍ବାଚନକୁ ନେଇ ବିଜେପିକୁ ବଡ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି କି ମେୟର ନିର୍ବାଚନରେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ପାରିଷଦମାନେ ଭୋଟ ଦେଇପାରିବେ ନାହିଁ । ମେୟର ଓ ଡେପୁଟୀ ମେୟର ନିର୍ବାଚନରେ ମନୋନୀତ ସଦସ୍ୟଙ୍କୁ…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ୨୬୩ ରନରେ ଅଷ୍ଟ୍ରେଲିଆ ଅଲଆଉଟ

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତୀୟ ବୋଲରମାନଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ କଙ୍ଗାରୁ ଦଳ ୨୬୩ ରନରେ ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ମହମ୍ମଦ ସାମି ୪, ଅଶ୍ୱିନୀ ୩ ଓ ଜାଡେଜା…

କେଉଁଠି ସୁରକ୍ଷିତ ରହିଛି ଭାରତୀୟ ରିଜର୍ଭ ବ୍ୟାଙ୍କର ସୁନା, ନିଜ ଠାରୁ ଅଧିକ କାହା ଉପରେ ଭରସା କରିଛି ଆରବିଆଇ ?

କନକ ବ୍ୟୁରୋ : ମଣିଷର ଅସୁବିଧା ବେଳେ ତାର ସବୁଠାରୁ ଭଲ ବନ୍ଧୁ ହେଉଛି ସୁନା । ଏହି କଥାକୁ ସାଧାରଣ ଲୋକଙ୍କ ସହ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଠିକ ଭାବେ ବୁଝିଛି । ଏହି କାରଣରୁ ଗତ କିଛିବର୍ଷ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କ ତାର ସୁନା କିଣିବାର କ୍ଷମତାକୁ ବୃଦ୍ଧି କରିଛି । ଗତ ୨ବର୍ଷ…

ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍ । ଆଜି ଘୋଷଣା ହୋଇପାରେ ମ୍ୟାଚ୍ ସୂଚୀ ।

କନକ ବ୍ୟୁରୋ: ଆଜି ଘୋଷଣା ହୋଇପାରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ‘ଆଇପିଏଲ’ର ମ୍ୟାଚ୍ ସୂଚୀ । ଅପରାହ୍ନ ୫ଟା ସମୟରେ ଆଇପିଏଲର ମ୍ୟାଚ୍ ସୂଚୀ ଘୋଷଣା ହେବା ନେଇ ସୂଚନା ମିଳିଛି । ତେବେ ମହିଳା ପ୍ରିମିୟର ଲିଗ୍ ପରେ ଏଥର ଆଇପିଏଲ୍ ଆୟୋଜନ ହୋଇପାରେ । ସୂଚନା ମୁତାବକ ମାର୍ଚ୍ଚ ୩୧…

ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଖାସ୍ ରେକର୍ଡ କଲେ ଅଶ୍ୱିନୀ । ଏପଟେ ଇମ୍ରାନଙ୍କୁ ଟପି ଆଉ ଏକ ରେକର୍ଡର ଅଧିକାରୀ ହେଲେ…

କନକ ବ୍ୟୁରୋ: ଭାରତ- ଅଷ୍ଟ୍ରେଲିଆ ଭିତରେ ଦିଲ୍ଲୀରେ ଚାଲିଛି ବର୍ଡର-ଗାଭାସ୍କର ଟ୍ରଫି । ସିରିଜର ଦ୍ୱିତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଦୁଇ ଦଳ । ତେବେ ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଛି ଅଷ୍ଟ୍ରେଲିଆ । ହେଲେ ଟିମ୍ ଇଣ୍ଡିଆର ସ୍ପିନ୍ ଯୋଡି ଅଷ୍ଟ୍ରେଲିଆ ପାଇଁ…

ଅଣଛାତ୍ରଙ୍କୁ ହଟେଇବାକୁ ଯାଇ ନିଜ ହଟହଟା ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଛାତ୍ର କହିଲେ, ଆଗ ବସ୍ତି…

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସସ୍ଥିତ ହଷ୍ଟେଲରୁ ଅଣଛାତ୍ରଙ୍କୁ ହଟାଇବାକୁ ଯାଇ ହଟହଟା ହୋଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଙ୍କ ପାଲଟା ପ୍ରଶ୍ନରେ ହଡ଼ବଡ଼େଇ ଯାଇଥିଲେ ଉଚ୍ଛେଦକାରୀ ଟିମ୍‌। ପରିସ୍ଥିତି ଏମିତି…