Daily Archives

October 18, 2022

ସମ୍ଭାବ୍ୟ ବାତ୍ୟା : ଅପରାହ୍ନ ୪ଟାରେ ଉଚ୍ଚସ୍ତରୀୟ ବୈଠକ; ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ହେବ ଆଲୋଚନା

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ଣରେ ବୈଠକ ବସିବ । ଅପରାହ୍ଣ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ସେପଟେ, ପଶ୍ଚିମ-କେନ୍ଦ୍ରୀୟ…

ଏହି ଦୀପାବଳୀରେ ହେବ ସୁନାର ବର୍ଷା : ଜୀ ସାର୍ଥକ ଦେଖନ୍ତୁ, ସୁନା ଜିତନ୍ତୁ

କନକ ବ୍ୟୁରୋ : ଏହି ଦୀପାବଳୀରେ ଜୀ ସାର୍ଥକ ନେଇ ଆସିଛି ସୁନା ଜିତିବାର ସୁଯୋଗ । କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ଆପଣ ହୋଇପାରିବେ ଭାଗ୍ୟଶାଳୀ ବିଜେତା । ଏନେଇ ଏକ ପ୍ରତିଯୋଗିତା ଆରମ୍ଭ ହେଉଛି । ‘ଦୀପାବଳିରେ ସୁନାର ବର୍ଷା’ ପ୍ରତିଯୋଗୀତା ପାଇଁ ଦର୍ଶକଙ୍କୁ ଜୀ ସାର୍ଥକ ଦେଖିବାକୁ ପଡିବ ।…

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା : ଟ୍ୱିଟ୍ କରି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି | ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮…

ଋଷର ଡ୍ରୋନ୍ ଷ୍ଟ୍ରାଇକରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ସ୍ୱାମୀଙ୍କ ବାହୁରେ ଜୀବନ ହାରିଲେ ଭିକ୍ଟୋରିଆ ।

କନକ ବ୍ୟୁରୋ : ୟୁକ୍ରେନର ରାଜଧାନୀ କିଭରେ ଋଷର ଡ୍ରୋନ ଆକ୍ରମଣ ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ଜଣେ ଗର୍ଭବତୀ ମହିଳା ଥିବା ସୂଚନା ମିଳିଛି । ଏହି ମହିଳା ଜଣକ ୬ ମାସର ଗର୍ଭବତୀ ଥିବା ବେଳେ, ମା’ ହେବା ପୂର୍ବରୁ ଆଖି ବୁଜିଛନ୍ତି । ଋଷର ଏହି ଡ୍ରୋନ ଆକ୍ରମଣ ଏକ ଆପାର୍ଟମେଣ୍ଟ…

ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଆକ୍ସନ: ଦେଶର ବିଭିନ୍ନ ସ୍ଥାନରେ ଏନଆଇଏର ରେଡ୍

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ ଆକ୍ସନ ନେଇଛି ଏନଆଇଏ । ଦେଶର ବିଭିନ୍ନ ରାଜ୍ୟରେ ୪୦ରୁ ଅଧିକ ଆଡ୍ଡା ଉପରେ ରେଡ ହୋଇଛି । ଏହି ରେଡ ଭାରତ ଓ ବିଦେଶରେ ଥିବା ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡଗ୍ସ ତସ୍କରୀକୁ ଶେଷ କରିବାକୁ ହୋଇଛି । ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର…

ଯୁବ ବିଜେଡି ନେତାଙ୍କ କାର ଉପରକୁ ବୋମାମାଡ଼ : କାମାକ୍ଷାନଗର ପୋଲିସର ତନାଘନା ଜାରି

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ବୋମାମାଡ଼ । ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଥିବା ଜଣାପଡିଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ପ୍ରଥମେ ଦୁଇ ଜଣ…