Daily Archives

March 29, 2022

ଚୀନରେ ପୁଣି ଚିନ୍ତା ବଢାଇଲା କରୋନା ମହାମାରୀ, ସଂଘାଇ ସହରରେ କଠୋର ହେଲା ଲକଡାଉନ

କନକ ବ୍ୟୁରୋ : ଚୀନରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଛି । ଏନେଇ ଚୀନ ସରକାରଙ୍କ ପକ୍ଷରୁ କଟକଣା କଡାକଡି କରାଯାଇଛି । ସଂଘାଇ ସହରରେ ଲୋକମାନଙ୍କୁ ଘରୁ ନବାହାରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସ୍ଥିତି ଏଭଳି ହୋଇଛି ଯେ ଲୋକମାନଙ୍କୁ ସେମାନଙ୍କୁ ପୋଷା କୁକୁରକୁ ବି…

ପିଇବା ପାଣି ପାଇଁ ଚାଲିବାକୁ ପଡୁଛି ୨ କିମି: ବାଲଟି, ଗରା ଧରି ବିପଦସଙ୍କୁଳ ଭାବେ ରାସ୍ତା ପାର ହେଉଛନ୍ତି ମହିଳା ଓ…

କନକ ବ୍ୟୁରୋ: ପିଇବା ପାଣି ପାଇଁ ଚାଲିବାକୁ ପଡୁଛି ୨ କିଲୋମିଟର । ହାତରେ, ମୁଣ୍ଡରେ ପାଣି ପାତ୍ର ଧରି ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ପାର ହେଉଛନ୍ତି ମହିଳା ଓ ଶିଶୁ । ମାସ କି ବର୍ଷେ ନୁହେଁ ୫୦ ବର୍ଷ ହେବ ଏଭଳି ସମସ୍ୟା ଭୋଗୁଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ବିଲପାଟଣା…

ଆସିଲା ୨୦୨୧-୨୨ ଅର୍ଥନୈତିକ ସର୍ଭେ ରିପୋର୍ଟ । ୧୦ ବର୍ଷରେ ୨ ଗୁଣାରୁ ଅଧିକ ବଢିଛି ମୁଣ୍ଡ ପିଛା ଆୟ, ରାଜ୍ୟର…

କନକ ବ୍ୟୁରୋ : ପ୍ରକାଶ ପାଇଲା ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଅଭିବୃଦ୍ଧି ହାର ୨୦୨୧-୨୨ରେ ୧୦.୧ ପ୍ରତିଶତ ରହିଛି । ଏହି ସମୟରେ ଜାତୀୟ ଅଭିବୃଦ୍ଧି ହାର ୮.୮ ପ୍ରତିଶତ ଥିବା ବେଳେ ଓଡ଼ିଶା ଯଥେଷ୍ଟ ଭଲ ସ୍ଥିତିରେ ରହିଛି ।…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ହେବ ବୈଠକ, ସମାଧାନ ହୋଇପାରେ ଆସାମ ମେଘାଳୟ ସୀମା ବିବାଦ

କନକ ବ୍ୟୁରୋ : ଆସାମ ଓ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷ ହେବ ଲାଗିଥିବା ସୀମା ବିବାଦ ଆଜି ସମାଧାନ ହେବା ହୋଇପାରେ । ମଙ୍ଗଳବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସମାଧାନ ଚୁକ୍ତି ଉପରେ ଦସ୍ତଖତ କରିପାରନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର…

କରୋନା ଟିକା କହି ଦେଉଥିଲେ କ’ଣ? ଧରାପଡିବା ପରେ ଚାକିରିରୁ ବିଦା ହେଲେ ଡାକ୍ତର ।

କନକ ବ୍ୟୁରୋ: କୋଭିଡ ଟିକାକରଣକୁ ନେଇ ହଟହଟା ହୋଇଛନ୍ତି ଡାକ୍ତର । କହୁଥିଲେ କୋଭିଡ ଟିକା ହେଲେ ଦେଉଥିଲେ ସାଲାଇନ୍ ସଲ୍ୟୁସନ୍ ଇଂଜେକ୍ସନ୍ । ଏଥିପାଇଁ ଡାକ୍ତର ଜଣକ ସ୍ୱାସ୍ଥ୍ୟମନ୍ତ୍ରଣାଳୟର ରାଷ୍ଟ୍ରୀୟ ଟିକାକରଣ ଯୋଜନାରେ ରେଜେଷ୍ଟ୍ରି ମଧ୍ୟ କରାଇଥିଲେ । ହେଲେ ସତ୍ୟାସତ୍ୟ ଜଣାପଡିବା ପରେ…

ମାମ୍ନାକୁ ଆସିଲା ଶର୍ମିଷ୍ଠା ରାଉତଙ୍କ ଷ୍ଟିଙ୍ଗ ଭିଡ଼ିଓ: ମାନସଙ୍କୁ ହତ୍ୟା କରିବା ପରେ ଭୁବନେଶ୍ୱରରେ ମାସେ ଯାଏଁ…

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଶର୍ମିଷ୍ଠା ରାଉତଙ୍କ ଷ୍ଟିଙ୍ଗ ଭିଡିଓ । କ୍ୟାମେରାମ୍ୟାନ ମାନସଙ୍କୁ ହତ୍ୟା କରିବା ପରେ ପ୍ରାୟ ମାସେ ଧରି ଭୁବନେଶ୍ୱରରେ ଲୁଚି ବୁଲୁଥିଲେ ଶର୍ମିଷ୍ଠା ରାଉତ । ଏକ ମେମୋରୀ ଚିପକୁ ନେଇ ଏହି ସୁଚିନ୍ତିତ ହତ୍ୟାକାଣ୍ଡ ଘଟାଇବା ପରେ ମଧ୍ୟ ପୋଲିସ ନଜରରୁ ବର୍ତିବାରେ…